ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ପୁରୁଷ ଏକ ସୁନ୍ଦର ଓ ଗୁଣବାନ ସ୍ତ୍ରୀ ପାଇବା ପାଇଁ ଇଛା କରିଥାନ୍ତି । ହେଲେ ବନ୍ଧୁଗଣ ସମସ୍ତ ପୁରୁଷଙ୍କ ଭାଗ୍ୟରେ ଏହି ପ୍ରକାରର ମହିଳା ମିଳିନଥାନ୍ତି । ଏହି ଦୁନିଆରେ ଥିବା ସମସ୍ତ ମହିଳାଙ୍କ ଚରିତ୍ର, ସ୍ଵଭାବ ଓ ଚିନ୍ତାଧାରା ଅଲଗା ଅଲଗା ହୋଇଥାଏ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି ଦୁନିଆରେ ଏପରି କିଛି ମହିଳା ଅଛନ୍ତି ଯେଉଁମାନେ ବହୁତ ପବିତ୍ର ହେବା ସହିତ ବହୁତ ଗଣବାନ ଅଟନ୍ତି ।

ଏହି ମହିଳା ମାନେ ନିଜ ପରିବାରର ସୁଖ ସମୃଦ୍ଧିକୁ ବୃଦ୍ଧି କରାଇଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ମାନଙ୍କ ବିଷୟରେ ।

B ନାମ ଥିବା ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି B ନାମ ଥିବା ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଥାଏ ସେହି ମହିଳା ମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି । ଏହି ମହିଳା ମାନଙ୍କ ସ୍ଵଭାବ ବହୁତ ଶାନ୍ତ ହୋଇଥାଏ । ଏହି ମହିଳା ମାନେ କେବେହେଲେ ନିଜ ଜୀବନସାଥୀକୁ ଧୋକା ଦେଇନଥାନ୍ତି । ଏମାନେ ନିଜ ସ୍ଵାମୀ ଓ ନିଜ ପରିବାର ଲୋକଙ୍କ ଧ୍ୟାନ ବହୁତ ଭଲ ଭାବରେ ରଖିଥାନ୍ତି । ଏହି ମହିଳା ମାନଙ୍କ ବ୍ୟବହାର ବହୁତ କୋମଳ ହୋଇଥାଏ ।

N ନାମ ଥିବା ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି N ନାମ ଥିବା ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର N ରୁ ଆରମ୍ଭ ହୋଇଥାଏ ସେହି ମହିଳା ବହୁତ ସ୍ମାର୍ଟ ହୋଇଥାନ୍ତି । ଏହି ମହିଳା ମାନଙ୍କ ସ୍ଵଭାବ ବହୁତ ଦୟାଳୁ ହୋଇଥାଏ । ଏହି ମହିଳା ମାନେ କୌଣସି ପରିସ୍ଥିତିରେ ନିଜ ଜୀବନସାଥୀକୁ ଛାଡି ଯାଇନଥାନ୍ତି । ଏହି ମହିଳା ମାନେ ନିଜ ସ୍ଵାମୀ ଓ ପରିବାର ବିରୋଧରେ କୌଣସି କାମ କରିନଥାନ୍ତି । ବନ୍ଧୁଗଣ ଏହି ମହିଳା ମାନଙ୍କୁ ଏଥିପାଇଁ ଗଙ୍ଗା ପରି ପବିତ୍ର ମାନା ଯାଇଥାଏ ।

P ନାମ ଥିବା ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି P ନାମ ଥିବା ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ ସେହି ମହିଳା ମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି । ଏହି ମହିଳା ମାନେ ସବୁବେଳେ ନିଜ ପରିବାରକୁ ଖୁସିରେ ରଖିଥାନ୍ତି । ଏହି ମହିଳା ମାନେ କେବେହେଲେ କାହା ମନରେ କଷ୍ଟ ଦେଇନଥାନ୍ତି । ଏହି ମହିଳା ମାନେ ନିଜ ସ୍ଵାମୀକୁ ସମସ୍ତ ପ୍ରକାରର ସୁଖ ଦେବା ସହିତ କେବେହେଲେ ଧୋକା ଦେଇନଥାନ୍ତି ।

V ନାମ ଥିବା ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି V ନାମ ଥିବା ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର V ରୁ ଆରମ୍ଭ ହୋଇଥାଏ ସେହି ମହିଳା ମାନେ ବହୁତ ଲାଜକୁରା ସ୍ଵଭାବର ହୋଇଥାନ୍ତି । ଏହି ମହିଳା ମାନେ ନିଜ ଜୀବନସାଥୀ ସହ ସମସ୍ତ ଦୁଃଖ କଷ୍ଟରେ ଛିଡା ହୋଇଥାନ୍ତି । ଏମାନେ ନିଜ ପରିବାରକୁ ସବୁବେଳେ ଯୋଡି ରଖିଥାନ୍ତି । ଏହି ମହିଳା ମାନଙ୍କ ଏହି ସ୍ଵଭାବ ପାଇଁ ଏମାନଙ୍କୁ ଗଙ୍ଗା ପରି ପବିତ୍ରା କୁହାଯାଇଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *