ଫ୍ରିଜର ପାଣି ପ୍ରତିଦିନ ପିଇବା ଦ୍ଵାରା କେଉଁ ବେମାରୀ ହୋଇଥାଏ ? 15+ GK Question with Answer

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

 


1- କେଉଁ ପକ୍ଷୀକୁ ଦିନ ସମୟରେ ବି ଦେଖାଯାଇନଥାଏ ?

ଉତ୍ତର;- ପେଚାକୁ ଦିନ ସମୟରେ ବି ଦେଖାଯାଇନଥାଏ ।

2- କେଉଁ ଦେଶରେ ସମାଧି ଉପରେ କ୍ୟୁଆର କୋଡ କରାଯାଇଥାଏ ?

ଉତ୍ତର;- ଜାପାନ ଦେଶରେ ସମାଧି ଉପରେ କ୍ୟୁଆର କୋଡ କରାଯାଇଥାଏ ।

3- ମନୁଷ୍ୟ ଶରୀରର କେଉଁ ଅଙ୍ଗ 16 ବର୍ଷ ପରେ ବଢିନଥାଏ ?

ଉତ୍ତର;- ମନୁଷ୍ୟ ଶରୀରର 16 ବର୍ଷ ପରେ ଦାନ୍ତ ବଢିନଥାଏ ।

4- କେଉଁ ଫଳ ଖାଇବା ଦ୍ଵାରା ଶରୀରରେ ରକ୍ତ ବହୁତ ଶୀଘ୍ର ବଢିବା ଆରମ୍ଭ କରିଥାଏ ?

ଉତ୍ତର;- ଡାଳିମ୍ବ ଖାଇବା ଦ୍ଵାରା ଶରୀରରେ ରକ୍ତ ବଢିଥାଏ ।

5- କେଉଁ ଜୀବ ଯିଏ ନିଜର ଲୁହ ପାଇଁ ପ୍ରସିଦ୍ଧ ଅଟେ ?

ଉତ୍ତର;- ଘଡିଆଳ ନିଜର ଲୁହ ପାଇଁ ପ୍ରସିଦ୍ଧ ଅଟେ ?

6- ବାଇଗଣୀ ରଙ୍ଗର ଗୋଲାପ କେଉଁ ଦେଶରେ ଦେଖିବାକୁ ମିଳିଥାଏ ?

ଉତ୍ତର;- ବାଇଗଣୀ ରଙ୍ଗର ଗୋଲାପ ତୁର୍କୀ ଠାରେ ଦେଖିବାକୁ ମିଳିଥାଏ ।

7- ଟ୍ରେନକୁ ଅଟକାଇବା ପାଇଁ କେଉଁ ରଙ୍ଗର ପ୍ରୟୋଗ କରାଯାଇଥାଏ ?

ଉତ୍ତର;- ଟ୍ରେନକୁ ଅଟକାଇବା ପାଇଁ ନାଲି ରଙ୍ଗର ପ୍ରୟୋଗ କରାଯାଇଥାଏ ।

8- ଉଡାଜାହାଜର ସନ୍ଧାନ ପ୍ରଥମେ କେଉଁ ଦେଶ କରିଥିଲା ?

ଉତ୍ତର;- ଉଡାଜାହାଜର ସନ୍ଧାନ ସର୍ବପ୍ରଥମେ ଆମେରିକା ଦେଶରେ ହୋଇଥିଲା ।

9- ହୋଲିକା ଦହନ ସମୟରେ କେଉଁ ଶଶ୍ଯକୁ ଜଳା ଯାଇଥାଏ ?

ଉତ୍ତର;- ହୋଲିକା ଦହନ ସମୟରେ ଯଅକୁ ଜଳା ଯାଇଥାଏ ।

10- ସାପ କେତେ କିଲୋମିଟର ପର୍ଯ୍ୟନ୍ତ ଦେଖିପାରିଥାଏ ?

ଉତ୍ତର;- ସାପ 2 କିଲୋମିଟର ପର୍ଯ୍ୟନ୍ତ ଦେଖିପାରିଥାଏ ।

11- କେଉଁ ଦେଶରେ ଛାତ ଉପରୁ ଡେଇଁବା ଦ୍ଵାରା ଦଣ୍ଡ ମିଳିଥାଏ ?

ଉତ୍ତର;- ନ୍ୟୁୟର୍କ ଦେଶରେ ଛାତ ଉପରୁ ଡେଇଁବା ଦ୍ଵାରା ଦଣ୍ଡ ମିଳିଥାଏ ।

12- ଗାନ୍ଧୀଜୀଙ୍କର କେତେ ଥର ବିବାହ ହୋଇଥିଲା ?

ଉତ୍ତର;- ଗାନ୍ଧୀଜୀଙ୍କର ବିବାହ 1 ଥର ହିଁ ହୋଇଥିଲା ।

13- ଉଦୟ ସୂର୍ଯ୍ୟର ଭୂମୀ କେଉଁ ଦେଶକୁ କୁହାଯାଇଥାଏ ?

ଉତ୍ତର;- ଉଦୟ ସୂର୍ଯ୍ୟର ଭୂମୀ ଜାପାନ ଦେଶକୁ କୁହାଯାଇଥାଏ ।

14- କେଉଁ ଜୀବ ପାଣିରେ ରହି ମଧ୍ୟ ପାଣି ପିଇନଥାଏ ?

ଉତ୍ତର;- ବେଙ୍ଗ ପାଣିରେ ରହେ, ହେଲେ ପାଣି ପିଇନଥାଏ ।

15-ଫ୍ରିଜର ପାଣି ପ୍ରତିଦିନ ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର;- ଫ୍ରିଜର ପାଣି ପିଇବା ଦ୍ଵାରା ଥଣ୍ଡା ହୋଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *