ଘରେ ଜଳାଇ ଦିଅନ୍ତୁ ଏହି 2 ଟି ଜିନିଷ, ଘରେ ହେବ ଧନର ବର୍ଷା

ଜୀବନରେ ପ୍ରତ୍ଯେକ ମଣିଷକୁ ଟଙ୍କା ପଇସାର ଆବଶ୍ୟକତା ପଡିଥାଏ ଓ ଧନୀ ହେବାକୁ କିଏ ବା ଚାହେଁ ନାହିଁ । ସମସ୍ତେ ଖୁସିରେ ଜୀବନ କାଟିବାକୁ ଚାହିଁଥାନ୍ତି । ଭୋଗ ବିଳାସ ଚାହିଁଥାନ୍ତି । ହେଲେ ଏଥିପାଇଁ ଧନ କମାଇବା ନିହାତି ଆବଶ୍ୟକ । କିନ୍ତୁ ଆଜିର ସମୟରେ ଧନ କମାଇବା ସହଜ ହୋଇ ନଥାଏ । ଆଜିର ସମୟରେ ମଣିଷ ଅକ୍ଲାନ୍ତ ପରିଶ୍ରମ କଲା ପରେ ବି ଜୀବନ ବଞ୍ଚିବା ପାଇଁ ଅଳ୍ପ କିଛି କମାଇ ପାରିଥାଏ । କିନ୍ତୁ ମଣିଷ ଭୋଗ ବିଳାସରେ ଜୀବନ କାଟି ପାରି ନଥାଏ ।

ତେଣୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ ବିଷୟରେ କହିବୁ ଯାହାକୁ କରି ଆପଣ ମାତ୍ର ଏକ ଘଣ୍ଟାରେ ଏହି 2 ଟି ଜିନିଷକୁ ଜଳାଇ କୋଟିପତି ହେବାର ଲକ୍ଷ ପାଇ ପାରିବେ । ତେଣୁ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ପ୍ରଥମେ ଆପଣ କର୍ପୁର ଓ ଲବଙ୍ଗ ଆଣନ୍ତୁ । ଏହି 2 ଟି ଜିନିଷକୁ ଜଳାଇ ଆପଣ କୋଟିପତି ମଧ୍ୟ ହୋଇ ପାରନ୍ତି । ଏହା ସହିତ ଆପଣଙ୍କର ଧନ ସମ୍ବନ୍ଧିତ ସବୁ ସମସ୍ଯା ଓ ଯଦି କରଜ ଭାର ରହିଛି ତାହା ମଧ୍ୟ ଦୂର ହୋଇଯିବ । ଏହି କାମ କରିବା ଦ୍ଵାରା ମଧ୍ୟ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଜୋର ସୋର ରେ ଚାଲୁ ହେବାକୁ ଲାଗିବ ଓ ଆପଣଙ୍କର ସବୁ ମନୋକାମନା ଓ ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହେବାକୁ ଲାଗିବ ।

ଧନ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବାରେ ଏହି ଉପାୟ ଲାଭକାରୀ ଅଟେ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ । ତେବେ ରାତ୍ର ସମୟରେ ଗୋଟିଏ ମାଟି ଦୀପ ଆଣନ୍ତୁ । ଓ ସେଥିରେ ଗୋଟିଏ କର୍ପୁର ଖଣ୍ଡ ଓ 5 ଟି ଲବଙ୍ଗ ପକାନ୍ତୁ । ତା’ପରେ ଆପଣ ସେହି କର୍ପୁର ରେ ନିଆଁ ଲଗାଇ ଦିଅନ୍ତୁ । ଯେତେବେଳେ ଆପଣ ସେହି କର୍ପୁର ରେ ନିଆଁ ଲଗାଇବେ ସେହି କର୍ପୁର ଜଳିବା ସହିତ ଲବଙ୍ଗ ମଧ୍ୟ ଜଳିବ । ତା ପରେ ଆପଣ ଏହାକୁ ସେହି ଜଳୁଥିବା ଅବସ୍ଥାରେ ଆପଣଙ୍କ ମୁଖ୍ୟ ଦ୍ଵାର ବାମ ପଟେ ରଖି ଦିଅନ୍ତୁ ।

ଯାହା ଦ୍ଵାରା ଏହା ଆପଣଙ୍କ ଘରର ସବୁ ନକରାତ୍ମକ ଉର୍ଜ୍ଜା କୁ ଦୂର କରିବା ସହିତ ଘରକୁ ଧନ ଆଣିବାର ସବୁ ରାସ୍ତା ଖୋଲିଦେବ । କାରଣ କର୍ପୁର ଜଳିବା ଦ୍ଵାରା ଘରକୁ ନକରାତ୍ମକ ଉର୍ଜ୍ଜା ଠାରୁ ଦୂର କରିଥାଏ । ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲି ଦେଇଥାଏ । ଯାହା ଆପଣଙ୍କ ଘରକୁ ଧନ ସମ୍ପତି ଆସିବାର ସବୁ ରାସ୍ତା ଖୋଲିଯାଏ ଓ ଆପଣଙ୍କ ଘରୁ ସବୁ ଅଭାବ ମଧ୍ୟ ଦୂର ହେବାକୁ ଲାଗେ । ଘରକୁ ଟଙ୍କା ପଇସାର ଆଗମନ ହୋଇଥାଏ ।

ଏହା ସହିତ ଘରେ ଧନ ସମ୍ପତି ଟଙ୍କା ପଇସା ସ୍ଥାୟୀ ରୂପରେ ରହିଥାଏ । ଏହା ସହିତ ମା ଲକ୍ଷ୍ମୀ ଘରେ ବାସ କରନ୍ତି ଓ ଯେଉଁଠାରେ ମାତା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ ସେଠାରେ କେବେ ବି ଧନ ସମ୍ପତିର ଅଭାବ ରହି ନଥାଏ । ସେହି ମଣିଷ ସର୍ବଦା ଭୋଗ ବିଳାସରେ ଜୀବନ କାଟିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *