ବେଡ ରେ ପଡିଥିବା ଲୋକ ବି ଦୌଡିବାକୁ ଲାଗିବ, ଆଣ୍ଠୁ ଗଣ୍ଠି ବିନ୍ଧା, ଶିର ବ୍ଲକେଜ, ହାତ ଗୋଡ ବିନ୍ଧା ସବୁ ଗାୟବ ହେଇଯିବ, କେବଳ କରନ୍ତୁ ଏହି ଗୋଟିଏ ଉପାୟ- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକ ଆଣ୍ଠୁ ବ୍ୟଥା, ଅଣ୍ଟା ବ୍ୟଥା ଓ ଦୁର୍ବଳତା ଆଦି ସମସ୍ଯାର ସମୁଖୀନ ହେଉଛନ୍ତି । ଏହା ବ୍ଯତୀତ କେତେକ ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କୁ ଚାଲିବାରେ ବହୁତ କଷ୍ଟ ହେଉଛି । ବନ୍ଧୁଗଣ ଏହି ସମସ୍ତ ସମସ୍ଯା ପାଇଁ ଆପଣ ବିଭିନ୍ନ ପ୍ରକାରର ମେଡ଼ିସିନର ସେବନ କରୁଥିବେ ହେଲେ ବନ୍ଧୁଗଣ ଏହି ସମସ୍ତ ସମସ୍ଯା ପାଇଁ ଆପଣଙ୍କୁ ଘରୋଇ ଉପଚାର କରିବା ଉଚିତ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ପ୍ରୟୋଗ କରି ଆପଣ ନିଜର ଆଣ୍ଠୁ ଗଣ୍ଠି ଓ ଅଣ୍ଟା ବ୍ୟଥା ଆଦି ସମସ୍ତ ସମସ୍ଯାକୁ କେବଳ ଗୋଟିଏ ସପ୍ତାହ ମଧ୍ୟରେ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ବନ୍ଧୁଗଣ ଆପଙ୍କୁ ଏହି ଉପଚାର କରିବା ପାଇଁ ମୁଖ୍ୟ ସାମଗ୍ରୀ ଦରକାର ଅଖରୋଟ । ବନ୍ଧୁଗଣ ଅଖରୋଟରେ ଓମେଗା ୩ ଫେଟିଏସଡି ପ୍ରଚୁର ମାତ୍ରାରେ ରହିଥାଏ ଯାହା ଆମର ହାଡ ସମ୍ବନ୍ଧିତ ସମସ୍ତ ସମସ୍ଯାକୁ ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ରାତିରେ ଶୋଇବା ପୂର୍ବରୁ ୧୦ ରୁ ୧୨ଟି ଅଖରୋଟ ନିଅନ୍ତୁ ଓ ଏହାକୁ ଏକ ମାଟି ପାତ୍ର କିମ୍ବା ତମ୍ବା ପାତ୍ରରେ ପାଣି ଦେଇ ଭିଜେଇ ଦିଅନ୍ତୁ ।

ପ୍ରତ୍ୟକ ଦିନ ସଖାଳ ସମୟରେ ଉଠିବା ପରେ ଆପଣ ଖାଲି ପେଟରେ ଏହି ଅଖରୋଟକୁ ଚୋବାଇ ଖାଇ ଦିଅନ୍ତୁ ଓ ଏହି ପାଣିକୁ ପିଇ ଦିଅନ୍ତୁ । ବନ୍ଧୁଗଣ ଏହା ବ୍ଯତୀତ ଆପଣ ନିଜର ଖାଦ୍ୟ ପେୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦିଅନ୍ତୁ । ଆଣ୍ଠୁ ଗଣ୍ଠି ବ୍ୟଥା ଆଦି ସମସ୍ଯା ହେବାର ମୁଖ୍ୟ କାରଣ ହେଉଛି ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ । ଯଦି ଆପଣ ନିଜ ଖାଦ୍ୟ ପେୟକୁ ସଠିକ ରଖିବେ ତା ହେଲେ ଆପଣଙ୍କୁ କୌଣସି ପ୍ରକାରର ସମସ୍ଯା ହେବ ନାହିଁ ।

ତେଣୁ ବନ୍ଧୁଗଣ ଆପଣ ସବୁଦିନ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ ଏକ ଗ୍ଳାସ କ୍ଷୀରରେ ଏକ ଚାମଚ କେସର ମିଶାଇ ତାହାର ସେବନ କରନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କ ପାଖରେ କ୍ଷର ନାହିଁ, ତା ହେଲେ ଆପଣ ହଳଦୀର ପ୍ରୟୋଗ ମଧ୍ୟ କରିପାରିବେ ।ବନ୍ଧୁଗଣ ଏହି ଦୁଇଟି ଉପଚାର କରିବା ସହିତ ଆପଣ ପ୍ରତ୍ୟକ ଦିନ ସଖାଳ ସମୟରେ ବାୟାମ ଓ ଯୋଗ ଆଦି ନିଶ୍ଚୟ କରନ୍ତୁ ।

କାରଣ ଏହା ହେଉଛି ପ୍ରାକୃତିକ ଉପଚାର ଯାହାକୁ କରିବା ଦ୍ଵାରା ଆମ ଶରୀର ସୁସ୍ଥ ରହିବ । ବନ୍ଧୁଗଣ ଅପାନ ନିଜର ନୀତି ଦିନିଆ ଜୀବନ ଶୈଳୀରେ ଏହି ତିନୋଟି ବିଶେଷ କଥାର ଧ୍ୟାନ ନିଶ୍ଚୟ ରକନ୍ତୁ ଦେଖିବେ ମାତ୍ର ଏକ ସପ୍ତାହ ମଧ୍ୟରେ ଆପଣଙ୍କୁ ଏହାର ଫରକ ଜଣା ପଡିଯିବ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *