ଓଡିଆ ଜୋକ୍ସ- ଜଣେ ଲୋକ ନିଜ ଶାଳି ସହ ମଜାକ କରୁଥିଲା, ଭିଣେଇ – ଶାଳି ତ ଅଧା ଘରବାଲି ହେଇଥାଏ

ମଣିଷ ଜୀବନରେ ଖୁସିକୁ ବହୁତ ମହତ୍ଵ ଦେଇଥାଏ । କିଛି ଖୁସି ପାଇବା ପାଇଁ ମଣିଷ ବହୁତ କଷ୍ଟ ବା ପରିଶ୍ରମ କରିଥାଏ । ହେଲେ ବର୍ତ୍ତମାନ ମଣିଷ ନିଜ ଜୀବନରେ ଏତେ ବ୍ୟସ୍ତ ବହୁଳତାରେ ରହିଯାଉଛନ୍ତି ଯାହାଫଳରେ ସେମାନଙ୍କ ମୁହଁରେ ଖୁସି ରାହୁନାହିଁ । ବନ୍ଧୁଗଣ ଆପଣଙ୍କ ବ୍ୟସ୍ତମୟ ଜୀବନରେ କିଛି ଖୁସି ନେଇ ଆଜିଆମେ ଆପଣଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ଆଣିଛୁ । ବନ୍ଧୁଗଣ ଏହାକୁ ପଢିବା ଦ୍ଵାରା ଆପଣ ବହୁତ ଖୁସି ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ମଜ୍ଦାର ଜୋକ୍ସ ବିଷୟରେ ।

୧. ବରଯାତ୍ରୀରେ ଗୋଟିଏ  ସେହିବହୁତ ଅକ୍କଡ ଦେଖାଉଥିଲା ।

ଲୋକ ଚଟି ଛାତି ଫୁଲେଈ ଅକ୍କଡ ଦେଖେଇ ଚାଲୁଥିଲା,

ସେ ଯେଉଁ ପଟେ ଯାଉଥିଲା ତା ସହ ୪ଟି ଲୋକ ରୋବଟ ପରି ଚାଲି ଚାଲି ଯାଉଥିଲେ ।

ସେହି ଲୋକଟି ନା ବର ଥିଲା ନା ବରର ବାପା,

ନା ବରର ମଉସା ନା ବରର ପିଉସା

ପରେ ଜଣା ପଡିଲା ସେହି ଲୋକ ବରଯାତ୍ରୀ ପାଇଁ ମଦ ବନ୍ଦୋବସ୍ତ କରିଥିଲା ।

୨. ସାନ୍ତା ନିଜ ମା’କୁ ଖୁସି କରେଇବା ପାଇଁ ଫ୍ରିଜରୁ କ୍ଷୀର ଆଣି ଗ୍ଯାସରେ ଗରମ କରିଲା,

ହେଲେ କିଛି ସମୟ ଗରମ ହେବା ପରେ କ୍ଷୀର ଛିଣ୍ଡି ଗଲା…

କିଛି ସମୟ ପରେ ସାନ୍ତାକୁ ମନେ ପଡିଲା ତାହା କ୍ଷୀର ନୁହେଁ ଦହି ଥିଲା ଯାହାକୁ ତା ମା ଜମା କରି ରଖିଥିଲେ

ଏହାପରେ ସାନ୍ତାର ବେଳା ଖରାପ

୩. ସାନ୍ତା ନିଜ ସ୍ତ୍ରୀକୁ ନେଇ ବିଉଟି ପାର୍ଲର ଯାଇଥିଲା । ସାନ୍ତା ପାର୍ଲରରେ ଖବର କାଗଜ ପଢୁଥିଲା

ସେହି ସମୟରେ ଜଣେ ମହିଳା ଆସିଲା ଓ ସାନ୍ତାର କାନ୍ଧ ଉପରେ ହାତ ରଖି କହିଲା- ଆସ ଯିବା

ଏହା ଶୁଣି ସାନ୍ତାର ମୁଣ୍ଡରୁ ଝାଳ ବାହାରିବା ଆରମ୍ଭ ହୋଇଥିଲା ।

ସାନ୍ତା କହିଲା- ଭଉଣୀ ମୁ ମୋର ସ୍ତ୍ରୀ ସହ ଆସିଛି ଆଉ ମୁ ବିବାହିତ ଅଟେ ।

ମହିଳା- ଆରେ ମୁ ପରା ତମର ସ୍ତ୍ରୀ ।

ସାନ୍ତା- କ୍ଷମା କରିବ ହେଲେ ଯାହା କୁହ କମାଲ କରି ଦେଉଛନ୍ତି ପାର୍ଲର ବାଲା

୪. ଅଧ୍ୟାପିକା(ଛାତ୍ର ମାନଙ୍କ ସହ)- ଚିନ୍ତା ଓ ଭାବନା ମଧ୍ୟରେ କଣ ଫରକ ରହିଛି ପିଲା ମାନେ କୁହ ?

ଛାତ୍ର- ଆପଣ ମସ୍ତ ଆଇଟମ ଅଟନ୍ତି ଏହା ଆମର ଚିନ୍ତାଧାରା ଅଟେ,

ଆମେ ସବୁ ପିଲା ଅଟୁ ଏହା ଆପଣଙ୍କ ଭାବନା ଅଟେ ।

୫. ଜଣେ ଲୋକ ନିଜ ଶାଳି ସହ ମଜାକ କରୁଥିଲା ।

ଲୋକ- ଆରେ ଶାଳି ତ ଅଧା ଘରବାଲି ହେଇଥାଏ

ଏହି କଥା ଶୁଣି ଶାଳି ଭିଣେଇ ପାଖକୁ ଆସିଲା ଓ

କାନରେ ବହୁତ ପ୍ୟାର ସେ କହିଲା

ଶାଳି- ଠିକ ଅଛି, ଆଜିଠୁ ତୁମ ଅଧା ସାଲାରି ମତେ ଦେଇଦେବ

ସେହି ଦିନୁ ଭିଣେଇ ମଜାକ କରିବା ଛାଡି ଦେଲା

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *