Jyotish Shastra – ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ଏହି ୫ ଟି ନାମର ଝିଅ, କଣ ଆପଣଙ୍କ ନାମ ବି ଅଛି ଏଥିରେ ?

ଆଜିକାଲି ର ଦୁନିଆ ରେ କାହାକୁ ଚିହ୍ନିବା ବହୁତ କଷ୍ଟକର। ଖାସ କରି ନାରୀ ମାନଙ୍କୁ ଚିହ୍ନିବା ତ ବହୁତ କଷ୍ଟକର ହୋଇଥାଏ । ସେମାନଙ୍କ ମନରେ କେତେବେଳେ କଣ ଚାଲିଥାଏ ଜାଣିବା କଷ୍ଟକର। ପୁରାତନ କାଳରୁ ଜଣାଅଛି କି ନାରୀମାନଙ୍କୁ ବୁଝିବା ବହୁତ୍ କଷ୍ଟକର । ସେମାନେ କେତେବେଳେ କଣ ଭାବିବେ ତାର ଅନ୍ଦାଜ ଲଗାଇବା କଷ୍ଟ । କେତେକ ନାରୀ ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ବଭାବ ର ହୋଇଥାନ୍ତି ତ ଆଉ କେତେକ ନାରୀ ଅଛନ୍ତି ସେମାନେ ବହୁତ ଚତୁର ଓ ଭରସା ଯୋଗ୍ୟ ହୋଇନଥାନ୍ତି । ନାରୀମାନେ ଚାହିଁଲେ ଘରକୁ ସ୍ବର୍ଗ ଓ ନର୍କ କରିପାରିବେ।ଆସନ୍ତୁ ଜାଣିବା କେତେକ ନାରୀ ମାନଙ୍କ ନାମ ଯେଉଁ ମାନେ ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି।

B ନାମର ମହିଳା- B ନାମ ର ମହିଳାମାନେ ସ୍ଵଭାବରେ ଅତ୍ୟନ୍ତ ଶାନ୍ତ ସ୍ଵଭାବ ର ହୋଇଥାନ୍ତି । ସେମାନେ ବହୁତ କୋମଳ ହୋଇଥାନ୍ତି। ସେ ତାଙ୍କ ପାର୍ଟନର ଙ୍କ ସହ ନିଷ୍ଠା ପର ଭାବେ ରହିଥାନ୍ତି ଓ ତାଙ୍କ ପାର୍ଟନର ର ଅସୁବିଧା ସମୟରେ କେବେ ବି ଛାଡି କି ଯାଆନ୍ତି ନାହିଁ।

N ନାମର ମହିଳା – N ନାମ ର ମହିଳାମାନେ ଅତ୍ୟନ୍ତ ତେଜ୍ ହୋଇଥାନ୍ତି । ସେମାନେ ଉତ୍ତମ ସ୍ଵଭାବ ର ହୋଇଥାନ୍ତି । ସେମାନେ କେବେ ସେମାନଙ୍କ ପରିବାର ଓ ତାଙ୍କ ପାର୍ଟନର ଙ୍କ ମୁଣ୍ଡ ତଳକୁ ହେବା ଭଳି କାମ କରନ୍ତି ନାହିଁ । ସେମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି ।

P ନାମର ମହିଳା – P ନାମ ର ମହିଳାମାନେ ତାଙ୍କ ସମ୍ପର୍କ କୁ ସର୍ବଦା ବାନ୍ଧି କରି ରଖନ୍ତି । ସେମାନେ କାହା ମନରେ କେବେ କଷ୍ଟ ଦିଅନ୍ତି ନାହିଁ ଓ କଷ୍ଟ ଦେଲା ଭଳି କାମ ମଧ୍ୟ କରନ୍ତି ନାହିଁ । ସେମାନେ ଛୋଟ ବଡ଼ ସମସ୍ତଙ୍କର ଆଦର କରନ୍ତି ଓ ସମସ୍ତ ଙ୍କ କଥା ମାନନ୍ତି ।

V ନାମର ମହିଳା – V ନାମ ର ମହିଳାମାନେ ଭଗ୍ୟଶାଳୀ ହୋଇଥାନ୍ତି । ସେ ତାଙ୍କ ପରିବାର ର ସମ୍ମାନ କୁ ତଳେ ପକାନ୍ତି ନାହିଁ । ସେମାନେ ଲାଜକୁଳୀ ହୋଇଥାନ୍ତି । ସେମାନେ ପରିବାର ଲୋକ ଙ୍କୁ ଖୁସି ରେ ରଖନ୍ତି ଓ ସମସ୍ତ ଙ୍କ ଇଛା ପୂରଣ କରନ୍ତି ।

Y ନାମର ମହିଳା – Y ନାମ ର ମହିଳାମାନେ ଅତ୍ୟନ୍ତ ଭଗ୍ୟଶାଳୀ ହୋଇଥାନ୍ତି । ସେମାନେ ସମସ୍ତ ଙ୍କ ର ଆଦର କରନ୍ତି । ସେମାନେ ତାଙ୍କ ପାର୍ଟନର କୁ ଖୁସି କରିବାକୁ ପ୍ରୟାସ କରନ୍ତି ଓ ପାର୍ଟନର କୁ ସର୍ବଦା ସମସ୍ତ ପ୍ରକାର ସାହାଯ୍ୟ କରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *