ଜୁଇରେ ଶୋଇଛି ସ୍ୱାମୀ, ଗର୍ବରେ କାନ୍ଦି କାନ୍ଦି ସ୍ତ୍ରୀ କହୁଛି ମୁଁ ଆଜି ବହୁତ ଖୁସି କି ମୋ ସ୍ଵାମୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯୂଈରେ ସ୍ଵାମୀ ! ସ୍ତ୍ରୀ କହୁଛି ମୁଁ ବହୁତ ଖୁସି ! ତେବେ ଏହି ଖୁସି ହେଉଛି ଗର୍ବ ଓ ଗୌରବର ଖୁସି ! ତେବେ ସୂଚନା ମୁତାବିକ ସହିଦ ଦେବାଶିଷ ବିଶ୍ଵାଳଙ୍କ ବିୟୋଗରେ ଦୁଃଖରେ ଫାଟି ପଡୁଛି ଗାଁ ମାଟି ! ଯାହାକୁ ପଚାରିବ ସେ କହୁଛି । ବୀର ଯବାନ ସବୁବେଳେ ଅମର ରହେ । ତେବେ ମାଓବାଦୀଙ୍କ ଆର୍ମୀ ଭ୍ୟାନ ଉପରକୁ ବୋମା ନିକ୍ଷେପ କାରଣରୁ ଅନେକ ଯବାନ ଅକାଳରେ ନିଜ ମାଟି ନିଜ ଦେଶ ପାଇଁ ସହିଦ ହୋଇଯାଇଛନ୍ତି ।

ସେଥିମଧ୍ୟରୁ ଆମ ଓଡିଆ ପୁଅ ତଥା ଓଡିଶା ମାଟିର ପୁଅ ଦେବାଶିଷ ମଧ୍ୟ ବାଦ ପଡି ନାହାନ୍ତି । କାରଣ ସେ ମଧ୍ୟ ନିଜ ପ୍ରାଣର ଉତ୍ସର୍ଗୀକୃତ କରି ଦେଶ ପାଇଁ ମରି ମଧ୍ୟ ସବୁ ଦିନ ପାଇଁ ଅମର ହୋଇଯାଇଛନ୍ତି । ତାଙ୍କର ପାର୍ଥୀବ ଶରୀର ପାଖରେ ବସି ସହିଦ ଦେବାଶିଷଙ୍କ ଧର୍ମପତ୍ନୀ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି । ସତ ତାଙ୍କ ଆଖିରୁ ଧାର ଧାର ଲୁହ ଝଋ ମଧ୍ୟ ପଡୁଛି । କାରଣ ସେ ମଧ୍ୟ ଏତେ ଅଳ୍ପ ବର୍ଷ ବୟସରୁ ନିଜର ସ୍ଵାମୀଙ୍କୁ ହରାଇ ଛନ୍ତି ।

ହେଲେ ସେହି ଲୁହରେ କିନ୍ତୁ କୋଊଠି ନା କୋଊଠି ନିଜ ବୀର ସ୍ଵାମୀ ପାଇଁ ମନରେ ବହୁତ ଗୌରବ ରହିଛି । କାରଣ ତାଙ୍କ ଧର୍ମପତ୍ନୀ ମଧ୍ୟ ନିଜ ଦେଶ ପାଇଁ ନିଜ ସ୍ଵାମୀର ବଳୀଦାନକୁ ଦେଶ ପାଇଁ ଏକ ଗର୍ବ ଓ ଗୌରବ ବୋଲି ବିବେଚନା କରିନେଇଛନ୍ତି । ଏହା ସହିତ ତାଙ୍କ ସ୍ଵାମୀ ସହିଦ ଦେବାଶିଷ ବିଶ୍ଵାଳଙ୍କର ଏପରି ସହିଦ ଘଟଣା ସବୁଦିନ ପାଇଁ ସମସ୍ତଙ୍କର ସ୍ମୃତିରେ ରହିଯିବ ।

ଏହା ସହ ସହିଦ ଦେବାଶିଷ ବିଶ୍ଵାଳ ମରି ମଧ୍ୟ ସବୁଦିନ ପାଇଁ ସମସ୍ତଙ୍କ ନିକଟରେ ଅମର ହୋଇ ରହିଯିବେ । ଗତକାଲି ଦେବାଶିଷ ବିଶ୍ଵାଳଙ୍କ ପାର୍ଥୀବ ଶରୀର ରାଷ୍ଟ୍ରୀୟ ସମ୍ମାନର ସହ ପଞ୍ଚଭୂତରେ ଲୀନ ହୋଇଯାଇଛି । ତେବେ ସାରା ଭାରତବାସୀଙ୍କ ମୁହଁରେ ସବୁଦିନ ପାଇଁ ଗୋଟିଏ କଥା ଚିର କାଳକୁ ରହିଯିବ । ବୀର ଯବାନ ସର୍ବଦା ଅମର ରହେ ।

ତେବେ ଆମେ ମଧ୍ୟ ସହିଦ ଦେବାଶିଷ ବିଶ୍ଵାଳଙ୍କ ଆତ୍ମାର ମୋକ୍ଷପ୍ରାପ୍ତି ପାଇଁ କାମନା କରୁଅଛୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *