Vastu Tips- ଗାଈ ପାଦର ମାଟିରେ କରନ୍ତୁ ଏହି ଚମତ୍କାରୀ ଉପାୟ, ଭିକାରୀ ବି ହେଇଯିବ କୋଟିପତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ଗାଈ ପାଦର ମାଟିର ବ୍ୟବହାର କିପରି କରିବା ଦ୍ୱାରା ଆପଣ ଧନବାନ ହୋଇପାରିବେ ଏବଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ସ୍ଥାପନ ହେବ।
ବନ୍ଧୁଗଣ ଯେଉଁ ଘରେ ପ୍ରାୟ ସମୟ ସମସ୍ୟା ଲାଗି ରହିଥାଏ, ଯଦି ଘରର କୌଣସି ବ୍ୟକ୍ତି ରୋଗଗ୍ରସ୍ତ ଥାଆନ୍ତି ଏବଂ ଏହା ସହିତ ଯଦି ଵ୍ୟପାର ବାଣିଜ୍ୟ ରେ ଉନ୍ନତି ଲାଭ କରିବା କୁ ଚାହାନ୍ତି ତେବେ ଏହି ଉପାୟ ଟି ନିଶ୍ଚିତ ଭାବରେ କାର୍ଯ୍ୟକାରୀ ହୋଇଥାଏ।ବନ୍ଧୁଗଣ ଏହି ଉପାୟ ଦ୍ୱାରା ଘରେ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ।

ବନ୍ଧୁଗଣ ଏହି ଉପାୟ ସେହି ମାନଙ୍କ ପାଇଁ ଯେଉଁ ନାରୀ ମାନଙ୍କ ଗର୍ଭଧାରଣ ଜନିତ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ , ସନ୍ତାନ ହୋଇନଥାଏ ଅଥବା ସନ୍ତାନ ଗର୍ଭରେ ରହିବା ପରେ ସମସ୍ୟା ଦେଖା ଯାଇଥାଏ। ଏହାସହିତ ଗର୍ଭପାତ ର ସମସ୍ୟା ଯେଉଁ ନାରୀ ଙ୍କ ମଧ୍ୟରେ ଦେଖା ଯାଏ ଏହି ଉପାୟ ସେହି ମାନଙ୍କ ପାଇଁ କାର୍ଯ୍ଯକାରୀ ହୋଇଥାଏ।

ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ଅପାର ଧନ ସଂପତ୍ତି ରହିଛି କିନ୍ତୁ ସେମାନେ ତାହାକୁ ଉପଭୋଗ କରି ପାରନ୍ତି ନାହିଁ। ତେବେ ବନ୍ଧୁଗଣ ଏହି ଉପାୟ କରିବା ଦ୍ୱାରା ନବଗ୍ରହ ଶାନ୍ତ ହୋଇଥାନ୍ତି ଏବଂ ବିଭିନ୍ନ ପ୍ରକାର ସମସ୍ୟା ଦୂର ହୋଇଥାଏ। ବନ୍ଧୁଗଣ ଏହି ଚମତ୍କାରୀ ଉପାୟ ଟି ଗାଈ ସହିତ ଜଡ଼ିତ ଅଟେ।ସମଗ୍ର ଭାରତ ବର୍ଷରେ ଗାଈକୁ ପୂଜା କରା ଯାଇଥାଏ। ଗାଈକୁ ମାଆ ସମାନ ମାନି ନିଆ ଯାଇଥାଏ।

ଶାସ୍ତ୍ର ରେ ଗାଈ କୁ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଇଛି। ବନ୍ଧୁଗଣ କେବଳ ଶାସ୍ତ୍ର ରେ ହିଁ ନୁହେଁ ବୈଜ୍ଞାନିକ ଦୃଷ୍ଟି ରୁ ମଧ୍ୟ ଗାଈ ଦ୍ଵାରା ବିଭିନ୍ନ ଉପକାର ମିଳିଥାଏ। ବିଜ୍ଞାନ ଅନୁସାରେ ଗାଈ ହେଉଛି ଏଭଳି ଏକ ପଶୁ ଯିଏ ନିଶ୍ୱାସ ରେ ଅମ୍ଳଜାନ ଗ୍ରହଣ କରିଥାଏ ଏବଂ ପ୍ରଶ୍ଵାସ ରେ ମଧ୍ୟ ଅମ୍ଳଜାନ ହିଁ ତ୍ୟାଗ କରିଥାଏ।ତେଣୁ ଗାଈ ଆମ ପାଇଁ ପ୍ରକୃତିର ଏକ ସୁନ୍ଦର ଉପହାର ଅଟେ।

ବନ୍ଧୁଗଣ ଗାଈର ମୂତ୍ରରେ ବିଭିନ୍ନ ପ୍ରକାର ଔଷଧିୟ ଗୁଣ ରହିଥାଏ,ଯାହା ଚିକତ୍ସା ରେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ। ଏହା ସହିତ ଗାଈ ର କ୍ଷୀର ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଗାଈର ଗୋବର ମଧ୍ୟ ଘର କାର୍ଯ୍ୟ ରେ ପ୍ରୟୋଗ କରାଯାଇଥାଏ। ବନ୍ଧୁଗଣ ଯେଉଁ ଘରେ ଗାଈ ରହିଥାଏ ସେହି ଘରର ବାତାବରଣ ଅତ୍ୟନ୍ତ ଶାନ୍ତ ଏବଂ ଶୁଦ୍ଧ ହୋଇଥାଏ। ଏହା ସହିତ ଗାଈର ଆଖପାଖ ରେ ରହିବା ଦ୍ଵାରା ମାନସିକ ଚିନ୍ତା ରୁ ମଧ୍ୟ ମୁକ୍ତି ମିଳିଥାଏ।ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ବାସ୍ତୁ ଶାସ୍ତ୍ର ସମ୍ବନ୍ଧରେ ଆଲୋଚନା କରିବା।

ବନ୍ଧୁଗଣ ପ୍ରତିଦିନ ସକଳେ ଗାଈକୁ ଚାରା,ରୁଟି ଏବଂ ଗୁଡ଼ ଖାଇବାକୁ ଦେବା ଦ୍ବାରା ଅତ୍ୟନ୍ତ ଶୁଭ ବୋଲି ମାନି ନିଆଯାଇଥାଏ। ଏପରି କରିବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ଦୂର ହୋଇଥାଏ। ଏହା ଦ୍ଵାରା ଯାତକ ର ସମସ୍ତ ଦୋଷ ଦୂର ହୋଇଥାଏ ଏବଂ ପିତୃ ଦୋଷ ମଧ୍ୟ ଦୁର ହୋଇଥାଏ।ଯଦି ପ୍ରତିଦିନ ଆପଣଙ୍କ ଘର ଦ୍ୱାର ସମ୍ମୁଖ କୁ ଆସି ଗାଈ ରାବ ଛାଡ଼ିଥାଏ ତେବେ ଆପଣଙ୍କ ଘରେ ସର୍ବଦା ସୁଖ ଶାନ୍ତି ରହିଥାଏ।
ବନ୍ଧୁଗଣ ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରିବା ନିମନ୍ତେ ଯାଉଛନ୍ତି ଏବଂ ବାଟରେ ଗାଈକୁ ଦେଖନ୍ତି ତେବେ ଆପଣଙ୍କ ଯାତ୍ରା ଶୁଭ ଏବଂ ମଙ୍ଗଳମୟ ହୋଇଥାଏ।

ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଉପାୟ ଟି କଣ ଯାହାକୁ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ। ତେବେ ବନ୍ଧୁଗଣ ଏହି ଉପାୟ ନିମନ୍ତେ ପ୍ରଥମେ ଆପଣ ସ୍ଥାନ ଚୟନ କରିବେ। ଯେଉଁ ସ୍ଥାନରେ ଗାଈ ମାନେ ବନ୍ଧା ହୋଇଥିବେ ସେହି ସ୍ଥାନକୁ ଯାଇ କିଛି ମାଟି ନେଇ ଆସିବେ। ଏହାପରେ ଏହି ମାଟିରେ ଗଙ୍ଗାଜଳ ମିଶାଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରିବେ। ଆପଣ ୫ରୁ ୭ଟି ଗୁଳା ପ୍ରସ୍ତୁତ କରିବେ। ଏହି ଗୁଳାକୁ ଆପଣ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ରଖି ଦିଅନ୍ତୁ ଏବଂ ଶୋଇ ପଡ଼ନ୍ତୁ ସକାଳୁ ଉଠିବା ପରେ ସେହି ଗୁଳା ମଧ୍ୟ ରୁ ଗୋଟିଏ ଗୁଳାକୁ ନେଇ ଓସ୍ତ ଗଛ ମୂଳରେ ରଖି ଦିଅନ୍ତୁ।

ବନ୍ଧୁଗଣ ଏହି ଉପାୟ କରିବା ପରେ ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ସ୍ଥାପନ ହେବ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ। ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଉପାୟ ଟି କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *