ଓଡିଶାର ଚାମତ୍କାରୀ ଜଳାଶୟ ! ଯେଉଁ ମହିଳାମାନଙ୍କୁ ଡାକ୍ତରବି ମନା କରିଦିଅନ୍ତି ,ସେ ମହିଳା ମାନେ ଏଠାରେ ବୁଡ଼ ପକେଇଲେ ହୋଇଯାନ୍ତି ଗର୍ଭବତୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯେଉଁ ମାନେ ସନ୍ତାନ ପାଇଁ ପୁରା ନିରାଶାୟୀ ହୋଇପଡନ୍ତି । ସେ ମହିଳା ଯଦି ଏଠାରେ ବୁଡ ପକାଇବେ ସେ ମଧ୍ୟ ହୋଇଯିବେ ଗର୍ଭବତୀ !ତେବେ ସନ୍ତାନଟି ପ୍ରାପ୍ତି ପାଇଁ କିଏ ଅବା ଚାହିଁନଥାଏ । ସବୁ ଦମ୍ପତ୍ତି ମାନେ ଚାହିଁଥାନ୍ତି । ଯେପରି ତାଙ୍କ କୋଳକୁ ଗୋଟିଏ ସନ୍ତାନଟି ଏ ବୋଲି ଆସୁ । ବହୁତ ମହିଳା ଏପରି ମଧ୍ୟ ଅଛନ୍ତି ଯେଉଁ ମାନେ କି ବନ୍ଧ୍ୟା ରୋଗର ଶିକାର ହୋଇଥାନ୍ତି ।

ତେଣୁ ସେମାନଙ୍କର ପିଲାପିଲି ହେବାରେ ବହୁ ସମସ୍ଯାର ସାମ୍ନା କରିବାଜ୍କୁ ପଡିଥାଏ । ତେବେ ଯେଉଁ ଜାଗାରେ ଡାକ୍ତର ମଧ୍ୟ ମନା କରିଦେଇଥାନ୍ତି । ସେଠାରେ ମହିଳା ମାନଙ୍କର ସନ୍ତାନ ପ୍ରାପ୍ତି ପାଇଁ ଗୋଟିଏ ଆଶାର ସ୍ଥାନ ହେଉଛି ଖୋର୍ଦ୍ଧାର ଅଟ୍ରୀ ସ୍ଥାନରେ ରହିଥିବା ହଟ୍ଟକେଶର ମନ୍ଦିର । ତେବେ ଏଠାରେ ପାଣିରେ ବୁଡ ପକାଇ ଯିଏ ଗୁଆ ଖୋଜି ପାଇଥାନ୍ତି । ସେମାନଙ୍କର ସନ୍ତାନ ହେଉନଥିଲେ ମଧ୍ୟ ମାନସିକ ପରେ ଆଗାମୀ ସମୟରେ ସନ୍ତାନଟି କୋଳକୁ ଆସିଥାଏ ।

ତେବେ ସବୁ ଦିନ କିନ୍ତୁ ଏହି ମନ୍ଦିରରେ ଥିବା ପାଣିକୁଣ୍ଡରେ ବୁଡ ପକାଇଲେ । ମହିଳା ମାନଙ୍କର ମନସ୍କାମନା ପୂରଣ ହୋଇନଥାଏ । କେବଳ ମକର ସଙ୍କ୍ରନ୍ତିରେ ଅନୁଷ୍ଠିତ ହେଉଥିବା ହଟ୍ଟକେଶବର ମକର ମହୋତ୍ସବକୁ ବୁଲିବା ପାଇଁ ଆସିବାକୁ ପଡିବ । ତେବେ ସେଠାରେ ବ୍ରାହ୍ମଣଙ୍କ ଠାରୁ ସବୁ କିଛି ପୂଜାର ବିଧି ନିୟମ ବିଷୟରେ ଜ୍ଞାନ ନେଇ ସେହି ଅନୁସାରେ ଜଳ କୁଣ୍ଡରେ ବୁଡ ପକାଇ ଗୁଆ ଖୋଜିଥାନ୍ତି ।

ତାପରେ ଅଟ୍ରୀର ଉଷ୍ମ ପ୍ରପାତ ପାଣିରୁ ଝରୁଥିବା ପାଣିରେ ଗୁଆକୁ ଧୋଇକି ଖାଇଥାନ୍ତି । ସେମାନଙ୍କର ବନ୍ଧ୍ୟା ଦୋଷ ଥିଲେ ତାହା ଦୂର ହୋଇଥାଏ । ମହିଳାର ପିଲାପିଲି ହେବାରେ ଅସୁବିଧା ହେଉଥିଲେ । ମହିଳାର ମାନସିକ ପୂରଣ ହୋଇ ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ । କାରଣ ସେହି ଜଳକୁଣ୍ଡରେ ରହିଥାଏ ଭଗବାନ ହଟ୍ଟକେଶବରର ଅଶେଷ କୃପା ଓ ଆଶ୍ରୀବାଦ ! ଯେଉଁ କାରଣରୁ ମାନସିକ ଧାରୀ ମହିଳାଙ୍କର ମାନସିକ ଭଗବାନ ପୂରଣ କରିଥାନ୍ତି ।

ତେବେ ବହୁ ପୁରୁଣା କାଳରୁ ଏଠାରେ ଏହି ପ୍ରଥା ଚାଲୁଆଚ୍ଛି । ତେବେ ସାଧାରଣ ମହିଳା ମାନଙ୍କର ମଧ୍ୟ ଏଠାରେ ଅଗାଢ ବିଶ୍ବାସ  ରହିଛି । ଯେଉଁ କାରଣରୁ ପ୍ରତି ବର୍ଷ ମକର ସଙ୍କ୍ରାନ୍ତିରେ ଏହି ହଟ୍ଟକେଶ୍ଵର ମନ୍ଦିରରେ ପ୍ରଚୁତ ଭିଡ ଦେଖିବାକୁ ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *