Pintu ଙ୍କ ଦ୍ବାଦଶରେ ମନ ଦୁଃଖରେ ଫେରି ଗଲେ ସ୍ତ୍ରୀ ଓ ପୁଅ

ମୋ ମାକୁ ହଇରାଣ କର ନାହିଁ ମୋ ମାକୁ ପ୍ରଶ୍ନ ପଚାରିବା ବନ୍ଦ କର । ମୋ ମାକୁ ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅ ବାପା ତ ଆଉ ନାହାନ୍ତି ହେଲେ ଏବେ ମୁଁ ମୋ ମାକୁ ଆଉ ହରେଇବାକୁ ଚାହୁଁନି । ଚାଲ୍ ମା ଏଠୁ ପଳେଇବା । ଏଠି କେହି ବି ତୋର ଦୁଃଖକୁ ବୁଝି ପାରିବେ ନାହିଁ । ହଁ ବନ୍ଧୁଗଣ ଏପରି କିଛି ଦୁଃଖଭରା ହୋଇ ପିନ୍ଟୁଙ୍କ ବଡ ପୁଅ ତା’ ମା’ ଙ୍କୁ ବୁଝେଇ କହିଛନ୍ତି । ତେବେ ପିନ୍ଟୁଙ୍କ ଦ୍ଵାଦଶ କର୍ମରେ ଅଭିନେତା ପିନ୍ଟୁଙ୍କ ପାଇଁ ସ୍ମୃତି ସଭାର ଆୟୋଜନ କରଯାଇଥିଲା ।

ତେବେ ଯେଉଁଠାକୁ ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ଓ ତାଙ୍କ ୨ ପୁଅ ମଧ୍ୟ ଆସିଥିଲେ । ତେବେ ପିନ୍ଟୁଙ୍କ ଫୋଟରେ ଫୁଲ ଚଢାଇ ୨ ପୁଅ ଓ ପିନ୍ଟୁଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ସହିତ ସ୍ଵାମୀଙ୍କ ଚାଲିଯିବା ଦୁଃଖରେ ମଧ୍ୟ ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ମନ ଖୋଲି ସିନା କାହାକୁ କିଛି କହି ନାହାନ୍ତି । ହେଲେ ପିନ୍ଟୁଙ୍କ ସ୍ତ୍ରୀର ମନର ଦୁଃଖ ତାଙ୍କ ୨ ପୁଅ ଠିକ ଭାବରେ ବୁଝି ପାରୁଛନ୍ତି । ତେବେ ଅନେକ ଲୋକ ଏବେ ପର୍ଯ୍ୟନ୍ତ ମଧ୍ୟ ପିନ୍ଟୁଙ୍କ mrutyu ହେବାର କାରଣ ପିନ୍ଟୁଙ୍କ ସ୍ତ୍ରୀଙ୍କୁ ହିଁ ଦାୟୀ କରିଛନ୍ତି ।

କାରଣ ବହୁ ଲୋକଙ୍କ କହିବା ଅନୁସାରେ ପିନ୍ଟୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ କାରଣରୁ ସେମାନେ କିଛି ମାସ ତଳୁ ହିଁ ଅଲଗା ଅଲଗା ହୋଇ ରହୁଥିଲେ । ଯେଉଁ କାରଣରୁ ପିନ୍ଟୁ ନିଜ ସ୍ତ୍ରୀ ଓ ୨ ପୁଅଙ୍କ ଠାରୁ ଅଲଗା ରହିବାର ବିରହ jantrana-କୁ sahi ପାରି ପ୍ରଚୁର nisa ମଧ୍ୟ ସେବନ କରୁଥିଲେ ।

ଯେଉଁ କାରଣରୁ ତାଙ୍କର ଲିଭର ସଂପୂର୍ଣ୍ଣ ରୂପେ ଡାମେଜ ହୋଇ ଯାଇଥିଲା । ତେବେ ପିନ୍ଟୁ ନନ୍ଦଙ୍କ ପରଲୋକ ପରେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ଯେତେବେଳେ ପିନ୍ଟୁଙ୍କ ସ୍ତ୍ରୀ ଆସିଥିଲେ । ସେତେବେଳେ ମଧ୍ୟ ତାଙ୍କୁ ଦେଖି ଶିଖେଇ ଅନେକ ଲୋକ ଅନେକ ପ୍ରକାର କଥା କହିଥିଲେ ।

ଯାହାକୁ ଆଉ ସହି ପାରୁନାହାନ୍ତି ପିନ୍ଟୁଙ୍କ ସ୍ତ୍ରୀ । ତେଣୁ ମା’ ଆଖିର ଲୁହ କିଏ ବୁଝି ପାରୁ କି ନାହିଁ ନିଜ ବଡ ପୁଅ କିନ୍ତୁ ଠିକ ସେ ବୁଝି ପାରିଛି । ତେଣୁ ପିନ୍ଟୁ ନନ୍ଦଙ୍କ ବଡ ପୁଅ ତାଙ୍କ ମା’ ଙ୍କୁ କହିଛି । ମା ତୋ ଦୁଃଖ ବୁଝିବା ପାଇଁ ଏଠି ଆଉ କେହି ମଧ୍ୟ ନାହାନ୍ତି ।

Leave a Reply

Your email address will not be published. Required fields are marked *