ଏତେ ବଡ ଦୁନିଆରେ ଲିଲି ଏକା ! ବାପା, ମା, ଭାଇ ସମସ୍ତେ ଆରପାରିରେ, ଥରେ ଶୁଣନ୍ତୁ ଝିଅଟି କାନ୍ଦି କାନ୍ଦି କଣ କହୁଛି ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video 

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ହୃଦୟ ବି-ଦା-ର-କ ଅଟେ ଓ ଏହା ଆପଣଙ୍କ ମନରେ ମଧ୍ୟ ଦୁଃଖ ଭରିଦେବ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଗତ କାଲି ଥିଲା ପବିତ୍ର ଦୀପାବଳି ପର୍ବ । ସାଧାରଣତଃ ଦୀପାବଳିରେ ସମସ୍ତ ଲୋକ ନିଜ ବାପା ମା, ସ୍ତ୍ରୀ ଓ ପିଲା ଛୁଆଙ୍କ ସହ ହସଖୁସିରେ ସମୟ ଅତିବାହିତ କରନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଏହି ଦୁନିଆରେ କେହି ବି ନାହାନ୍ତି । ଏହି ଯୁବତୀ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ରେଢାକୁଲ ଉପକଣ୍ଠ ମଳାନାଳୀ ଗଣର ୧୮ ବର୍ଷୀୟ ଲିଲି ସାହୁ ।

ଏତେ ବଡ ଦୁନିଆରେ ଲିଲି ସଂପୂର୍ଣ୍ଣ ଏକା । ଲିଲିଙ୍କ ମତରେ-‘ମୋ ବାପା ମା ଚାଲିଗଲେ ମୋ ଭାଇ ବି ଚାଲିଗଲେ ମୋ ପାଖରେ କେହି ବି ନାହାନ୍ତି । କାଲି ଦୀପାବଳି ଥିଲା ମୋତେ ବହୁତ ମନେ ପଡିଲା ପୁରୁଣା କଥା ଆମ ଘରେ ବି ବହୁତ ଖୁସିରେ ଦୀପାବଳି ହୁଏ’ । ଯେଉଁ ବୟସରେ ହସଖୁସିରେ ଜୀବନ କା-ଟି-ବା କଥା ସେହି ବୟସରେ ଜୀବନ ଜୀବିକାକୁ ନେଇ ସଂ-ଘ-ର୍ଷ କରୁଛନ୍ତି ଲିଲି ।

ରୋଜଗାର କରିବା ପାଇଁ କେତେବେଳେ ମୁଲିଆ କାମ କରୁଛନ୍ତି ତ କେତେବେଳେ ବିଡି ବାନ୍ଧୁ ଛନ୍ତି । ଘରର ସମସ୍ତ କାମ ଲିଲି ନିଜେ କରୁଛନ୍ତି । ବନ୍ଧୁଗଣ ଲିଲି ସରକାରଙ୍କ ଠାରୁ ଆର୍ଥିକ ସହାୟତା ମାଗୁଛନ୍ତି ।

ସେ ଚାହୁଁଛନ୍ତି ନିଜେ କିଛି କରିବା ପାଇଁ । ଆଉ କିଛି ଦିନ ପରେ ଲିଲିଙ୍କ ବିବାହ ବୟସ ଆସିଯିବ ସେତେବେଳେ ଲିଲିଙ୍କ ଜୀବନ କଣ ହେବ ତାକୁ ନେଇ ଲିଲି ବହୁତ ଚିନ୍ତାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *