ମାତ୍ର ଗୋଟିଏ ଦିନରେ ହିଁ ମୁଣ୍ଡରୁ ରୂପୀ ଗାୟବ ହୋଇଯିବ, କରନ୍ତୁ ଏହି ରାମବାଣ ଉପାୟ- Baba Ramdev Beauty Tips

ବନ୍ଧୁଗଣ ଆଜିକାଲି ଦୁନିଆର ପ୍ରାୟ ଅଧିକାଂଶ ଲୋକଙ୍କ କେଶରେ ରୁପି ଆଦି ସମସ୍ଯା ଦେଖାଯାଉଛି । ଏହା ବ୍ଯତୀତ ଏହି ରୁପି ସମସ୍ଯା ଶୀତ ଦିନରେ ଅଧିକ ହୋଇଥାଏ । ବନ୍ଧୁଗଣ ଏହି ରୁପି ହେବାର ମୁଖ୍ୟ କାରଣ ହେଉଛି କେଶରେ ଅଧିକ ତେଲ ଲଗାଇବା । ଅଧିକାଂଶ ଲୋକ କେଶରେ ସବୁଦିନ ତେଲ ଲଗାଇଥାନ୍ତି ଓ ରୁପିର ଖାଦ୍ୟ ହୋଇଥାଏ ତେଲ । ଯାହାଫଳରେ ଆମ କେଶରେ ରୁପି ଅଧିକ ମାତ୍ରାରେ ହୋଇଥାଏ । କେତେକ ଲୋକ ଏହି ରୁପି ଜନିତ ସମସ୍ଯାକୁ ଦୁର କରିବା ପାଇଁ ମାରକେଟରୁ ମିଳୁଥିବା ବିଭିନ୍ନ ସାମ୍ପୁ ଓ କଣ୍ଡିସ୍ନର ଆଦିର ବ୍ୟବହାର କରିଥାନ୍ତି ।

ହେଲେ ବନ୍ଧୁଗଣ ଏଥିରେ ଅଧିକ ମାତ୍ରାରେ କେମିକାଲ ମିଶି ରହିଥାଏ ଯାହା ଆମ କେଶକୁ ଡ୍ୟାମେଜ କରିଥାଏ । ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଦୁଇଟି ଘରୋଇ ଉପାୟ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ସବୁଦିନ ପାଇଁ ନିଜର ରୁପି ଆଦି ସମସ୍ଯାକୁ ଦୁର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପାୟ ତେଣୁ ଏହାର କୌଣସି ସାଇଡ ଇଫେକ୍ଟ ଆପଣଙ୍କ କେଶ ପ୍ରତି ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ । ବନ୍ଧୁଗଣ ଆମକୁ ଦରକାର ପ୍ରଥମେ ନିମ ପତ୍ରର ତେଲ । ବନ୍ଧୁଗଣ ନିମ ଆମ କେଶ ପାଇଁ ବହୁତ ଅଧିକ ଲାଭକାରୀ ହୋଇଥାଏ ।

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣ ଅଳ୍ପ କିଛି ନିମ ପତ୍ର ନିଅନ୍ତୁ ଏହାପରେ ଆପଣ ଏହି ପତ୍ରକୁ ଗ୍ରାଇଣ୍ଡରରେ ଭରି ଅଳ୍ପ ପାଣିରେ ପେଶୀ ଦିଅନ୍ତୁ । ଏହା ପରେ ବନ୍ଧୁଗଣ ଆପଣ ଗ୍ଯାସ ଚୁଲାରେ ଏକ ପାତ୍ର ବଶାନ୍ତୁ ଓ ଏଥିରେ ତିନି ଚାମଚ ନଡିଆ ତେଲ ପକାଇ ଗରମ କରନ୍ତୁ । ତେଲ ଅଳ୍ପ ଗରମ ହେବା ପରେ ଆପଣ ଏଥିରେ ୪ ଚାମଚ ନିମ ପତ୍ର ଜୁସକୁ ଆଡ କରନ୍ତୁ ।

କମ ସେ କମ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରନ୍ତୁ । ବନ୍ଧୁଗଣ ଗରମ ହେବା ପରେ ଆପଣ ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଆପଣ ଏହାକୁ ଏକ ଛଣା ସାହାର୍ଯ୍ୟରେ ତେଲକୁ ଅଲଗା କରିଦିଅନ୍ତୁ । ଏହାପରେ ଆମ ତେଲ ପ୍ରସ୍ତୁତ ହୋଇଯିବ ।

ବନ୍ଧୁଗଣ ଆପଣ ଏହି ତେଲକୁ ରାତିରେ ଶୋଇବା ପୂର୍ବରୁ ନିଜ କେଶ ଓ ନିଜ ମୁଣ୍ଡ ସ୍କେଲରେ ଭଲ ଭାବରେ ମସାଜ କରନ୍ତୁ । ମସାଜ କରିବା ପରେ ଏହାକୁ ରାତି ସାରା ଛାଡି ଦିଅନ୍ତୁ ଓ ସଖାଳ ହେବ ପରେ ଏହାକୁ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହାକୁ ଆପଣ ଏକ ସପ୍ତାହରେ ନିଶ୍ଚୟ ଗୋଟିଏ ଥର ପ୍ରୟୋଗ କରନ୍ତୁ । ଆପଣଙ୍କୁ ଏହାର ରେସଲ୍ଟ ବହୁତ ଶୀଘ୍ର ଦେଖିବାକୁ ମିଳିବ । ଆପଣଙ୍କ କେଶରୁ ରୁପି ଦୁର ହେବା ସହିତ ଆପଣଙ୍କ କେଶ ଘନ ଏବଂ ମଝବୁତ ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *