Interesting Gk Questions- ଡିଜେଲ କୁ ଓଡିଆରେ କଣ କୁହନ୍ତି ? 99 % ଫେଲ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ।ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ।କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ।ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ।

ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ।।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ।ତେବେ ଆସନ୍ତୁ ସେହିପରି ଅନେକ ପ୍ରଶ୍ନ ଓ ତାର ଉତ୍ତର ଵିଷୟ ରେ ଜାଣିବା।

୧.ଭାରତ ର ପ୍ରଥମ ହିନ୍ଦୀ ସମ୍ବାଦପତ୍ର ର ନାମ କଣ?
ଉତ୍ତର-ଉଦନ୍ତ ମାର୍ତ୍ତଣ୍ଡ।

୨.ଭାରତୀୟ ମୁଦ୍ରା ର ନାମ ଟଙ୍କା କିଏ ରଖିଥିଲେ?
ଉତ୍ତର-ଶେର ସାହା ସୁରି।

୩.ହଜାରେ ହ୍ରଦ ର ଭୂମି କାହାକୁ କୁହାଯାଏ?
ଉତ୍ତର-ଫିନଲ୍ୟାଣ୍ଡ।

୪.ବିଶ୍ୱର ସବୁଠାରୁ ବଡ଼ ଦ୍ବୀପ ର ନାମ କଣ?
ଉତ୍ତର-ଗ୍ରୀନ ଲ୍ୟାଣ୍ଡ।

୫.ଗୌତମ ବୃଦ୍ଧ ଙ୍କର ଜ୍ଞାନ ପ୍ରାପ୍ତି ହୋଇଥିବା ର ପ୍ରତୀକ କଣ ଅଟେ?
ଉତ୍ତର-ବିଧି ଵୃକ୍ଷ।

୬.ଭାରତ ରେ ସୁନା ର ଖଣି କେଉଁଠାରେ ମିଳିଥାଏ?
ଉତ୍ତର-କର୍ଣ୍ଣାଟକ।

୭.ମନୁଷ୍ୟ ସର୍ବପ୍ରଥମେ କେଉଁ ଧାତୁ ର ବ୍ୟବହାର କରିବା ଶିଖିଥିଲା?
ଉତ୍ତର-ତମ୍ବା।

୮.ହାଇଦର ଅଲ୍ଲୀ ଙ୍କର ଉତ୍ତରାଧିକାରୀ କିଏ ଥିଲେ?
ଉତ୍ତର-ଟିପୁ ସୁଲତାନ।

୯.ଦଚିଗ୍ରାମ ଅଭୟାରଣ୍ୟ କେଉଁଠାରେ ଅବସ୍ଥିତ?
ଉତ୍ତର-ଜାମ୍ମୁ ଓ କାଶ୍ମୀର।

୧୦.ଭାରତୀରେ ସର୍ବାଧିକ ନଗରୀୟ ଜନସଂଖ୍ୟା ଯୁକ୍ତ ରାଜ୍ୟ କେଉଁଟି ଅଟେ?
ଉତ୍ତର-ମହାରାଷ୍ଟ୍ର।

୧୧.କେଉଁ ଜିନିଷ ଟି ଥଣ୍ଡା ରେ ତରଳି ଯାଇଥାଏ?
ଉତ୍ତର-ମହମ ବତୀ।

୧୨.ଗାୟତ୍ରୀ ମନ୍ତ୍ର କେଉଁ ବେଦ ରେ ଲେଖାଯାଇଛି?
ଉତ୍ତର-ରୁଗ ବେଦ।

୧୩.ଭାରତ ର ଶୁଆ କାହାକୁ କୁହାଯାଏ?
ଉତ୍ତର-ଅମୀର ଖୁସ୍ରୁ।

୧୪.କେଉଁ ଜୀବ ର ଜିଭ କଳା ହୋଇଥାଏ?
ଉତ୍ତର-ଜିରାଫ।

୧୫.ଅଷ୍ଟ୍ରେଲିଆ ର ଆବିଷ୍କାର କିଏ କରିଥିଲେ?
ଉତ୍ତର-ଜେମ୍ସ କୁକ।

୧୬.ଗିର ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ?
ଉତ୍ତର-ଗୁଜୁରାଟ ରାଜ୍ୟରେ।

୧୮.ବାଂଲାଦେଶ ର ମୁଦ୍ରା ର ନାମ କଣ ଅଟେ?
ଉତ୍ତର-ଟାଙ୍କା।

୧୯.ହସାଉଥିବା ଗ୍ୟାସ ର ବୈଜ୍ଞାନିକ ନାମ କଣ ଅଟେ?
ଉତ୍ତର-ନାଇଟ୍ରସ ଅକ୍ସଆଇଡ଼।

୨୦.ୟୁରୋପ ର ରୋଗୀ କାହାକୁ କୁହାଯାଇଥାଏ?
ଉତ୍ତର-ତୁର୍କୀ କୁ।

୨୧.ବିଶ୍ୱ ରେ ସବୁଠାରୁ ଅଧିକ ଚାନ୍ଦି କେଉଁ ଦେଶ ଉତ୍ପାଦନ କରିଥାଏ?
ଉତ୍ତର-ମେକ୍ସିକୋ।

୨୨.ଭାରତ ରେ ସବୁଠାରୁ ଛୋଟ ଦିନ କେବେ ହୋଇଥାଏ?
ଉତ୍ତର-୨୨ ଡିସେମ୍ବର ରେ।

୨୩.ମହାକାଶ କୁ ଯାଇଥିବା ପ୍ରଥମ ପ୍ରାଣୀ କିଏ ଥିଲା?
ଉତ୍ତର-କୁକୁର।

୨୪.ବଜାଜ କମ୍ପାନୀଟି କେଉଁ ଦେଶର କମ୍ପାନୀ ଅଟେ?
ଉତ୍ତର-ଭାରତ ର ।

୨୫.ଫ୍ୟାସନ ନଗରୀ କାହାକୁ କୁହାଯାଏ?
ଉତ୍ତର-ପ୍ୟାରିସ।

୨୬.ଭାରତ ର ସବୁଠାରୁ ସୁନ୍ଦର ମହଲ କେଉଁଟି ଅଟେ?
ଉତ୍ତର-ତାଜ ମହଲ।

୨୭.ଓଡ଼ିଶାର ରାଜଧାନୀର ନାମ କଣ ଅଟେ?
ଉତ୍ତର-ଭୁବନେଶ୍ୱର।

୨୮.ଭାରତ ର ସର୍ବ ପ୍ରଥମ ରାଜ୍ୟର ନାମ କଣ ଅଟେ?
ଉତ୍ତର-ବିହାର।

୨୯.ସବୁଠାରୁ କଠିନ ପଦାର୍ଥ ଟି ର ନାମ କଣ?
ଉତ୍ତର-ହୀରା।

୩୦.ଡିଜେଲ କୁ ଓଡିଆରେ କଣ କୁହାଯାଏ?
ଉତ୍ତର- ସଁପୀଡନ ଜ୍ଵଳନ ଇଞ୍ଜିନ

୩୧.ପଞ୍ଚାୟତିରାଜ କେଉଁ ସୂଚୀ ର ବିଷୟ ଵସ୍ତୁ ଅଟେ?
ଉତ୍ତର-ରାଜ୍ୟ ସୂଚି।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *