ଏୟାରପୋର୍ଟ ରେ ବହୁତ ହିଁ ଛୋଟ ଡ୍ରେସରେ Disha Patani ଙ୍କୁ ସମସ୍ତଙ୍କ ସାମ୍ନା ରେ ହେବାକୁ ପଡିଲା ବେଜିତ, ଭାଇରାଲ ହେଉଛି ଭିଡିଓ

ବନ୍ଧୁଗଣ ସାଧାରଣତଃ ସୋସିଆଲ ମିଡିଆରେ ବଲିଉଡ ଅଭିନେତ୍ରୀ ମାନେ ସବୁବେଳେ ଚର୍ଚାରେ ରୁହନ୍ତି । ଏହି କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଦିଶା ଅନ୍ୟ ଅଭିନେତ୍ରୀଙ୍କ ପରି ନିଜ ବଡିକୁ ବହୁତ ଭଲ ଭାବରେ ମେଣ୍ଟେନ କରୁଛନ୍ତି ।

ଅଧିକାଂଶ ସମୟ ଦିଶା ନିଜର ବୋଲ୍ଟ ଫଟୋ ସୁଟ ଓ ସେକ୍ସି ଲୁକ୍ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଏହି କିଛି ଦିନ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟି ହେଉଛି ଦିଶା ପଟାନୀଙ୍କର ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଏହି କିଛି ଦିନ ତଳେ ଦିଶାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖାଯାଇଥିଲା । ସେହି ସ୍ଥାନରେ ଦିଶା ଏକ ହଳଦିଆ ରଙ୍ଗର ଡ୍ରେସ ପିନ୍ଧିଥିଲେ । ଦିଶା ନିଜର ସେହି ଡ୍ରେସରେ ଅଧିକ ସେksi ନଜର ଆସୁଥିଲେ । ହେଲେ ବନ୍ଧୁଗଣ ସେହ ସମୟରେ ଦିଶା ମିଡିଆକୁ ଇଗ୍ନର କରି ଏୟାରପୋର୍ଟ ବାହାରକୁ ଚାଲିଯାଇଥିଲେ । ସେହି ଭିଡିଓରେ କ୍ଲିଅର ଜଣା ପଡିଯାଇଛି ଯେ, ଦିଶା ନିଜ ଡ୍ରେସ ପାଇଁ ଅଳ୍ପ ବହୁତ ଲଜ୍ଜିତ ହୋଇଛନ୍ତି । ଏହି ସ୍ଥାନରେ ଦିଶା ବିନା ମେକଅପ୍ ରେ ନିଜ ଚୁଟିକୁ ଖୋଲା କରି ଆସିଥିଲେ ଓ ବହୁତ ସୁନ୍ଦର ଦେଖାଯାଉଥିଲେ ।


କେବଳ ଏତିକି ନୁହେଁ ବନ୍ଧୁଗଣ ଦିଶା ନିଜର କ୍ରପଟପ୍ ପାଇଁ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ଏହି କିଛି ଦିନ ତଳେ ଦିଶା ନିଜର ଏକ କ୍ରପଟପ୍ ର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଲୁକ୍ ରେ ସେ ଏକ ନୀଳ ରଙ୍ଗର ଜିନ୍ସ ଓ ଏକ କ୍ରପଟପ୍ ପିନ୍ଧିଥିଲେ । ଏହି ଲୁକ୍ ରେ ଦିଶା ବହୁତ ଅଧିକ ସେକସି ନଜର ଆସୁଥିଲେ । ଦିଶା ନିଜର ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ମଧ୍ୟ କ୍ରପଟପ୍ କ୍ୟାରି କରନ୍ତି ।


ଏହି କିଛି ଦିନ ତଳେ ଦିଶାଙ୍କର ଅନ୍ୟ ଏକ କ୍ରପଟପ୍ ର ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା, ଏହି ଫଟୋରେ ଦିଶା ଏକ ଜିନ୍ସ ପିନ୍ଧିଥିଲେ ଓ ଏକ କମଳା ରଙ୍ଗର କ୍ରପଟପ୍ ପିନ୍ଧିଥିଲେ । ବନ୍ଧୁଗଣ ଏହି ବୋଲ୍ଟ ଲୁକ୍ ରେ ଦିଶା ବହୁତ ଅଧିକ ସୁନ୍ଦର ଓ ସେକସି ନଜର ଆସୁଥିଲେ ।

କ୍ରପଟପ୍ ଲୁକକୁ ସୁପର ବୋଲ୍ଟ ବନେଇବାର ଉପାୟ ଦିଶାଙ୍କୁ ବହୁତ ଭଲ ଭାବରେ ଜଣା ଅଛି । ଦିଶା ଏହି ଲୁକ୍ ପାଇଁ ବହୁତ ଅଧିକ ସୋସିଆଲ ମିଡିଆରେ ଚର୍ଚାରେ ରହିଥିଲେ । ଫ୍ୟାନ୍ସ ମାନେ ଦିଶାଙ୍କର ଏହି ଲୁକକୁ ବହୁତ ପସନ୍ଦ କରିଥିଲେ । ବନ୍ଧୁଗଣ ଏହି କିଛି ମାସ ପୂର୍ବରୁ ଦିଶା ଫିଲ୍ମ ‘ମଲଙ୍ଗ’ରେ ନଜର ଆସିଥିଲେ । ଏହି ଫିଲ୍ମ ପାଇଁ ମଧ୍ୟ ଦିଶା ବହୁତ ଅଧିକ ଲାଇମ ଲାଇଟରେ ନଜର ଆସିଥିଲେ । ଏହି ଫିଲ୍ମରେ ଦିଶା ବହୁତ ବୋଲ୍ଟ ଓ ଇଣ୍ଟିମେଣ୍ଟ ସିନ୍ସ କରି ନିଜ ଫ୍ୟାନ୍ସ ମାନଙ୍କ ମନକୁ ଜିତି ପାରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *