Sidharth Shukla ଙ୍କ ମୃତ୍ୟୁ ର ଅସଲ କାରଣ ଆସିଲା ସାମ୍ନାକୁ, ପୋସ୍ଟ ମର୍ଟମ ରିପୋର୍ଟ ରୁ ହେଲା ଏହି ଖୁଲାସା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଗୁରୁବାର ଦିନ ଟିଭି ଇଣ୍ଡଷ୍ଟ୍ରୀ ର ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ନି-ଧ-ନ ଘଟିଛି । ତାଙ୍କ ମୃତ୍ୟୁ ର କାରଣ ହାର୍ଟ ଆ-ଟା-କ ବୋଲି କୁହାଯାଇଥିଲା । କିନ୍ତୁ ପୋ-ଷ୍ଟ ମ-ର୍ଟ-ମ ନ ହେବା ପର୍ଯ୍ୟନ୍ତ ଏହାକୁ ଅଧିକାରୀକ ରୂପରେ ସ୍ୱୀକାର କରାଯାଇ ନଥିଲା । ଗୁରୁବାର ଦିନ ହଠାତ ସିଦ୍ଧାର୍ଥ ଙ୍କ ଛାତି ରେ ଯ-ନ୍ତ୍ର-ଣା ହୋଇଥିଲା ଏବଂ ସେ ଦୁନିଆ ରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ।

ସିଦ୍ଧାର୍ଥ ଶୁକ୍ଳା ଙ୍କ ପରିବାର ତାଙ୍କୁ ଗୁରୁବାର ଦିନ ସକାଳେ କୂପର ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳ ପର୍ଯ୍ୟନ୍ତ ବହୁତ ବିଳମ୍ବ ହୋଇଯାଇଥିଲା । ଡାକ୍ତର ସକାଳ ସମୟ ପ୍ରାୟ ୧୦ଟା ରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କୁ ମୃ-ତ ଘୋଷିତ କରିଥିଲେ । ଏହି ଖବର ସାମ୍ନା କୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ସମସ୍ତଙ୍କ ପାଇଁ ଏହି ଖବର କୁ ବିଶ୍ୱାସ କରିବା କଠିନ ହୋଇଯାଇଥିଲା ।

କିଏ ମଧ୍ୟ ଏହା ମାନିବାକୁ ରାଜି ନୁହନ୍ତି ଯେ ମାତ୍ର ୪୦ ବର୍ଷ ବୟସ ରେ ସିଦ୍ଧାର୍ଥ ଙ୍କ ମୃ-ତ୍ୟୁ ହୋଇଛି । ମୁମ୍ବାଇ ପୋଲିସ ଏହି କେ-ସ କୁ ସମ୍ଭାଳୁ ଥିଲେ । ଗୁରୁବାର ଦିନ ଅପରାହ୍ନ ରେ ସିଦ୍ଧାର୍ଥ ଙ୍କ ପୋଷ୍ଟ ମ-ର୍ଟ-ମ କରାଗଲା । ଯାହା ସନ୍ଧ୍ୟା ବେଳ ପର୍ଯ୍ୟନ୍ତ ଚାଲିଥିଲା । କୂପର ହସ୍ପିଟାଲର ୩ଜଣ ବିଜ୍ଞ ଡାକ୍ତର ସିଦ୍ଧାର୍ଥ ଙ୍କ ପୋଷ୍ଟ ମର୍ଟମ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ କରିଥିଲେ । ଏହା ପରେ ତାଙ୍କ ମୃ-ତ୍ୟୁ ର ଅସଲି କାରଣ ସାମ୍ନା କୁ ଆସିଥିଲା ।

ରିପୋର୍ଟ ରେ ମୃ-ତ୍ୟୁ ର କାରଣ ହା-ର୍ଟ ଆ-ଟା-କ ହିଁ ଦେଖା ଯାଇଛି । ଏହା ବ୍ୟତୀତ ଅନ୍ୟ କୌଣସି କାରଣ ନାହିଁ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି । କୂପର ହସ୍ପିଟାଲ ଦ୍ୱାରା ଶୁକ୍ରବାର ଦିନ ଓସିବାରା ପୋଲିସ ଥାନା କୁ ପୋ-ଷ୍ଟ ମ-ର୍ଟ-ମ ରିପୋର୍ଟ ହସ୍ତାନ୍ତର କରାଗଲା । ତାଙ୍କ ମୃ-ତ୍ୟୁ ର ଅନ୍ୟ କୌଣସି ଆଶଙ୍କା ନାହିଁ । ସିଦ୍ଧାର୍ଥ ଙ୍କ ପରିବାର ମଧ୍ୟ ଏହା ହିଁ ଦାବି କରିଛନ୍ତି ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ଫରେନ୍ସିକ ଯାଞ୍ଚ ମଧ୍ୟ ହେବ । ଯାହାର ରିପୋର୍ଟ ୧୫ ଦିନ ପରେ ଆସିବ । ଯେଉଁ ସମୟ ସିଦ୍ଧାର୍ଥ ଙ୍କ ପୋ-ଷ୍ଟ ମ-ର୍ଟ-ମ ଚାଲିଥିଲା ସେତେ ସମୟ ରେ-କ-ର୍ଡ଼ିଂ ଚାଲିଥିଲା । ଟିଭି ଇଣ୍ଡଷ୍ଟ୍ରୀ ର ଏହି ବଡ଼ ଅଭିନେତା ଙ୍କ ନି-ଧ-ନ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ ।

Leave a Reply

Your email address will not be published. Required fields are marked *