Jyoti ଙ୍କ ପରିବାରକୁ ଭେଟିଲେ ସାଂସଦ Aparajita Sarangi, ଦେଲେ ଏହି ବଡ ପ୍ରତିଶୃତି, ଶୁଣିଲେ ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଭୁବନେଶ୍ବରରେ ଡ୍ରେନରେ ଭା-ସି ପ୍ରା-ଣ ହରାଇଥିବା ଜ୍ୟୋତିପ୍ରକାଶଙ୍କ ପରିବାରକୁ ଭେଟି ଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା ଷଡଙ୍ଗୀ ଓଡିଶା ସରକାରକୁ ଏକ ବଡ ପ୍ରଶ୍ନ କରିଛନ୍ତି । ଗତ ୬ ବର୍ଷରେ ଡ୍ରେନ ଭାସି ୭ ଜଣଙ୍କ ମୃ-ତ୍ୟୁ ହୋଇଛି ଏଥିପାଇଁ ଦାୟୀ କିଏ । ୧୩ଟି ପ୍ରାକୃତି ନାଳର ଯେଉଁ ବ୍ୟବସ୍ତା ହେବା କଥା ତାହା କାହିଁକି ହୋଇ ନାହିଁ ।

୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ମତ୍ତନାୟକ ଭୁବନେଶ୍ଵରର ଡ୍ରେନେସ ବ୍ୟବସ୍ତା ପାଇଁ ଘୋଷଣା କରିଥିବା ୧୦୦୦ କୋଟି ଟଙ୍କା କୁଆଡେ ଗଲା ବୋଲି ଅପରାଜିତା ପ୍ରଶ୍ନ ଉଠାଇ ଛନ୍ତି । ଆଗାମୀ ଦିନରେ ଡ୍ରେନେସ ବ୍ୟବସ୍ତାର ପୂର୍ଣ୍ଣାଙ୍ଗ ଯୋଜନା ନିହାତି ଆବଶ୍ୟକ । କେନ୍ଦ୍ର ସରକାରଙ୍କ ସହାୟତା ଦରକାର ହେଲେ ଯୋଗାଇ ଦିଆଯିବ । ଡ୍ରେନ ବ୍ୟବସ୍ଥାର ସ୍ଥାୟୀ ସମାଧାନ ଦରକାର ବୋଲି ଅପରାଜିତା କହିଛନ୍ତି ।

ଜ୍ୟୋତିପ୍ରକାଶଙ୍କ ସାନ ଭାଇକୁ ଏମପି କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇ ଦ୍ଵାଦଶ ଯାଏଁ ତାର ପାଠ ପଢାର ଦାଇତ୍ଵ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା ଷଡଙ୍ଗୀ । ଡ୍ରେନରେ ପିଲା ଭା-ସି ଯାଉଥିବା ବେଳେ ଏହା କେମିତି ସ୍ମାର୍ଟ ସିଟି ବୋଲି ଜ୍ୟୋତିଙ୍କ ବାପା କହିଛନ୍ତି । ଏହାକୁ ନେଇ ବିଏମସି ଓ ରାଜ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଅପରାଜିତା ଷଡଙ୍ଗୀଙ୍କ ମତରେ-‘କୌଣସି ଶବ୍ଦ କ୍ଷତି ପୂରଣ କରିପାରିବ ନାହିଁ । ଯେତେ ବି ଆମେ ଟଙ୍କା ଦେବୁ କ୍ଷତି ପୂରଣ ହୋଇ ପାରିବ ନାହିଁ । ତା ପ୍ରତି ଆମ ସମସ୍ତଙ୍କର ଶ୍ରଦ୍ଧାଞ୍ଜଳି ହେବ । ଯଦି ଆମେ ଡ୍ରେନ ସମସ୍ୟାର ସ୍ଥାୟୀ ସମାଧାନ କରିପାରିଲୁ ତା ହେଲେ ହିଁ କିଛି ହୋଇପାରିବ’ । ବନ୍ଧୁଗଣ ଏହି ପରି ଭାବରେ ରାଜ୍ୟ ସରକାରଙ୍କ ଉପରେ କିଛି ପ୍ରଶ୍ନ ଉଠାଇ ଛନ୍ତି ଅପରାଜିତା ଷଡଙ୍ଗୀ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *