Vastu Shastra- ଘରେ ଏହି ସ୍ଥାନରେ ରଖନ୍ତୁ ଝାଡୁ, ଛପର ଫାଡି ବର୍ଷିବ ଟଙ୍କା, ଦରିଦ୍ରତା ହେଇଯିବ ଦୂର

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ କେତେକ ମଣିଷ ଦିନ ରାତି କଷ୍ଟ କରିଥାନ୍ତି । ହେଲେ ସେମାନଙ୍କୁ ନିଜ ଜୀବନରେ ସଫଳତା ହାସିଲ ହୋଇନଥାଏ । ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ଯେଉଁ ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ ସେମାନଙ୍କୁ ନିଜ ଜୀବନରେ ବହୁତ ଧନଲାଭ ହେବ । ଏହି ଲୋକମାନଙ୍କ ଜୀବନରେ କୌଣସି ପ୍ରକାରର ସମସ୍ଯା ଆସିବ ନାହିଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଝାଡୁ ସହ ଜଡିତ ଏପରି କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣ ମା ଲକ୍ଷ୍ମୀଙ୍କ କୃପା ପାଇପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


୧. ବନ୍ଧୁଗଣ ଝାଡୁକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । ସେଥିପାଇଁ ଆପଣ ମାନଙ୍କୁ ସବୁବେଳେ ବ୍ରହ୍ମ ମୂହୁର୍ତ୍ତରେ ଝାଡୁ ଲଗାଇବା ଉଚିତ । ବନ୍ଧୁଗଣ ଏହି ସମୟରେ ଦେବୀ ଦେବତା ମାନେ ପୃଥିବୀ ପୃଷ୍ଟରେ ପାଦ ଦେଇଥାନ୍ତି । ଏହି ସମୟଟି ହେଉଛି ସୂର୍ଯ୍ୟଉଦୟ ହେବାର ୩ ଘଣ୍ଟା ମଧ୍ୟରେ ଆପଣ ନିଜ ଘରେ ଝାଡୁ ଲଗାଇବା ଉଚିତ । ଏହି ସମୟରେ ଝାଡି ଲଗାଇବା ଦ୍ଵାରା ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଓ ଆପଣଙ୍କ ଉପରେ ଦେବୀ ଦେବତା ମାନଙ୍କର କୃପା ରହିଥାଏ । ଏହା ସହିତ ଆପଣ ସୂର୍ଯ୍ୟଅସ୍ତ ହେବାର ୧ ଘଣ୍ଟା ପୂର୍ବରୁ ନିଜ ଘରେ ଝାଡୁ ଲଗାଇ ପାରିବେ । ବନ୍ଧୁଗଣ ଏହି ସମୟଟି ଉତ୍ତମ ହୋଇଥାଏ ।

୨. ବନ୍ଧୁଗଣ ଯଦି ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ଅଛି ଓ ଆପଣଙ୍କ ଜୀବନରେ ବହୁତ ସମସ୍ଯା ଆସୁଛି, ତା ହେଲେ ଆପଣ ଝାଡୁ ସହ ଜଡିତ ଏପରି ଏକ ଉପାୟ କରନ୍ତୁ । ବନ୍ଧୁଗଣ ଆପଣ ସକାଳ ବା ସନ୍ଧ୍ୟା ସମୟରେ ଝାଡୁ ମାରିବା ସମୟରେ ଆପଣ କର୍ପୁରରେ ସୋରିଷ ଦାନା ମିଶାଇ ଆରତୀ କରନ୍ତୁ ।

ବନ୍ଧୁଗଣ ଆରତୀ କରିବା ସମୟରେ ଆପଣ ‘ଓଁ ହଁ ହନୁମନ୍ତେ ନମଃ’ । ବନ୍ଧୁଗଣ ଏହି ମନ୍ତ୍ରଟି ହେଉଛି ହନୁମାନଙ୍କ ମନ୍ତ୍ର । ଏହି ମନ୍ତ୍ରର ଜପ ଆପଣ ୭ ଥର କରନ୍ତୁ, ଏହାପରେ ଆପଣ ସେହି ସୋରିଷକୁ ନିଜ ଘରର ଆବର୍ଜନା ସହ ମିଶାଇ ବାହାରେ ଫିଙ୍ଗି ଦିଅନ୍ତୁ ।

୩. ବନ୍ଧୁଗଣ କେବେହେଲେ ଝାଡୁକୁ ଘର ମଧ୍ୟରେ ଖୋଲା ସ୍ଥାନରେ ରଖିବା ଉଚିତ ନୁହେଁ । ଆପଣ ନିଜ ଘର ଲକ୍ଷ୍ମୀ ବା ଝାଡୁକୁ ସବୁବେଳେ ଲୁଚାଇ ରଖିବା ଉଚିତ । ସେଥିପାଇଁ ବନ୍ଧୁଗଣ ଆପଣ ଘରର ଏକ ଏକାନ୍ତ ସ୍ଥାନରେ ଝାଡୁ ରଖନ୍ତୁ , ଯେମିତି ଝାଡୁକୁ କେହି ଦେଖିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଏହି ତିନୋଟି ଉପାୟ କରି ଆପଣ ନିଜର ଧନୀ ହେବାର ସ୍ଵପ୍ନକୁ ପୂରଣ କରନ୍ତୁ ଏବଂ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବାସ୍ତୁ ଶାସ୍ତ୍ର ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *