ବନ୍ଧୁଗଣ 3ଟି ପାରା ମଧ୍ୟରୁ ବାଛନ୍ତୁ ଯେ କୌଣସି ଗୋଟିଏ । ଏହା ଦ୍ଵାରା ଆପଣ ନିଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣି ପାଇବେ । ଆପଣ କାହାର ବି ନାମ ଚିନ୍ତା କରି ବାଛନ୍ତୁ ଯେ କୌଣସି ଗୋଟେ ପାରା ର ଚିତ୍ର । ଆଗକୁ ଆପଣଙ୍କର ସମୟ କିପରି ହେବ । ଓ ତାଙ୍କ ମନରେ ଆପଣଙ୍କ ପାଇଁ ଅଛି ତାହା ମଧ୍ୟ ଜାଣି ପାରିବେ । ଏହି 3ଟି ପାରା ଙ୍କର ରଙ୍ଗ ହେଉଛି ଧୂସର, ଲାଲ ଓ ହଳଦିଆ ରଙ୍ଗ । 3ଟି ସଂଖ୍ୟା ମଧ୍ୟ ରହିଛି ଯଥା 1, 2, 3 । ତେବେ ଏଥିପାଇଁ ଆପଣଙ୍କୁ 3 ସେକେଣ୍ଡର ସମୟ ଦିଆଗଲା । ଏବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
1- ଯଦି ଆପଣ ଧୂସର ରଙ୍ଗର ପାରା କୁ ଚୟନ କରିଛନ୍ତି ଆପଣଙ୍କର ମାଧ୍ୟମ ଫଳଦାୟକ ଦଶା ପଡିଛି । ସୁଖ ଦୁଃଖ ମିଶ୍ରିତ ଫଳ ପାଇବେ । ରୋଜଗାର ବିଶେଷ ହେବ । ଆପଣ ଜ୍ଞାନୀ ପଣ୍ଡିତଙ୍କୁ ନିଜର ଜାତକ ଦେଖାନ୍ତୁ । ଆପଣଙ୍କର ବ୍ଯାକୁଳତା ମନରେ ରହୁଛି । ଧନ ଦ୍ଵାରା ସବୁ କାମ ସଂପୂର୍ଣ୍ଣ ହେବ । ଅଶୁଭ ସମୟ ଯାଇ ଶୁଭ ସମୟ ଆସୁଛି । ପାରିବାରିକ ସୁଖ ପାଇବେ । ମନ୍ଦ ଦଶା ଶେଷ ହେବ । ଆଉ ଚିନ୍ତା କରନ୍ତୁନି । ଯେଉଁ କାମ ପାଇଁ ଭାବନରେ ବିତାଇଥିଲେ ତାହା ଏବେ ଦୂର ହେବ । ଚିନ୍ତା ପରିହାର ହେବ । ଆପଣଙ୍କ ଜୀବନରେ ଅନେକ ଶୁଭ ପରିବର୍ତ୍ତନ ଆସିବ ।
2- ଯଦି ଆପଣ ଲାଲ ରଙ୍ଗର ପାରା କୁ ବାଛିଛନ୍ତି ତେବେ ମିତ୍ର ପରିଜନ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ଶତ୍ରୁ ଅଧିକ ହେଉଛନ୍ତି । ରାଜକୀୟ କାର୍ଯ୍ୟ ରେ ବିଫଳ ହେଉଛନ୍ତି । ଲାଭ ବଦଳରେ କ୍ଷତି ମିଳୁଛି । ଯେତେ ଖର୍ଚ୍ଚ କରିଲେ ବି ପରିବାର ପାଇଁ ହେଉଛି । ଆପଣ ଜିଦଖୋର ବ୍ୟକ୍ତି ହୋଇଥିବାରୁ ସ୍ତ୍ରୀ ଙ୍କ କଥା ଶୁଣୁ ନାହାନ୍ତି । ଆପଣଙ୍କର ଶୁଭ ସମୟର ଆରମ୍ଭ ମଙ୍ଗଳବାର ହୋଇଥିବ । ଆପଣଙ୍କ ପାଇଁ ଆଗାମୀ 17 ବର୍ଷ ଯାଏଁ ଶୁଭ ଫଳ ଭୋଗ କରିବେ । ଆପଣ ବୁଦ୍ଧି ଖର୍ଚ୍ଚ କରି ଚନ୍ଦ୍ରକାନ୍ତି ରତ୍ନ ଧାରଣ କରନ୍ତୁ । ଗୁପ୍ତ ଧନ ପ୍ରାପ୍ତ ହେବ ।
3- ଆପଣଙ୍କୁ ପ୍ରଥମ ନଜରରେ ହଳଦିଆ ରଙ୍ଗର ପାରା ପସନ୍ଦ ଆସିଥିଲେ ଆପଣର ବିଳାସ ବ୍ୟସନା ଜୀବନ ବିତାଇବେ । ଯାହା ଚିନ୍ତା କରିଛନ୍ତି ତାହା ସହଜରେ ସମାଧାନ ହୋଇଯିବ । ଶୁଭ ସମୟ ପାଖେଇ ଆସୁଛି । ଶତ୍ରୁ ପରାଜୟ ହେବେ । ରାଜା କାର୍ଯ୍ୟ ରେ ବିଶେଷ ସ୍ଥାନ ପାଇବେ । ଧ୍ୟାନ ରଖନ୍ତୁ ମନ୍ତ୍ର ଯନ୍ତ୍ର ର ପ୍ରଭାବ ଆପଣଙ୍କ ଉପରେ ରହିବନି । ହନୁମାନ ଜୀ ଓ ମହାଦେବଙ୍କ ଦର୍ଶନ କରନ୍ତୁ । ବର୍ତ୍ତମାନ ବୃହସ୍ପତି ଙ୍କର ଶୁଭ ଦାସ ଆପଣଙ୍କ ଉପରେ ପଡିବ । ଅନେକ ଶୁଭ ପରିଣାମ ମିଳିବ । ମନର ଚିନ୍ତା ଦୂର କାରଣରୁ । ବ୍ୟୟ ବହୁଳ ମାଙ୍ଗଳିକ କାର୍ଯ୍ୟ ହେବ ।
ବନ୍ଧୁଗଣ ଆପଣ ମାନଙ୍କୁଇ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।