ବହୁତ ହିଁ ୟୁନିକ ଅଟେ Bollywwod ର ଏହି ଷ୍ଟାର ମାନଙ୍କର ପିଲାଙ୍କ ନାମ, ଯାହାର ଅର୍ଥ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଏହି କିଛି ଦିନ ତଳେ ବିରାଟ କୋହିଲି ଓ ଅନୁସ୍କା ଶର୍ମା ଏକ ପୁତ୍ରୀ ସନ୍ତାନର ବାପା ମା ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ସୁବେଛା ମଧ୍ୟ ଜଣାଇଛନ୍ତି । ଏହି କିଛି ସମୟ ପୂର୍ବରୁ ଅନୁସ୍କା ନିଜର ଇନ୍ସ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ନିଜ ଝିଅର ନାମ ରିଭିଲ କରିଛନ୍ତି । ବନ୍ଧୁଗଣ ଅନୁସ୍କା ଓ ବିରାଟଙ୍କ ଝିଅର ନାମ ହେଉଛି ‘ଭମିକା’ । ବନ୍ଧୁଗଣ ଏହି ନାମଟି ମା ଦୂର୍ଗାଙ୍କର ଅନ୍ୟ ନାମ ଅଟେ ।

ଏହା ବ୍ଯତୀତ ଏହାର ପ୍ରଥମ ଅକ୍ଷର ବିରାଟଙ୍କ ନାମର ପ୍ରଥମ ଅକ୍ଷୟ ସହ ମିଶିବା ସହିତ ଏହି ନାମର ଶେଷ ଅକ୍ଷର ଅନୁସ୍କାଙ୍କ ନାମ ସହ ମିଶିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର କିଛି ଦିଗଜ କଳାକାରଙ୍କ ଛୁଆ ମାନଙ୍କ ନାମ ଓ ନାମର ଅର୍ଥ ବିଷୟରେ କହିବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମୀରା ରାଜପୁତ ଓ ସାହିଦ କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତା ସହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ । ବନ୍ଧୁଗଣ ଏହି ଦୁଇ ଜଣଙ୍କ ଝିଅର ନାମ ହେଉଛି ମିସା କପୁର । ଏହି ଦୁଇଜଣ ନିଜ ନାମର ପ୍ରଥମ ଅକ୍ଷରକୁ ମିଶାଇ ଏହି ନାମ ଦେଇଛନ୍ତି । ବନ୍ଧୁଗଣ ସାହିଦଙ୍କ ପୁଅର ନାମ ହେଉଛି ଜେନ କପୁର । ଜେନ ଏକ ଆରବିକ ଭାଷା ଅଟେ ଯାହାର ଅର୍ଥ ହେଉଛି ସୁନ୍ଦର ।

କରିନା କପୁର ଖାନ ଓ ସେଫ ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସେଫ ଅଲି ଖାନ ଓ ଅଭିନେତ୍ରୀ କରିନା କପୁର । କରିନା ଓ ସେଫ ନିଜ ପୁଅର ନାମ ତେମୁର ଅଲି ଖାନ ରଖିଛନ୍ତି । ବନ୍ଧୁଗଣ ତେମରୁ ହେଉଛି ଏକ ଆରବିକ ଭାଷା ଯାହାର ଅର୍ଥ ହେଉଛି ଲୁହା । ହେଲେ ଏହି ନାମ ପାଇଁ ବହୁତ ବିବାଦ ମଧ୍ୟ ହୋଇଥିଲା । କାରଣ ପୂର୍ବରୁ ତେମୁର ନାମକ ଏକ ରାଜା ଥିଲେ ଯିଏ ଭରତକୁ ଲୁଟି ଦେଇଥିଲେ ।

ଐଶ୍ଵର୍ଯ୍ୟ ରାୟ ବଚନ ଓ ଅଭିଷେକ ବଚନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଐଶ୍ଵର୍ଯ୍ୟ ରାୟ ବଚନ ଓ ଅଭିଷେକ ବଚନ । ବନ୍ଧୁଗଣ ଏହି ଦୁଇଜଣ ନିଜ ଝିଅର ନାମ ଆରଧ୍ୟା ରଖିଛନ୍ତି । ବନ୍ଧୁଗଣ ଆରଧ୍ୟା ହେଉଛି ଏକ ସଂସ୍କୃତ ଭାଷା ଯାହାର ଅର୍ଥ ହେଉଛି ପୂଜା ।

ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତ । ସଞ୍ଜୟଙ୍କର ପୁଅର ନାମ ହେଉଛି ସେହେରାନ ଯାହାର ଅର୍ଥ ହେଉଛି ରାଜକୀୟ ଓ ତାଙ୍କ ଝିଅର ନାମ ହେଉଛି ଇକରା । ଇକରା ଏକ ମୁସ୍ଲିମ ଭାଷା ଅଟେ ଯାହାର ଅର୍ଥ ହେଉଛି ପଢିବା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *