ବାସୁନ୍ଦରୀ (Rare Trinket snake), ଦୁନିଆର ସବୁଠୁ ଦୁର୍ଲଭ ଓ ଭୟଙ୍କର ସାପ, ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ଏହି ସାପ, କିନ୍ତୁ ଏହି ଗାଁ କୁ କେମିତି ଆସିଲା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ପ୍ରକାରର ସାପ ଦେଖିଥିବେ । ଅସଲ ଜୀବନରେ ହେଉ ବା ସୋ-ସି-ଆ-ଲ ମି-ଡି-ଆରେ ହେଉ ଆପଣ ମାନେ କେବେ ନା କେବେ ସାପ ଦେଖିଥିବେ । ବନ୍ଧୁଗଣ ସାପ ମାନଙ୍କର ଅନେକ ପ୍ରଜାତି ଅଛି । କିଛି ସାପ ଏମିତି ଅଛନ୍ତି ଯେଉଁ ମାନଙ୍କୁ କେବଳ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଦେଖିବାକୁ ମିଳିଥାଏ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ବନ୍ଧୁଗଣ ଏହି ଭିଡିଓରେ ଦୁନିଆର ଏକ ଦୁର୍ଲଭ ସାପ ଦେଖିବାକୁ ମିଳିଛି ଯାହାକୁ ଦେଖି ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଆପଣ ମାନେ ବି ନିଜ ଜୀବନରେ ବୋଧେ ପ୍ରଥମ ଥର ପାଇଁ ଏହି ସାପ ଦେଖିବେ । ଆଜି ଆମେ ଆପଣ ମାନଙ୍କୁ ଏହି ସାପ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସାପ ବିଷୟରେ ।

ବନ୍ଧୁଗଣ ଆମ ଓଡିଶାର ଏକ ଗାଁ ଭିତରୁ ଟ୍ରିଙ୍କେଟ ସାପ ଉଧାର କରାଯାଇଛି । ଏହି ସାପଟି ବହୁତ ଦୁର୍ଲଭ ଅଟେ ଓ ଏହାର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ସାପର ଚୋ-ଟ ମା-ରି-ବା-ର ଷ୍ଟାଇଲ ମଧ୍ୟ ସବୁ ଠାରୁ ଭିନ୍ନ । ଏହି ସାପଟି ଥଣ୍ଡା ଜାଗାରେ ରହିବା ପାଇଁ ପସନ୍ଦ କରେ । ପ୍ରଥମେ ଗାଁ ଲୋକମାନେ ଏହି ସାପଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ଏକ ସାପ ଧରାଳିକୁ ଡକାଇ ଥିଲେ ।

ବନ୍ଧୁଗଣ ଟ୍ରିଙ୍କେଟ ସାପଟି ବହୁତ ଥର ସାପ ଧରାଳିଙ୍କୁ ଚୋ-ଟ ମା-ରି-ବା ପାଇଁ ଚେଷ୍ଟା କରିଥିଲା ହେଲେ ସାପ ଧରାଳି ଜଣକ ଅତି ସାବଧାନତାର ସହ ସାପଟିକୁ ଉଧାର କରିଥିଲେ ।ଭାଗ୍ୟରେ ଥିଲେ ଏହିଭଳି ସାପ ଦେଖିବାକୁ ମିଳିଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁର୍ଲଭ ଟ୍ରିଙ୍କେଟ ସାପଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *