ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉପଯୋଗକାରୀ ଅଟେ । ଏହାକୁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ପ୍ରୟୋଗ କରି ନିଜର ଦକ୍ଷତା ଦେଖାଇ ପାରିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।
୧;- ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଥିବ ?
ଉତ୍ତର;- ବର୍ଣ୍ଣମାଳା ।
୨;- କେଉଁ ଜୀବ ତାହାର ନାକ ଦ୍ଵାରା ତାହାର ସବୁ କାମ କରିଥାଏ ?
ଉତ୍ତର;- ହାତୀ ।
୩;- କେଉଁ ଫଳ ଉପରେ ପତ୍ର ଥାଏ ?
ଉତ୍ତର;- ସପୁରୀ ।
୪;- ତାହା କ’ଣ ଯାହା ଦେଲେ ବଢିଥାଏ ?
ଉତ୍ତର;- ଜ୍ଞାନ ।
୫;- ହାତ ନାହିଁ ଗୋଡ ନାହିଁ କିନ୍ତୁ ସେ ସବୁଆଡେ ବୁଲିପାରେ ତାହା କ’ଣ ?
ଉତ୍ତର;- ଖବର କାଗଜ ।
୬;- କେଉଁ ହାଣ୍ଡିରେ ଭାତ ହୁଏ ନାହିଁ ?
ଉତ୍ତର;- କଳାହାଣ୍ଡି ।
୭;- କେଉଁ ଜୀବ ଦିନ ରାତି ଶୁଏ ନାହିଁ ?
ଉତ୍ତର;- ମାଛ ।
୮;- ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନରାତି ଛିଡା ହୋଇଥାଏ ?
ଉତ୍ତର;- ନଡିଆ ଗଛ ।
୯;- ରାତିରେ ଅଛି କିନ୍ତୁ ଦିନରେ ନାହିଁ ତାହା କଣ ?
ଉତ୍ତର;- ଅନ୍ଧାର ।
୧୦;- କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମରି ଯାଇଥାଏ ?
ଉତ୍ତର;- ପ୍ରଜାପତି ।
୧୧;- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର;- କୋଇଲି ।
୧୨;- କେଉଁ ଜୀବର ଚାରୋଟି ପାକସ୍ଥଳୀ ଥାଏ ?
ଉତ୍ତର;- ଗାଈ ।
୧୩;- କେଉଁ ଜୀବ ତିନି ବର୍ଷ ଶୁଏ ?
ଉତ୍ତର;- ଗେଣ୍ଡା ।
୧୪;- କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର;- ଘୋଡା ।
୧୫;- ଭାରତରେ କେତେ ଟଙ୍କା ନୋଟରେ ଗାନ୍ଧୀଜୀ ଙ୍କ ଛବି ନାହିଁ ?
ଉତ୍ତର;- ୧ ଟଙ୍କା ନୋଟରେ ।
୧୬;- ଭାରତର ସର୍ବ ପୁରାତନ ରାଜ୍ୟର ନାମ କ’ଣ ?
ଉତ୍ତର;- ଉତ୍ତରପ୍ରଦେଶ ।
୧୭;- ଭାରତର କେଉଁ ରାଜ୍ୟରେ ସର୍ବାଧିକ ରେଳ ଷ୍ଟେସନ ଅଛି ?
ଉତ୍ତର;- ପଶ୍ଚିମ ବଙ୍ଗ ।
୧୮;- ଆଫଗାନୀସ୍ଥାନର ସମୟ ଭାରତ ତୁଳନାରେ କେତେ ସମୟ ପଛରେ ଅଛି ?
ଉତ୍ତର;- ୧ ଘଣ୍ଟା ।
୧୯;- କେଉଁ ଭିଟାମିନ ର ଅଭାବରେ କେଶ ଧୂସର ହୋଇଯାଏ ?
ଉତ୍ତର;- ଭିଟାମିନ D ।
୨୦;- କେଉଁ ରାଜ୍ୟର ଦୁଇଟା ରାଜଧାନୀ ଅଛି ?
ଉତ୍ତର;- ଜାମ୍ମୁ କାଶ୍ମୀର ।
୨୧;- ପକ୍ଷୀଙ୍କର ରାଜା କାହାକୁ କୁହାଯାଏ ?
ଉତ୍ତର;- ବାଜ୍ କୁ ।
୨୨;- କେଉଁ ଦେଶ କାଗଜ ଓ ବାରୁଦ ଆବିଷ୍କାର କରିଥିଲା ?
ଉତ୍ତର;- ଚୀନ ।
୨୩;- ଆର୍ଟିକଲ ୩୭୦ କେଉଁ ରାଜ୍ୟରେ ଲାଗୁ ହୋଇଥିଲା ?
ଉତ୍ତର;- ଜାମ୍ମୁ କାଶ୍ମୀରରେ ।
୨୪;- ତାଲା ତିଆରି କରିବା ପାଇଁ ଭାରତରେ କେଉଁ ଜିଲ୍ଲା ପ୍ରସିଦ୍ଧ ଅଟେ ?
ଉତ୍ତର;- ଅଲ୍ଲିଗଡ ।
୨୫;- ଦୁନିଆ ରେ ସବୁଠାରୁ କେଉଁ ପରିବାକୁ ପସନ୍ଦ କରନ୍ତି ନାହିଁ ?
ଉତ୍ତର;- କଲରା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।