Health Tips- ଆପଣଙ୍କର Thyroid ଅଛି କି ନାହିଁ ? ଘରେ ବସି ଏମିତି କରନ୍ତୁ ଚେକ

ବନ୍ଧୁଗଣ, ଥାଇରଏଡ ଟେଷ୍ଟ ଘରେ ନିଜେ କିଭଳି କରିବେ ଆଜି ଆମ୍ଭେ ସେହି ସମ୍ବନ୍ଧରେ ଆପଣଙ୍କୁ କହିବାକୁ ଯାଉଅଛୁ । ଆଜିକାଲି ବହୁତ ବ୍ୟକ୍ତି ଙ୍କୁ ଥାଇରଏଡ ସମ୍ବନ୍ଧୀୟ ସମସ୍ୟା ହେବାରେ ଲାଗିଛି । ବହୁତ ଲୋକଙ୍କ ମଧ୍ୟରେ ଥାଇରଏଡ ର ବିକାର ଭିତରେ ହିଁ ବଢିବାକୁ ଲାଗିଥାଏ । ମାତ୍ର ଏହାର ଲକ୍ଷଣ ଜଲ୍ଦି ଦେଖାଯାଇନଥାଏ ଅଥବା ଏହାର ଲକ୍ଷଣ କୁ ସାମାନ୍ୟ ମାନି ନଜର ଅନ୍ଦାଜ କରିଦେଇଥାନ୍ତି ।

ହାଇପୋଥାଇରାଇଡିଜମ ଏଭଳି ମେଡିକାଲ କଣ୍ଡିସନ ଅଟେ ଯେଉଁଥିରେ ଥାଇରାଏଡ ଗ୍ରନ୍ଥିରେ ଥାଇରଏଡ ହରମୋନ କମ ମାତ୍ରାରେ ବନିବାକୁ ଲାଗିଥାଏ । ଭାରତରେ କରୋଡ ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । କାରଣ ଆମ୍ଭ ଶରୀରକୁ ସଠିକ ଭାବରେ କାମ କରିବା ନିମନ୍ତେ ନିଶ୍ଚିତ ମାତ୍ରାରେ ଥାଇରଏଡ ହରମୋନର ଆବଶ୍ୟକ ହୋଇଥାଏ । ଏଥି ନିମନ୍ତେ ପିଡିଟେରୀ ଗ୍ରନ୍ଥି ଥାଇରଏଡ ହରମୋନର ଉତ୍ପାଦନ କମ ହେବା ଉପରେ ଥାଇରଏଡ ଗ୍ରନ୍ଥି କୁ ଷ୍ଟୁମୁଲେଟ କରୁଥିବା ହରମୋନ ବନାଇବାକୁ ଲାଗିଥାଏ ।

ଏହାଦ୍ଵାରା ଶରୀରରେ ଅନେକ ପ୍ରକାରର ଗଡବଡ ହେବାକୁ ଲାଗିଥାଏ । ଯଦି ସଠିକ ଭାବରେ ଉପଚାର କରାଯାଏ ନାହିଁ ତେବେ ହାଇପୋଥାରାଇଡ ଏକ ଲକ୍ଷଣ ଉଭରି ସାମ୍ନାକୁ ଆସିବାକୁ ଲାଗିଥାଏ । ଏହାର କେଉଁ କେଉଁ ଲକ୍ଷଣ ଅଛି ତାହା ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ପୁରୁଷ ଏବଂ ମହିଳା ମଧ୍ୟରେ ଏହାର ଲକ୍ଷଣ ଅଲଗା ଅଲଗା ନଜର ଆସିଥାଏ ।

ଏହାର ପ୍ରମୁଖ ଲକ୍ଷଣ ଅଟେ ଥକାପଣ, ଥଣ୍ଡା ଲାଗିବା, ଓଜନ ବଢିବା, କବଜ, ଡିପ୍ରେସନ, ଚିନ୍ତାଧାରାରେ ପରିବର୍ତ୍ତନ ଆସିବା, ମାଂସପେଶୀରେ ଦରଦ, ତଥା କମଜୋରି, ଡ୍ରାଏ ସ୍କିନ, ବାରମ୍ବାର ନଖ ତଥା ଭାଙ୍ଗିବା, କାମେକ୍ଷାର ଅଭାବ, ଆଙ୍ଗୁଳି ଗୁଡିକ ଝିମ ଝିମ କରିବା ଏବଂ ମାସିକ ଧର୍ମରେ ଗଡବଡ ଆସିବା ।

ବହୁତ କମ କେସରେ ଜୀବନକୁ କ୍ଷତି ପହଞ୍ଚାଉଥିବା ହୃଦଘାତ ତଥା କୋମା ମଧ୍ୟ ହୋଇପାରେ । ଏହାର ସବୁଠାରୁ ଉତ୍ତମ ତରିକା ରକ୍ତ ର ପରୀକ୍ଷା କରାଇବା ଅଟେ । ଏଥିରେ ଅଲଗା ଅଲଗା ପ୍ରକାରର ଥାଇରଏଡ ହରମୋନର ଲେବଲ ଜଣାପଡିଯାଇଥାଏ । ମାତ୍ର ଆମ୍ଭେ ଆପଣଙ୍କୁ ଏହା କହିବାକୁ ଯାଉଅଛୁ ଯେ ସାଧାରଣ ଥର୍ମୋମିଟରର ସହାୟତାରେ ଆପଣ ନିଜ ଶରୀରରେ ଥାଇରଏଡ ସମ୍ବନ୍ଧିତ ଗଡବଡ ଜାଣିପାରିବେ । ତେବେ ଆସନ୍ତୁ ଜାଣିନେବା ଉପାୟ ସମ୍ବନ୍ଧରେ । ଏହି ଟେଷ୍ଟ କୁ ବାରନି ଟେଷ୍ଟ କୁହାଯାଏ ।

ଏହାକୁ କରିବା ପୂର୍ବରୁ ସର୍ବପ୍ରଥମେ ଆପଣ ଥର୍ମୋ ମୋଟର କୁ ଛାଟି ପାରା 35c ଅଥବା 95F ର ତଳକୁ ଖସାଇ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ  ରାଖୀ ଦିଅନ୍ତୁ । ଏହାପରେ ସକାଳେ ଉଠିବା ପୂର୍ବରୁ ବିଛଣାରୁ ନ ଉଠି ନିଜ କାଖ ତଳେ ଥର୍ମୋମିଟରକୁ ରଖି ୧୦ ମିନିଟ ଏହିଭଳି ଛାଡି ଦିଅନ୍ତୁ ।

ଏହାପରେ ବାହାର କରି ଏହାର ରିଡିଂ ନିଅନ୍ତୁ । ଯଦି ଟେମ୍ପ୍ରେଚର 5c ଅଥବା 97.7f ରୁ କମ ରହିଥାଏ ତେବେ ଥାଇରଏଡ ସାମାନ୍ୟ ଠାରୁ ଧୀରେ କାମ କରିଥାଏ । ଏହି ସମୟରେ ଡିପ୍ରେସନ, ଥକାପଣ ଭଳି ସମସ୍ୟା ଉପୁଜିଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *