ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ତା ହେଲେ ଆପଣ ମାନଙ୍କୁ ଏହି ସବୁ ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ଜାଣିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଏହି ଓଡିଆ ଢଗର ସମସ୍ତ ପ୍ରସନ୍ନ ଓ ତାର ଉତ୍ତର ଜାଣନ୍ତୁ ଏବଂ ନିଜ ସାଙ୍ଗ ମାନଙ୍କ ସହ ସେୟାର ନିଶ୍ଚୟ କରନ୍ତୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ‘ରାଜଘାଟ’ କେଉଁ ମହାପୁରୁଷଙ୍କ ସମାଧିସ୍ଥଳ ଅଟେ ?
ଉତ୍ତର- ମହାତ୍ମା ଗାନ୍ଧୀ
୨. ‘India wins freedom’କାହାର ଆତ୍ମ ଜୀବନୀ ଅଟେ ?
ଉତ୍ତର- ଅବୁଲ କାଲାମ ଆଜାଦ
୩. ଆଧାରକାର୍ଡର ଲୋଗୋ ଡିଜାଇନ କିଏ ପ୍ରସ୍ତୁତ କରିଥିଲେ ?
ଉତ୍ତର- ଅତୁଲ ଏସ ପାଣ୍ଡେ
୪. ପଞ୍ଚତନ୍ତ୍ର ପୁସ୍ତକରେ ଲେଖକ କିଏ ?
ଉତ୍ତର- ବିଷ୍ଣୁ ଶର୍ମା
୫. କେଉଁ ଖାଲି ‘CR7’ ନାମରେ ପରିଚିତ ?
ଉତ୍ତର- କ୍ରିଷ୍ଟିଆନୋ ରୋନାଲ୍ଦୋ
୬. ରିଜର୍ବ ବ୍ଯାଙ୍କ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟଳୟ କେଉଁ ସ୍ଥାନରେ ଅବସ୍ଥିତ ?
ଉତ୍ତର- ମୁମ୍ବାଇ
୭. ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ପୁସ୍ତକର ନାମ କଣ ?
ଉତ୍ତର- କର୍ମଯୁଦ୍ଧ ଗ୍ରନ୍ଥ
୮. ଗୁଜୁରାଟର କେଉଁ ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରଖାଯାଇଛି ?
ଉତ୍ତର- ମୋଟେରା ଷ୍ଟାଡିୟମ
୯. ପ୍ରସିଦ୍ଧ ଭାରତୀୟ ଲେଖକ ଧନପତ ରାୟ ଶ୍ରିବାସ୍ତବ ଅନ୍ୟ କେଉଁ ନାମରେ ପରିଚିତ ?
ଉତ୍ତର- ମୁନସି ପ୍ରେମଚାନ୍ଦ
୧୦. ହିନ୍ଦୁ ପୌରାଣିକ କଥା ଅନୁସାରେ ଭଗବାନ ରାନଚନ୍ଦ୍ରଙ୍କ ଜନ୍ମ କେଉଁ ତିଥିରେ ହୋଇଥିଲା ?
ଉତ୍ତର- ନବମୀ
୧୧. ହିନ୍ଦୁ ପୌରଣିକ କଥା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କର କେଉଁ ମହାନ ଭକ୍ତ ଯାଦବ ସେନାର ସେନାପତି ଥିଲେ ?
ଉତ୍ତର- ଅକୃର
୧୨. ଏକ ବିଦେଶୀ ରାଷ୍ଟ୍ରରେ କେଉଁ ପୂର୍ବତନ ପ୍ରଧାନ ମନ୍ତ୍ରୀଙ୍କୁ ଜାନୁୟାରୀ ୨୦୨୧ରେ ଭାରତ ସରକାରଙ୍କ ଦ୍ଵାରା ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରଯାଇଥିଲା ?
ଉତ୍ତର- ଶିଞ୍ଜୋ ଆବେ
୧୩. ଦାଦା ସାହେବ ଫାଳକେଙ୍କର କେଉଁ ଚଳଚିତ୍ରରେ ଅଭିନୟ କରି ଦୂର୍ଗାବାଇ କାମତ ଭାରତର ପ୍ରଥମ ଅଭିନେତ୍ରୀ ହୋଇଥିଲେ ?
ଉତ୍ତର- ମୋହିନୀ ଭସ୍ମାସୁର
୧୪. ଅରୁନ୍ଧତୀ ରାୟ ଏବଂ କିରଣ ଦେସାଇଙ୍କ ବ୍ଯତୀତ ଅନ୍ୟ କେଉଁ ଭାରତୀୟ ମ୍ୟାନ ବୁକର ପ୍ରାଇଜ ପ୍ରାପ୍ତ କରିଛନ୍ତି ?
ଉତ୍ତର- ଅରବିନ୍ଦ ଅଡିଗା
୧୫. ତାହା କେଉଁ ସ୍ଥାନ ଯେଉଁଠିକୁ ୧୧୨ ଜଣ ଯାନ୍ତି କିନ୍ତୁ ୧୧୬ ଜଣ ଫେରନ୍ତି ?
ଉତ୍ତର- ବରଯାତ୍ରୀ
16। ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ତା ହେଲେ ମୁଁ କିଏ ?
ଉତ୍ତର – Chewing Dog