ଘରର ଏହି ଜାଗାରେ ରଖନ୍ତୁ ଫିଟିକିରି, ରାତା ରାତି ହେଇଯିବେ ଧନବାନ

ବନ୍ଧୁମାନେ ବିଶ୍ଵାସରେ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ ଓ କୌଣସି ବି କାର୍ଯ୍ୟ ସଫଳ ହେବା ପଛରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ଏହା ହୋଇଥାଏ କି ଆପଣଙ୍କର ସେହି କାର୍ଯ୍ୟ ପ୍ରତି କେତେ ଆଗ୍ରହ ଅଛି ଓ ଆପଣ ସେହି କାର୍ଯ୍ୟରେ କେତେ ଶ୍ରଦ୍ଧା ଓ ବିଶ୍ଵାସ ରଖନ୍ତି । ଆଜି ଆମେ ଫିଟିକିରି ର କିଛି ଏମିତି ଉପଯୋଗ କହିବୁ ଯାହାର ବ୍ୟବହାର କରି ଆପଣ ଧନବାନ ହୋଇ ପାରିବେ ।

ଫିଟିକିରି ର ବ୍ୟବହାର ଆମେ ବହୁତ ବର୍ଷରୁ କରି ଆସୁଛୁ । ଏହାକୁ ଏକ ଆଣ୍ଟିସେଫ୍ଟିକ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ । ଫିଟିକିରି କୁ ଯଦି କୌଣସି ପୋଡା ଘା’ରେ କିମ୍ବା କଟି ଯାଇଥିବା ସ୍ଥାନରେ ଲଗାଯାଏ ତେବେ ଆମକୁ ତୁରନ୍ତ ଲାଭ ମିଳିଥାଏ । କିନ୍ତୁ ଫିଟିକିରି ର ବି ଏମିତି କିଛି ଉପାୟ ଅଛି ଯାହାକୁ କରି ଆପଣ ନିଜର ଭାଗ୍ୟ ବଦଳାଇ ପାରିବେ ।

ଯଦି ଆପଣଙ୍କୁ ଏମିତି ଲାଗୁଛି କି ଆପଣ କାର୍ଯ୍ୟ ତ କରୁଛନ୍ତି କିନ୍ତୁ ଆପଣଙ୍କୁ ସେହି ସଫଳତା ମିଳୁ ନାହିଁ ଯାହାର ହକଦାର ଆପଣ ଅଟନ୍ତି ବା ଆପଣଙ୍କ କାମ ପୂର୍ଣ୍ଣ ହେବା ପୂର୍ବରୁ ସେଥିରେ ବହୁତ ବାଧା ଆସୁଛି କିମ୍ବା ଆପଣଙ୍କ ବ୍ୟାପାରରେ ଯଦି ଆପଣଙ୍କୁ ମନ ମୁତାବକ ଲାଭ ମିଳୁ ନାହିଁ ତେବେ ଆପଣ ଏହି ଉପାୟ ନିଶ୍ଚୟ ଆପଣାନ୍ତୁ ।

ଆପଣ ଫିଟିକିରି ର ଏକ ଖଣ୍ଡ ଆପଣ ନିଜ ଘରର ପ୍ରତି ରୁମ ରେ ରଖନ୍ତୁ । ଆପଣ ଏହାକୁ ନିଜ କାର୍ଯ୍ୟ ସ୍ଥଳରେ ମଧ୍ୟ ରଖନ୍ତୁ । ନିଜ ସମ୍ବନ୍ଧିତ କୌଣସି ବି ସ୍ଥାନରେ ଏହି ଫିଟିକିରି କୁ ରଖନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଉନ୍ନତିର ଯୋଗ ବନିବ । ଆପଣଙ୍କ କାର୍ଯ୍ୟ ରେ ଯେଉଁ ବାଧା ଆସୁଛି ତାହା ଧୀରେ ଧୀରେ ଦୂର ହୋଇଯିବ ।

ଏହାର ସବୁଠୁ ବଡ ଫାଇଦା ଏହା ଅଟେ କି ଫିଟିକିରି ଯେଉଁ ସ୍ଥାନରେ ବି ରହିଥାଏ ସେଠାରେ ବାସ୍ତୁଦୋଷ ରହି ନଥାଏ । ଯଦି ଆପଣ ପରିଶ୍ରମ ତ କରୁଛନ୍ତି କିନ୍ତୁ ଆପଣଙ୍କର କୌଣସି ଉନ୍ନତି ହେଉ ନାହିଁ ତେବେ ଆପଣ ଏକ କଳା କପଡାରେ ଫିଟିକିରି ର ଏକ ଖଣ୍ଡ ବାନ୍ଧି ନିଜ ଘର ସାମ୍ନାରେ କିମ୍ବା ନିଜ ଅଫିସ ସାମ୍ନାରେ ଟାଙ୍ଗି ଦିଅନ୍ତୁ । ଏମିତି କରିବା ଦ୍ଵାରା ବାସ୍ତୁଦୋଷ ଦୂର ହୋଇଥାଏ । ନକରାତ୍ମକ ଶକ୍ତି ଦୂର ହୋଇଥାଏ ଓ ଆପଣଙ୍କ ରୋଜଗାରରେ ଉନ୍ନତି ହେବା ଆରମ୍ଭ ହୋଇ ଯାଇଥାଏ ।

Leave a Reply

Your email address will not be published. Required fields are marked *