ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଏପରି କିଛି ମଜାଦାର ଭିଡିଓ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ବହୁତ ହସିବେ । ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ଭି-ଡି-ଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆପଣ ମାନେ ସମସ୍ତେ ଅନେକ ଫ୍ରାଙ୍କ ଭିଡିଓ ଦେଖିଥିବେ । ଫ୍ରାଙ୍କ କରୁଥିବା ଲୋକମାନେ ଅନ୍ୟ ମାନଙ୍କ ସହ ମଜାକ କରନ୍ତି ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ବହୁତ ହସିବେ । ଏହି ଭିଡିଓରେ ଏକ ଯୁବକ ଏକ ମହିଳାଙ୍କ ସହ ମଜାକ କରୁଥିଲା । ହେଲେ ସେ ମହିଳା ଜଣକ ଦିଲ୍ଲୀ ପୋଲିସରେ ଥିଲେ । ଯେତେବେଳେ ଯୁବକକୁ ଏହା ବିଷୟରେ ଜଣା ପଡିଲା ସେତେବେଳେ ଯୁବକ ସହ ମଜାକ ହୋଇଗଲା ।

୨. ଏହି ବର୍ଷ କରୋନା ମହାମାରୀ ସମୟରେ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହୋଇଥିଲା । ଏହି ଭିଡିଓରେ ଏକ ନି-ଶା-ଖୋ-ର ମଣିଷ ମି-ଡି-ଆ ସାମ୍ନାକୁ ଆସି ଯାଇଥିଲା । ଭି-ଡି-ଓ ମହିଳା ନ୍ୟଜୁ ରିପୋର୍ଟର ନି-ଶା ଖାଇଥିବା ଯୁବକଙ୍କୁ ବହୁତ ପ୍ରଶ୍ନ ପଚାରୁଥିଲା । ଯେତେବେଳେ ମହିଳା ଜଣକ ଯୁବକଙ୍କୁ ମ-ଦ କେଉଁଠି ମିଳୁଛି ବୋଲି ପଚାରିଲା ସେତେବେଳେ ଯୁବକ ଜଣକ ସେହି ମହିଳାଙ୍କ ଠାରୁ ମ-ଦ ଆଣିଛି ବୋଲି କ୍ୟାମେରା ସାମ୍ନାରେ କହିଲା । ମହିଳା ଜଣକ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଓ ତାଙ୍କ ମୁହଁ ଚୁପ ହେଇଗଲା ।
https://www.youtube.com/watch?v=s87CTVG-DO8
୩. ଆମ ତୃତୀୟ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓରେ ଏକ ମହିଳା ଗାଡି ଚଲାଉଥିଲା । ତା ବାମ ପଟରେ ଏକ ବଡ ଗାଡି ଯାଉଥିଲା ମହିଳା ଜଣକ ବାମ ପଟକୁ ଗାଡି ନେବାକୁ ଚାହୁଁ ଥିବା ସମୟରେ ସେହି ବଡ ଗାଡିଟି ରାସ୍ତା ମଝିରେ ଅଟକି ଯାଇଥିଲା । ମହିଳା ଜଣକ ବିନା ବ୍ରେକରେ ସେହି ବଡ ଗାଡିକୁ ପାଖା ପାଖି ୪ ଥର ନିଜ ଗାଡିରେ ମା-ଡ କରିଲେ ତା ପରେ ରୋଡ କ୍ରଶ କରିଥିଲେ ।

୪. ଏହି କରୋନା କାଳ ସମୟରେ ଅଧିକାଂଶ ଲୋକ ଟୀକା ନେବା ପାଇଁ ଡରୁ ଛନ୍ତି । ଟୀକା ନେବା ସମୟରେ ଲୋକମାନଙ୍କର ଅଜବ ହରକତର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ମମତା ନାମକ ମହିଳାଙ୍କ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ମମତା ଇଞ୍ଜେକ୍ସନ ନେବା ପାଇଁ ବହୁତ ଭୟ କରୁଛନ୍ତି ହେଲେ କେତେବେଳେ ତାଙ୍କୁ ଇଞ୍ଜେକ୍ସନ ଦିଆଯାଉଛି ସେ ନିଜେ ବି ଜାଣି ନାହାନ୍ତି ।

