Vastu Shastra- ଗାଧୋଇବା ସମୟରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି ୫ଟି ଭୁଲ, ହେବ ସର୍ବନାଶ

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଭୁଲ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ କରିବା ଦ୍ଵାରା ପାପର ଭାଗୀଦାର ହୋଇଥାନ୍ତି । ଆମର ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ କିଛି ଉପାୟ ବିଷୟରେ କୁହାଯାଇଛି । ଯାହାଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିଥାଏ । ହେଲେ ବନ୍ଧୁଗଣ ଆପଣ ଦିନରେ ଏପରି କିଛି ଛୋଟ ଛୋଟ ଭୁଲ କରିଥାନ୍ତି । ଯାହାକୁ ଆପଣଙ୍କୁ ବହୁତ ସାମାନ୍ଯ ଲାଗିଥାଏ । ହେଲେ ବନ୍ଧୁଗଣ ଏହି ସବୁ ଭୁଲ ଆପଣଙ୍କ ଭାଗ୍ୟ ଓ ଆପଣଙ୍କ ଗ୍ରହ ନକ୍ଷତ୍ର ଉପରେ ବହୁତ ପ୍ରଭାବ ପକାଇ ଥାଏ । ଯାହାକୁ ଆପଣଙ୍କ ଜୀବନରେ ଆସୁଥିବା ସମୟକୁ ଶୁଭ ଏବଂ ଅଶୁଭରେ ପରିଣତ କରିଥାଏ ।

ଏହି ସବୁ କାର୍ଯ୍ୟ ଭିତରେ ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟ ରହିଛି ଗାଧୋଇବାର ସମୟ । ଯାହାକୁ ଆପଣ ନିଜ ଦିନର ଆରମ୍ଭରେ କରିଥାନ୍ତି । ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଭୁଲ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଭୁଲ ସେ ମଧ୍ୟ ଆପଣ ଗାଧୋଇବା ସମୟରେ କରିବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଭୁଲ ବିଷୟରେ ।


୧. ବନ୍ଧୁଗଣ ଗାଧୋଇବା ସମୟରେ ଭୁଲ ସେ ମଧ୍ୟ କେବେହେଲେ ନଖ କାଟିବେ ନାହିଁ । ତାହା ପାଦର ନଖ ହେଇଥାଉ କିମ୍ବା ହାତର ନଖ । ଆପଣ ଚାହିଁଲେ ନଖକୁ ଗାଧୋଇବା ପୂର୍ବରୁ କିମ୍ବା ଗାଧୋଇବା ପରେ କାଟି ପାରିବେ । ହେଲେ ବନ୍ଧୁଗଣ କିଛି ଲୋକ ନିଜ ନଖକୁ ନରମ କରି ସହଜରେ କାଟିବା ପାଇଁ ଗାଧୋଇବା ସ୍ମାୟରେ କାଟି ଥାନ୍ତି । ଏହି ଭୁଲକୁ ଅପାନ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । କାରଣ ଏହାକୁ ବହୁତ ବଡ ଅଶୁଭ ବିଚାର କରାଯାଇଥାଏ ।


୨. ବନ୍ଧୁଗଣ ଦୁତୀୟ ରହିଛି କେବେ ହେଲେ ଆପଣ ଗାଧୋଇବା ସମୟରେ ସେଭିଙ୍ଗ କରନ୍ତୁ ନାହିଁ । ଆପଣ ଚାହିଁଲେ ଗାଧୋଇବା ପୂର୍ବରୁ କିମ୍ବା ଗାଧୋଇବା ପରେ ସେଭିଙ୍ଗ କରିପାରିବେ । ହେଲେ ବନ୍ଧୁଗଣ ଗାଧୋଇବା ସମୟରେ ଆପଣ ଭୁଲ ସେ ମଧ୍ୟ ସେଭିଙ୍ଗ କରନ୍ତୁ ନାହିଁ । ଏହାକୁ ଅଶୁଭ ବିଚାର ମାନା ଯାଇଥାଏ । ଯାହାର ଅଶୁଭ ପ୍ରଭାବ ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ ପଡିପାରେ ।


୩. ତୃତୀୟରେ ରହିଛି ଅନ୍ୟ ଘର ଦ୍ଵାରା ଦିଆଯାଇଥିବା ଜିନିଷ ଗାଧୋଇବା ସମୟରେ ବ୍ୟବହାର କରନ୍ତୁ ନାହିଁ । ଯେପରି ବାଲଟି କିମ୍ବା ମଗ ଆଦି ଜିନିଷ ଯଦି ଅନ୍ୟ କିଏ ଦେଇଥାଏ ତା ହେଲେ ଆପଣ ସେହି ଜିନିଷକୁ ବ୍ୟବହାର କରନ୍ତୁ ନାହିଁ । ଏହି ଭୁଲ ପାଇଁ ଆପଣଙ୍କୁ ପାପ ଭୋଗ କରିବାକୁ ପଡିପାରେ ।

୪. ବନ୍ଧୁଗଣ ସ୍ନାନ କରିବା ସମୟରେ ଭୁଲ ସେ ମଧ୍ୟ କୌଣସି ଖରାପ ଚିନ୍ତାଧାରା ମନ ମଧ୍ୟକୁ ଆଣନ୍ତୁ ନାହିଁ । ବନ୍ଧୁଗଣ ସ୍ନାନକୁ ହିନ୍ଦୁଧର୍ମରେ ଏକ ପବିତ୍ର କାର୍ଯ୍ୟ କୁହାଯାଇଥାଏ । ଏହି ପବିତ୍ର କାର୍ଯ୍ୟ କରିବା ସମୟରେ ଯଦି ଆପଣ ନିଜ ମନରେ କୌଣସି ଖରାପ ଚିନ୍ତାଧାରା ରଖିବେ ତା ହେଲେ ଆପଣ ପାପର ଭାଗୀଦାର ନିଶ୍ଚୟ ହେବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *