ପିଏଫ ଖାତାରୁ ଟଙ୍କା ବାହାର କରିବାର ନିୟମରେ ହେଲା ଚେଞ୍ଜ, ଏବେ ଆପଣଙ୍କୁ କରିବାକୁ ହେବ ଏହି କାମ

କରୋନା ଭାଇରସର ଭୟାଭୟକୁ ଦେଖି ଦେଶକୁ ୩ ମେ ପର୍ଯ୍ୟନ୍ତ ଲକଡାଉନ କରି ଦିଆ ଯାଇଛି । ଏମିତିରେ ଯଦି ଆପଣଙ୍କୁ ଟଙ୍କା ଦରକାର ହେଉଛି, ତେବେ ନିଜର ପ୍ରାଇଭେଟ ଫଣ୍ଡ (PF) ଖାତାରୁ ଟଙ୍କା ବାହାର କରି ପାରିବେ । ଇପିଏଫ ଓ ଅଂଶଧାରକ ନିଜର ସେଭିଙ୍ଗର ୭୫ ପ୍ରତିଶତ କିମ୍ବା ୩ ମାସର ମୂଳ ବେତନ ଓ ମହଙ୍ଗା ଭତ୍ତାକୁ ନିଜର ପିଏମ ଖାତାରୁ ବାହାର କରି ପାରିବେ ।

କିନ୍ତୁ EPFO ଟଙ୍କା ବାହାର କରିବାକୁ ନେଇ କିଛି ଚେଞ୍ଜେସ କରିଛି, ଯେଉଁଥିରେ ଜନ୍ମତିଥି ଠାରୁ ନେଇ ବ୍ୟାଙ୍କ ଖାତା ନମ୍ବର ପର୍ଯ୍ୟନ୍ତ ସାମିଲ ଅଛି । କ୍ଲେମ ଫାଇଲ କରିବା ସମୟରେ ବର୍ତ୍ତମାନ ପୁରା ଆକାଉଣ୍ଟ ନମ୍ବର ଫର୍ମରେ ଦେବାକୁ ହେବ । ଯେତେବେଳେ କି ପୂର୍ବରୁ ବ୍ୟାଙ୍କ ଖାତାରେ ଅନ୍ତିମ ଚାରି ଅଙ୍କ ଖାତାକୁ ଭେରିଫାଏ କରିବା ପାଇଁ ଭର୍ତି କରିବାକୁ ପଡୁଥିଲା ।

ଜନ୍ମତିଥି ଠିକ କରିବାର ନିୟମରେ ଚେଞ୍ଜେସ

Image courtesy: Google

ଯେଉଁମାନେ ଚାକିରି କରି ପିଏଫରେ କନ୍ଟ୍ରିବ୍ୟୁଶନ କରିଥାନ୍ତି, ତାଙ୍କୁ EPFO ରେକର୍ଡରେ ନିଜର ଜନ୍ମତିଥିକୁ ସୁଧାରିବା ପାଇଁ ସୁବିଧା ଦିଆ ଯାଇଛି । ଇପିଏଫଓ କ୍ଷେତ୍ରିୟ କାର୍ଯ୍ଯାଳୟ ଗୁଡିକୁ ଦେଇଥିବା ନିର୍ଦେଶରେ କହିଛି କି, କୌଣସି ବି ପିଏଫ ସଦସ୍ୟ ନିଜର ଜନ୍ମତିଥି ଚେଞ୍ଜ କରି ପାରିବେ । କିନ୍ତୁ ଆଧାର କାର୍ଡ ଓ ପିଏଫ ଖାତରେ ଥିବା ତିଥିରେ ୩ ବର୍ଷର ଅନ୍ତର ହେବା ଉଚିତ ।

୭୨ ଘଣ୍ଟାରେ ଖାତାକୁ ଆସିଯିବ ଟଙ୍କା

Image courtesy: Google

କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ) କହିଛନ୍ତି କି କରୋନା ଭାଇରସ ପାଇଁ ଟଙ୍କା ବାହାର କରିବାର ଯୋଜନା ଅନୁସାରେ ପ୍ରାଥମିକତାରେ କାମ କରା ଯାଉଛି । ଇପିଏଫ ଅନୁସାରେ, କୋଭିଡ – ୧୯ ଅନୁସାରେ ଅନ୍ଲାଇନ ଆବଦେନ ଉପରେ ଅଟୋ ମୋଡ ଦ୍ଵାରା କ୍ଲେମ ସେଟଲ କରା ଯାଉଛି ଓ କେବଳ ୭୨ ଘଣ୍ଟାରେ ଟଙ୍କା ଆପଣଙ୍କ ଖାତାରେ ଆସିଯିବ । ନୂଆ ମହାମାରି ଫେରିବା ପ୍ରାବଧାନ ଛଡା, ଇପିଏଫଓ ଗ୍ରାହକମାନଙ୍କୁ ବର୍ତ୍ତମାନ ଘର ନିର୍ମାଣ, ବିବାହ, ପିଲାମାନଙ୍କ ଶିକ୍ଷା, ରୋଗ ଓ ବେରୋଜଗାରି ପାଇଁ ବି ଅନୁମତି ଦେଇଛି ।

୧.୩୭ ଲକ୍ଷ ଟଙ୍କା ବାହାର କରିବାର ଆବେଦନକୁ ସମାଧାନ କରିବା

Image courtesy: Google

ଇପିଏଫଓ ଲକଡାଉନ ସମୟରେ ଅଂଶଧାରକଙ୍କ ସୁବିଧା ପାଇଁ ୨୭୯.୬୫ କୋଟି ଟଙ୍କାର ୧.୩୭ ଲକ୍ଷ ଟଙ୍କା ବାହାର କରିବାର ଆବେଦନକୁ ସମାଧାନ କରା ଯାଇଛି । ବର୍ତ୍ତମାନ ହିଁ ଶ୍ରମ ମନ୍ତ୍ରାଳୟ କହିଥିଲା କି ଅଂଶଧାରକଙ୍କୁ ତାଙ୍କ ଦ୍ଵାରା ବାହାର କରାଯାଇଥିବା ଟଙ୍କା ମିଳିବା ଆରମ୍ଭ ହୋଇ ଯାଇଛି । ଇପିଏଫଓ ଦଶ ଦିନରେ ଏହି ଆବେଦନକୁ ସମାଧାନ କରିଛି । ଦୈନିକ ଖବର ବିଷୟରେ ଅପଡେଟ ରହିବା ପାଇଁ  ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *