ଗାଧୋଇବା ସମୟରେ ଏହି 3 ଟି ଭୁଲ କେବେ ବି କରିବେ ନାହିଁ, ପରିବାର ବର୍ବାଦ ହୋଇଯାଏ

ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ । ଚାଣକ୍ୟ ଏକ ନୀତି ଗ୍ରନ୍ଥ ମଧ୍ୟ ଲେଖିଥିଲେ ଯାହାର ନାମ ହେଉଛି ଚାଣକ୍ୟ ନୀତି । ଜୀବନକୁ ସୁଖମୟ କରିବା ପାଇଁ ଚାଣକ୍ୟ ଏହି ନୀତି ଗ୍ରନ୍ଥକୁ ଲେଖିଥିଲେ । ଚାଣକ୍ୟ ନୀତି ଅନୁସାରେ ଗାଧୋଇବା ସମୟରେ ଏମିତି କିଛି କାମ ଭୁଲ ସେ ମଧ୍ୟ କରିବେ ନାହିଁ, ଯାହା ଦ୍ଵାରା ଆପଣଙ୍କ ପରିବାର ଧ୍ଵଂସ ହୋଇପାରେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ତିନୋଟି କାମ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ସ୍ନାନକୁ ନେଇ ପଦ୍ମପୁରାଣରେ କୁହା ଯାଇଛି ଆମକୁ କୌଣସି ପରିସ୍ଥିତିରେ ସଂପୂର୍ଣ୍ଣ ନଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ମଣିଷ ପାପର ଭାଗୀଦାର ହୋଇଥାଏ । ପଦ୍ମ ପୁରାଣରେ ଏହି ସମ୍ବନ୍ଧକୁ ଆଧାର କରି ଏକ କଥା କୁହାଯାଇଛି । ତାହା ହେଉଛି, ଦିନେ ଗୋପୀ ମାନେ ସ୍ନାନ କରିବା ପାଇଁ ନଦୀକୁ ଯାଇଥିଲେ । ସେହି ସମୟରେ କୃଷ୍ଣ ଗୋପୀ ମାନଙ୍କ ବସ୍ତ୍ରକୁ ଲୁଚାଇ ଦେଇଥିଲେ ।


ଯେତେବେଳେ ଗୋପୀ ମାନେ ନିଜର ବସ୍ତ୍ର ଖୋଜିଥିଲେ ସେତେବେଳେ କୃଷ୍ଣ କହିଥିଲେ ପୋଷାକ ଗଛ ଉପରେ ଅଛି ଆସିକି ନେଇଯାଅ । ସେହି ସମୟରେ ଗୋପୀ ମାନେ କହିଲେ ଯେତେବେଳେ ଆମେ ଏହି ସ୍ଥାନକୁ ଆସିଥିଲୁ ସେତେବେଳେ ଏଠାରେ କେହି ନଥିଲେ ବର୍ତ୍ତମାନ ଆମେ ବିନା ବସ୍ତ୍ରରେ କେମିତି ନଦୀରୁ ବାହାରିବୁ । ଏହାର ଉତ୍ତର ଦେଇ କୃଷ୍ଣ କହିଲେ କେବଳ ଆପଣ ମାନଙ୍କୁ ଲାଗୁଛି ଏଠି କେହି ନଥିଲେ, ହେଲେ ମୁଁ ସବୁ ସ୍ଥାନରେ ଥାଏ ଏବଂ ତମେ ମାନେ ନଗ୍ନ ହୋଇ ନଦୀକୁ ଯାଇଥିଲ । ସେତେବେଳେ ଜଳର ଦେବତା ବରୁଣ ଦେବ ମଧ୍ୟ ତମକୁ ନଗ୍ନ ଅବସ୍ଥାରେ ଦେଖିଥିଲେ । ତେଣୁ ଏହି ଭୁଲ କେବେ କରିବା ଉଚିତ ନୁହେଁ, ଏହା ଦେବତା ମାନଙ୍କ ଅପମାନ ଅଟେ ।

୨. ଦ୍ଵିତୀୟ ନିୟମ ହେଉଛି କେବେ ବି ଗାଧୋଇବା ପରେ ଭୁଲ ସେ ମଧ୍ୟ ସ୍ନାନ ଗୃହକୁ ଅପରିଷ୍କାର ରଖିବେ ନାହିଁ । ଏହି ଅଭ୍ଯାସ ସବୁଠାରୁ ଅଧିକ ଖରାପ ଥାଏ । ବହୁତ ଲୋକ ଗାଧୋଇବା ପରେ ସ୍ନାନ ଗୃହରେ ଅପରିଷ୍କାର ପାଣି ପକାଇ ଦିଅନ୍ତି । ଏହା ଦ୍ଵାରା ବରୁଣ ଦେବତା କ୍ରୋଧ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଅଭ୍ୟାସ ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ । ତେଣୁ ଭୁଲ ସେ ମଧ୍ୟ ଏହି ପ୍ରକାରର ଭୁଲ କରନ୍ତୁ ନାହିଁ ।


୩. ଗାଧୋଇବା ପରେ ବହୁତ ଲୋକ ସ୍ନାନଗୃହକୁ ଅପରିଷ୍କାର କରି ଛାଡି ଦିଅନ୍ତି । ଯେଉଁ ଲୋକ ସ୍ନାନଗୃହକୁ ଅପରିଷ୍କାର ରଖନ୍ତି ସେମାନଙ୍କ ଉପରେ ଚନ୍ଦ୍ର ଦେବତାଙ୍କ ସହିତ ରାହୁ ଓ କେତୁଙ୍କ ଦୋଷ ଲାଗିଥାଏ । ରାହୁ କେତୁ ହେଉଛନ୍ତି ଛାୟା ଗ୍ରହ । ଏହି ଦୁଇଟି ଗ୍ରହ ଗୋଟେ ରାଶି ସହ ୧୮ ମାସ ପର୍ଯ୍ୟନ୍ତ ରହିପାରନ୍ତି । ଏହା ଦ୍ଵାରା କାଳସର୍ପ ଯୋଗ ହୋଇଥାଏ । ତେଣୁ ଗାଧୋଇବା ସମୟରେ କେବେ ଭୁଲ ସେ ମଧ୍ୟ ସ୍ନାନଗୃହକୁ ଅପରିଷ୍କାର କରି ଯିବେ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *