ଫେସବୁକ ଫ୍ରେଣ୍ଡକୁ ବିବାହ କରିବା ପଡିଲା ମହଙ୍ଗା, ସୁହାଗରାତ ପରେ ବର କରିଲା ଏହି ନିନ୍ଦନୀୟ କାମ

ବନ୍ଧୁଗଣ ଆଜିକାଲି ସମସ୍ତ ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ବନ୍ଧୁଗଣ ଏହି ସବୁ ମାମଲା ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜିଆମେ ଆପଣ ମାନଙ୍କୁ ଏହିପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଏକ କଲିକତାର ଝିଅକୁ ଉତ୍ତର-ପ୍ରଦେଶର ଏକ ପୁଅ ଧୋକା ଦେଇଛି । ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ମାମଲାଟି ହେଉଛି ଏକ ପ୍ରେମିଯୁଗଳଙ୍କର । କଲିକତାରେ ରହୁଥିବା ଏକ ମହିଳା ସୋସିଆଲ ମିଡିଆ ୱେବ ସାଇଡ ଫେସବୁକରୁ ଊତର-ପ୍ରଦେଶର ଏକ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ଏହି ଯୁବକ ଜଣକଙ୍କର ନାମ ହେଉଛି ଅଭିଷେକ ଆରିଆ । ଧୀରେ ଧୀରେ ଏମାନଙ୍କ ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା । ଏହାପରେ ଅଭିଷେକ ମହିଳାଙ୍କ ଉପରେ ବିବାହ କରିବା ପାଇଁ ପ୍ରଭାବ ପକାଇଥିଲେ । ଅଭିଷେକ ମହିଳାଙ୍କୁଆ -ତ୍ମ -ହ  -ତ୍ୟାକରିବାର ଧମକ ଦେଇ ଡରାଇ ଥିଲେ ।


ଏହା ପରେ ଯୁବକ ଜଣକ ଦିଲ୍ଲୀରୁ ଫ୍ଲାଇଟ ଧରି ମହିଳାଙ୍କ ସହ ସାକ୍ଷାତ କରିବା ପାଇଁ କଲିକତା ଆସି ଯାଇଥିଲେ । ସାକ୍ଷାତ କରିବା ପରେ ଯୁବକ ମହିଳାଙ୍କୁ ଧମକ ଦେଇ ବିବାହ ପାଇଁ ରାଜି କରାଇ ଦେଇଥିଲେ । ଏହା ପରେ ଏହି ଦୁଇଜଣ ବିବାହ କରିଥିଲେ ଓ ବିବାହ ପରେ ଯୁବକ ଜଣକ ନିଜର ଅସଲି ରଙ୍ଗ ଦେଖାଇ ଥିଲେ । ଯୁବକ ଜଣକ ବିବାହ କରିବା ପରେ ଯୁବତୀର ତିନି ଲକ୍ଷ ଟଙ୍କାର ଗହଣା ଓ ୧ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲା ।

ଯେତେବେଳେ ଯୁବତୀଙ୍କୁ ଏହି କଥା ବିଷୟରେ ଜଣା ପଡିଥିଲା ସେତେବେଳେ ଯୁବତୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା, ଏହାପରେ ଯୁବତୀ କଲିକତା ପୋଲିସ ପାଖରେ ଯାଇ ଯୁବକ ବିରୋଧରେ ରିପୋର୍ଟ ଦେଇଥିଲେ । ଏହା ପରେ ଯୁବତୀ କଲିକତା ପୋଷୀ ସହ ଯୁବକଙ୍କୁ ଖୋଜିବା ପାଇଁ ଉତ୍ତର-ପ୍ରଦେଶର ଫତେହ ପୁରକୁ ଆସିଥିଲେ । ହେଲେ ଅଭିଷେକଙ୍କ ଘରେ ତାଲା ପଡିଥିଲା । ବର୍ତ୍ତମାନ ଏହି ଦୁଇଟି ରାଜ୍ୟର ପୋଲିସ ଯୁବକଙ୍କୁ ଖୋଜୁଛନ୍ତି ।

ଯୁବତୀଙ୍କ ମା କହିଛନ୍ତି ଯେ, ଏହି ପରିକା ଯୁବକକୁ କଡା ଦଣ୍ଡ ମିଳିବା ଉଚିତ, ଯେମିତି ସେ ଅନ୍ୟ କେଉଁ ମହିଳାଙ୍କ ସହ ଏହିପରିକା କାମ କରିପାରିବ ନାହିଁ । ଅନ୍ୟ ପକ୍ଷରେ ଯୁବତୀ କହିଛନ୍ତି ଯେ, ଅଭିଷେକ ମୋ ସହ ପ୍ରେମର ମିଛ ପ୍ରହସନ କରି ବିବାହ କରିଥିଲେ ସେ ମତେ ବାରମ୍ବାରଆ -ତ୍ମ -ହ -ତ୍ୟାକରିବାର ଧମକ ଦେଇ ବିବାହ କରିଥିଲେ । ହେଲେ ମୋତେ ଜଣା ନଥିଲା ସେ ମୋତେ ଏମିତି ଧୋକା ଦେବେ । ତେଣୁ ବନ୍ଧୁଗଣ ଯଦି ଆପଣ ମାନେ ବି ଫେସବୁକ ବ୍ୟବହାର କରୁଛନ୍ତି ତା ହେଲେ ଏହି ପରିକା ଯୁବକ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଓ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଦେଶ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *