ଆପଣ ମାନେ ସମସ୍ତେ ନିଜ ଜୀବନରେ ବିଭିନ୍ନ ପ୍ରକାର ସାପ ଦେଖିଥିବେ । ହେଲେ ସମସ୍ତ ସାପ ମଧ୍ୟରୁ ଆମ ହିନ୍ଦୁ ଧର୍ମରେ ନାଗ ଓ ନାଗୁଣୀ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ଏହି ସାପକୁ ଆଗ କାଳରେ ପୂଜା କରାଯାଉଥିଲା । ହେଲେ ବର୍ତ୍ତମାନର ସମୟରେ ଏହି ସାପକୁ ଦେଖି ଲୋକମାନେ ଭୟ କରୁଛନ୍ତି ଓ ସାପକୁ ମା-ରି-ବା ପାଇଁ ଚେଷ୍ଟା କରୁଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି ।
ଏହି ଭି-ଡି-ଓ-ରେ ଏକ ନାଗୁଣୀ ମୁହଁରେ ର-କ୍ତ ଲାଗିଥିବାର ନଜର ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ । ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ । ଭି-ଡି-ଓରେ ଏକ ନାଗୁଣୀ ଗଛ ଉପରେ ବସିଥିବାର ନଜର ଆସୁଛି ଓ ତା ମୁହଁରେ ରକ୍ତ ଲାଗିଛି ।
ଗାଁ ଲୋକ ମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ । କିଛି ସମୟ ପରେ ସେହି ସ୍ଥାନରେ ଏକ ସାପ ଧରାଳି ପହଞ୍ଚି ଥିଲେ । କିଛି ଗାଁ ଲୋକଙ୍କ ମତରେ ନାଗୁଣୀ ସାପଟି ଏକ ମୂଷା ଛୁଆକୁ ଖାଇଦେଇ ଥିବାରୁ ତା ମୁହଁରୁ ର-କ୍ତ ବାହାରୁଥିଲା ବୋଲି ଜଣା ପଡିଛି । ଗାଁ ଲୋକଙ୍କ ମତରେ, ଧାନ ନଡା ଭିତରେ ବହୁତ ଦିନ ପର୍ଯ୍ୟନ୍ତ ନାଗୁଣୀ ସାପଟି ଲୁଚି ରହିଥିଲା ଓ ସେହି ନଡା ଭିତରେ ଥିବା ମୂଷା ଗୁଡିକୁ ନିଜର ଶି-କା-ର କରୁଥିଲା ।
ବହୁତ ଦିନ ନଡା ଭିତରେ ରହିବା ପରେ ନାଗୁଣୀ ସାପଟି ବାହାରକୁ ଆସିଥିଲା । ବାହାରକୁ ଆସିବା ପରେ ଗାଁ ଲୋକ ମାନେ ତାକୁ ଡରେଇ ଦେଇଥିଲେ ଯାହାଫଳରେ ସେ ପାଖରେ ଥିବା ଏକ ଗଛ ଉପରେ ଚଢି ଯାଇଥିଲା । ବନ୍ଧୁଗଣ ଏହା ପରେ ସାପ ଧରାଳି ଜଣକ ସେହି ସ୍ଥାନକୁ ପହଞ୍ଚି ଥିଲେ । ସାପକୁ ଉଧାର କରିବା ସମୟରେ ସାପଟି ବହୁତ କ୍ରୋଧରେ ଥିଲା । ହେଲେ ସାପ ଧରାଳି ଜଣକ ସଫଳତା ପୂର୍ବକ ସେହି ନାଗୁଣୀକୁ ଉଧାର କରିଦେଇଥିଲେ ।