ସୁଶାନ୍ତଙ୍କ ଚାକର ଦୀପେଶଙ୍କ ସହିତ ହେଇଗଲା ବହୁତ ବଡ ଅନର୍ଥ, ଅଭିଯୋଗ ଆଣିଲେ ପରିବାର, CBI ତଦନ୍ତ ଜାରି

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ବହୁତ ବଡ ବିକାଶ ହୋଇଛି । ସୁଶାନ୍ତ ସିଂହଙ୍କର ପୁରା କେସ ସଂପୂର୍ଣ୍ଣ ରୂପରେ ବଦଳି ଯାଇଛି । ବର୍ତ୍ତମାନ ସୁଶାନ୍ତଙ୍କ ଚାକର ବିଷୟରେ କିଛି ବିଚିତ୍ର କଥା ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ଚାକର ଦିପେଶ ସବୁବେଳେ ସୁଶାନ୍ତଙ୍କ ସହିତ ରହିଥାଏ । ଯିଏ ୧୪ ଜୁନରେ ମଧ୍ୟ ସୁଶାନ୍ତଙ୍କ ଘରେ ଥିଲା ଏବଂ ସବୁଠାରୁ ପ୍ରଥମେ ସୁଶାନ୍ତଙ୍କୁ ଦିପେଶ ଦେଖିଥିଲା । ହେଲେ ବର୍ତ୍ତମାନ ଖବର ଆସିଛି ଯେ, ଦିପେଶଙ୍କ ସହ ମଧ୍ୟ ତାହା ସବୁ ହେଇଛି ଯାହା ଦିଶା ଆଲିଆନ୍ସ ଓ ସୁଶାନ୍ତ ସିଂହ ରାଜପୁତଙ୍କ ସହ ହୋଇଥିଲା । କାରଣ ଦିପେଶ ଥିଲା ସୁଶାନ୍ତଙ୍କ କେସର ସବୁଠାରୁ ବଡ ସାକ୍ଷ ପ୍ରମାଣ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରଥମ ଦିନରୁ ଲୋକମାନେ କହୁଥିଲେ ଯେ, ଦିପେଶକୁ ସବୁ କିଛି ଜଣା ଥିବ, ଯଦି ଦିପେଶକୁ କଡା କଡି ଭାବରେ ପଚରା ଉଚରା କରାଯିବ ତା ହେଲେ ଏହି କେସର ରହସ୍ୟ ବିଷୟରେ ଜାଣିହେବ । ହେଲେ ବର୍ତ୍ତମାନ ଖବର ଅନୁସାରେ ଜଣା ପଡିଛି ଯେ, ଦିପେଶ ସାବନ୍ତ ଗାୟବ ହୋଇସାରିଛନ୍ତି ।

ଗତ ୧୦ ରୁ ୧୫ ଦିନ ହେବ ଦିପେଶଙ୍କର କୌଣସି ସନ୍ଧାନ ମିଳୁନାହିଁ । ଦିପେଶଙ୍କର ସନ୍ଧାନ ନା ତାଙ୍କର ଘରଲୋକ ପାଉଛନ୍ତି ନା ତାଙ୍କର ସାଙ୍ଗମାନେ । ଦିପେଶଙ୍କର ଗାୟବ ହେବାର ଖବର ସେତେବେଳେ ଜଣା ପଡିଥିଲା ଯେତେବେଳେ ସିବିଆଇ ଦିପେଶଙ୍କୁ ପଚରା ଉଚରା କରିବା ପାଇଁ ଡ଼ାକିଥିଲା ।

ପଚରା ଉଚରା ପାଇଁ ସିବିଆଇ ଦିପେଶଙ୍କୁ ଖୋଜିଥିଲେ ହେଲେ ଦିପେଶଙ୍କର କୌଣସି ସନ୍ଧାନ ମିଳିନଥିଲା । ବର୍ତ୍ତମାନ ଦିପେଶଙ୍କର କୌଣସି ଠିକଣା ମିଳିନାହିଁ । ଦିପେଶଙ୍କୁ ଖୋଜା ଚାଲିଛି । ସୁଶାନ୍ତଙ୍କ ପରିବାର ଲୋକମାନେ ମଧ୍ୟ ସୁଶାନ୍ତଙ୍କ କେସ ସହ ଜଡିତ ସାକ୍ଷ ପ୍ରମାଣ ମାନଙ୍କୁ ସଚେତନ କରାଇଥିଲେ । ଏହା ସହିତ ମୁମ୍ବାଇ ପୋଲିସକୁ ତାଙ୍କର ସୁରକ୍ଷାର ଆବେଦନ କରାଯାଇଥିଲା । ହେଲେ ଦିପେଶଙ୍କୁ କୌଣସି ସୁରକ୍ଷା ମିଳିନଥିଲା, ଯାହାଫଳରେ ବର୍ତ୍ତମାନ ଦିପେଶ ଗାୟବ ଅଛନ୍ତି ।

ଏଥିରୁ ଏହା ଜଣା ପଡିଗଲା ଯେ, ଦିପେଶ ସୁଶାନ୍ତଙ୍କ କେସରେ ସବୁଠାରୁ ବଡ ସାକ୍ଷ ପ୍ରମାଣ ଥିଲେ ଯିଏ ସୁଶାନ୍ତ କେସର ସମସ୍ତ ରହସ୍ୟ ବିଷୟରେ ଜାଣିଥିଲେ । ଖବର ଅନୁସାରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ବୋଧହୁଏ ସୁଶାନ୍ତଙ୍କ ହତ୍ୟା ମାମଲାରେ ଦିପେଶଙ୍କର କିଛି ହାତ ରହିଛି, ଯାହାଫଳରେ ସେ ନିଜେ କୌଣସି ସ୍ଥାନରେ ଲୁଚି ରହହିଛନ୍ତି ।

ହେଲେ ଏହାର କୌଣସି ସୁରାଗ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ବର୍ତ୍ତମାନ ସୁଶାନ୍ତଙ୍କ ଚାକର ଦିପେଶଙ୍କ ଅନୁସନ୍ଧାନ ମୁମ୍ବାଇ ପୋଲିସ କରୁଛି । ଖବର ଅନୁସାରେ ଜଣା ପଡିଛି ଯେ, ଏହା ସବୁ ପଛରେ ବହୁତ ବଡ ଷଡଯନ୍ତ୍ର ରହିଛି । ଯଦି ଆପଣ ବି ଚାହାନ୍ତି ସୁଶାନ୍ତଙ୍କୁ ନ୍ୟାୟ ମିଳୁ ତେବେ କମେଣ୍ଟ ରେ ନିଶ୍ଚୟ ଲେଖନ୍ତୁ ‘Justice For Susant’ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *