ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଘରେ ଏହି 3 ଫଟୋକୁ ଲଗାଇବା ଦ୍ଵାରା ଆସିଥାଏ ଭୟଙ୍କର ଦାରିଦ୍ର୍ୟତା, କିନ୍ତୁ ଏହି 7 ଟି ଫଟୋ ଲଗେଇବା ହୋଇଥାଏ ବହୁତ ଶୁଭ- Vastu Shasta

ଏହା ତ ଆମେ ମାନିଥାଉ ଯେତିକି ସକାରାତ୍ମକ ଉର୍ଜା ଆମ ଆଖପାଖରେ ଥାଏ ସେତିକି ଆମ ମନ ଶାନ୍ତ ରୁହେ ଏବଂ ଆମକୁ ଆମ କାର୍ଯ୍ୟରେ ସଫଳତା ମିଳିଥାଏ । ସେଥିପାଇଁ ବାସ୍ତୁଶାସ୍ତ୍ରରେ ସବୁବେଳେ ସେହି ବସ୍ତୁ ଉପରେ ବର୍ଣ୍ଣନା କରାଯାଏ ଯାହା ସବୁବେଳେ ସକାରାତ୍ମକ ପ୍ରଭାବ ପକାଉ ଥିବ । ଘରେ ଭିନ୍ନ ଭିନ୍ନ ପ୍ରକାରର ଫଟୋ ଲଗାନ୍ତି, ଯାହାର ଫଟୋରେ ଥିବା ଛବିର ମହତ୍ତ୍ଵ ଜାଣିପାରନ୍ତି ନାହିଁ ।

ଯେଉଁ ମାନଙ୍କୁ ଏଥିପାଇଁ ବହୁତ ଖରାପ କ୍ଷୟକ୍ଷତି ଭୋଗିବାକୁ ପଡ଼ିଥାଏ । ଯେଉଁ ଜିନିଷକୁ ଆପଣ ଅଧିକରୁ ଅଧିକ ସାମ୍ନାରେ ଦେଖନ୍ତି ସେହି ଜିନିଷ ଆପଣଙ୍କ ଜୀବନରେ ପ୍ରଭାବ ପକାଇଥାଏ । ସେଥିପାଇଁ ଘର ମଧ୍ୟରେ ଫଟୋର ଠିକ୍ ବାଛିବା ନିହାତି ଆବଶ୍ୟକ ।

ଥରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରିକା ନଗରୀରେ ତାଙ୍କ ସାଙ୍ଗ ଆସିଥିଲେ । ସେ ଭଗବାନଙ୍କୁ ପଚାରିଥିଲେ ଘରେ କେଉଁ ଛବି ଲଗାଇବା ଦରକାର ଏବଂ କେଉଁଟା ନୁହେଁ ? ଭଗବାନ କେଶବ ତାଙ୍କୁ ସମସ୍ତ ଚିତ୍ରର ମହତ୍ତ୍ଵ ଏବଂ ଭାବ ବିଷୟରେ କହିଲେ ଯାହାର ଲେଖା ବିଷ୍ଣୁ ପୁରାଣରେ ଦେଖିବାକୁ ମିଳିବ । ତେବେ ଆପଣଙ୍କୁ ସେହି ଚିତ୍ର ବିଷୟରେ କହିବୁ ଯାହା ଘରେ ଲଗେଇବା ଦରକାର ଏବଂ କେଉଁ ଚିତ୍ର ଯାହା ଘରେ ଲଗାଇବା ଉଚିତ ନୁହେଁ ?

ପ୍ରଥମ ଚିତ୍ର : ଜଦି ଆପଣଙ୍କର ବ୍ୟବସାୟରେ କ୍ଷତି ହେଉଛି ଏବଂ ଆପଣଙ୍କୁ ସଫଳତା ମିଳୁନାହିଁ ତେବେ ଆପଣ ଯେଉଁଠି କାମ କରନ୍ତି ସେଠି ସମୁଦ୍ର କୂଳରେ ଘୋଡ଼ା ଦ୍ୟୈଡିବାର ଫଟୋକୁ ଲଗାନ୍ତୁ । ଏହି ଘୋଡା ଇନ୍ଦ୍ରିୟକୁ ଦର୍ଶାଏ ଯାହା ଆପଣଙ୍କୁ ଆଗକୁ ବଢ଼ିବାରେ ପ୍ରେରଣା ଦେବ ।

ଦ୍ଵିତୀୟ ଚିତ୍ର : ଗର୍ଭବତୀ ମହିଳାମାନଙ୍କ ପାଇଁ ସୁନ୍ଦର ବିଚାର ଭଲ ପରିବେଶ ଏବଂ ମନରେ ଶାନ୍ତି ଦରକାର ହୁଏ ସେଥି ପାଇଁ ତାଙ୍କ ରୁମରେ ବାଳକୃଷ୍ଣ ଏବଂ ଯଶୋଦା ମାତାଙ୍କ ଫଟୋ ନହେଲେ ମଖନ ଖାଉଥିବା ଗୋପାଳ ଲଗାନ୍ତୁ । ମା ଏବଂ ଶିଶୁ ୨ ଜଣଙ୍କ ପାଇଁ ଲାଭଦାୟକ ଅଟେ ।

ତୃତୀୟ ଚିତ୍ର : ଜଦି ଆପଣ ଚାହୁଁଛନ୍ତି ଆପଣଙ୍କ ପରିବାର ଆଦର୍ଶ, ସୁବିଚାର, ମାନସମ୍ମାନ ବନି ରହୁ ତେବେ ଆପଣଙ୍କ ଡ୍ରଇଂ ରୁମରେ ରାମ ଦରବାରର ଫଟୋକୁ ଲଗାନ୍ତୁ । ଘରେ ଆଦର ସ୍ନେହ ବନି ରହିବ ।

ଚତୁର୍ଥ ଚିତ୍ର : ଜଦି ଆପଣଙ୍କର ଧନର ସମସ୍ୟା ଥାଏ ତେବେ ଧନର ଭଗବାନ ଅର୍ଥାତ୍ କୁବେର ଏବଂ ମା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ ।

ପଞ୍ଚମ ଫଟୋ : ଜଦି ଆପଣଙ୍କ ମନ‌ ସବୁବେଳେ ବିଚଳିତ ରୁହେ, କାର୍ଯ୍ୟରେ ମନ ଲାଗେନାହିଁ ତେବେ ରୋଷେଇ ଘରେ ବଗିଚାରେ ଥିବା ଫୁଲ ଫଟୋକୁ ଲଗାନ୍ତୁ ।

ଷଷ୍ଠ ଚିତ୍ର : ନବବିବାହିତା ଦମ୍ପତିଙ୍କ ମାନେ ନିଜ ରୁମରେ ରାଧାକୃଷ୍ଣଙ୍କ ଫଟୋ ଲଗାଇବା ଦରକାର । ଏହାକୁ ବହୁତ ଶୁଭ ବୋଲି ମାନନ୍ତି ଯାହାଦ୍ଵାରା ପ୍ରେମ ଏବଂ ସ୍ନେହ ବଢ଼ିଥାଏ ।

ସପ୍ତମ ଚିତ୍ର : ମା ସରସ୍ବତୀ ବୁଦ୍ଧି, ବିଦ୍ୟା, କୁଶଳତା ଏବଂ ଆତ୍ମବିଶ୍ବାସର ଦେବୀ ଅଟନ୍ତି । ମାଙ୍କ ଫଟୋକୁ ପିଲାମାନେ ପଢୁଥିବା ରୁମରେ ଲଗାଇଲେ ମା ସରସ୍ବତୀଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥାଏ ।

ଆସନ୍ତୁ ଜାଣିବା କେଉଁ ଫଟୋକୁ ଘରେ ଲଗାଇବା ଉଚିତ ନୁହେଁ ।

ପ୍ରଥମ ଚିତ୍ର : ମହାଭାରତର ଗ୍ରନ୍ଥ ଘରେ ରଖନ୍ତି ନାହିଁ ଏବଂ ତାକୁ ପଢନ୍ତି ନାହିଁ । ସେଥିପାଇଁ ମହାଭାରତ ସହ ଜଡ଼ିତ କୈାଣସି ଚିତ୍ରକୁ ଲଗାଇବା କଥା ନୁହେଁ । ଏହା ସୁଖଶାନ୍ତିର ବାତାବରଣ ପାଇଁ ଠିକ୍ ବୋଲି ମାନନ୍ତି ନାହିଁ । ତା ଛଡା ଘରେ କୈାଣସି ଯୁଦ୍ଧର ଫଟୋ ଲଗାଇବା ଉଚିତ ନୁହେଁ ।

ଦ୍ବିତୀୟ ଚିତ୍ର : ଘରେ କେବେବି ବହୁ ଥିବାର ପାଣି କିମ୍ବା ଝରଣାରେ ଝରୁଥିବା ପାଣିର ଫଟୋ କେବେ ରଖିବା କଥା ନୁହେଁ । ଏହା ଦ୍ବାରା ଧନ ଜଳପରି ବହିଚାଲେ ।

ତୃତୀୟ ଚିତ୍ର : ଜଦି ଘରେ ନାରୀ, ଶିଶୁ କିମ୍ବା କାନ୍ଦୁ ଥିବାର ବ୍ୟକ୍ତି ଫଟୋକୁ ଲଗାଇବା କଥା ନୁହେଁ । ଏହାଦ୍ବାରା ଘରର ମାହୋଲ ଶୋକ ଭଳି ଲାଗେ‌ । ଘରେ ସବୁବେଳେ ହସୁଥିବା ବ୍ୟକ୍ତିଙ୍କ ଫଟୋ ଲଗାଇବା ଉଚିତ ।

ଚତୁର୍ଥ ଚିତ୍ର : ଏହା ବହୁତ ମହତ୍ତ୍ଵପୂର୍ଣ୍ଣ ଅଟେ । ମା ଲକ୍ଷ୍ମୀ ବହୁତ ଚଞ୍ଚଳା ଅଟନ୍ତି ସେଥିପାଇଁ ମା ଲକ୍ଷ୍ମୀଙ୍କର କେବେ ଠିଆ ହୋଇଥିବା ଫଟୋକୁ କେବେ ଲଗାନ୍ତୁ ନାହିଁ । ଯେଉଁ ଫଟୋରେ ମା ଲକ୍ଷ୍ମୀ କୋମଳ ଫୁଲରେ ବସିଥିବେ ସେହି ଫଟୋକୁ ଲଗାନ୍ତୁ । ଏହା ଦ୍ବାରା ଆପଣଙ୍କର ଧନର ଅଭାବ ରହିବ ନାହିଁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *