ବିଧାୟକଙ୍କୁ ଛୁଇଁ ପାରି ନାହିଁ VIP କଲଚର୍, କାଦୁଅ ବିଲରେ ଖଟୁଛନ୍ତି, ଠୋଲାରେ ଖାଉଛନ୍ତି, Video ଦେଖିଲେ ଆପଣ କରିବେ ପ୍ରଶଂସା

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଯଦି ଗୋଟେ ମଣିଷ ନେତା ହେବ ତା ହେଲେ ତାର ଚାଲିଚଳନ, କଥାବାର୍ତ୍ତା ଓ ଜୀବନ ଶୈଳୀ ଆଦି ସବୁ ବଦଳିଯିବ । ଏମିତିକି କିଛି ନେତା ନିଜ ଗାଁ, ମାଟି ଓ ନିଜ ପରିବାରକୁ ମଧ୍ୟ ଭୁଲି ଯାନ୍ତି ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଜୀବନୀ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓରେ ଏକ ଚାଷୀ ଗୀତ ଗାଇ ବହୁତ ଆନନ୍ଦର ସହ ଚାଷ କାମ କରୁଥିବାର ନଜର ଆସୁଛନ୍ତି । ହେଲେ ବନ୍ଧୁଗଣ ସେହି ଚାଷୀ ଜଣକଙ୍କ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ସେହି ଚାଷୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କନ୍ଵାର । ଭି-ଡି-ଓରେ ବିଧାୟକ ମହାଶୟ ବହୁତ ମଜାର ସହ ଗୀତ ଗାଇ ଚାଷର ମାତିଛନ୍ତି । ସେହି ଭି-ଡି-ଓରେ ବିଧାୟକ ଅଙ୍ଗନ କନ୍ଵାର ଏକ ଇଣ୍ଟର୍ବ୍ୟୁ ମଧ୍ୟ ଦେଇଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଙ୍ଗଦଙ୍କ ମତରେ- ତାଙ୍କ ବାପା, ଜେଜେ ବାପା ଓ ଅଣ ଜେଜେ ଚାଷ କରୁଥିଲେ । ଯେତେବେଳେ ଅଙ୍ଗଦ ନିଜ ପାଠ ପଢା ସାରି ନିଜ ଘରକୁ ଆସିଲେ ସେତେବେଳେ ସେ ଚାଷ କାମ କରୁଥିଲେ । ୧୯୮୫ ମସିହାରେ ସେ ସରପଞ୍ଚ ହୋଇଥିଲେ । ସେ ୪ ଥର ସରପଞ୍ଚ, ୧ ଥର ଜିଲ୍ଲା ପରିଷଦର ମେମ୍ବର ଓ ୧ ଥର ପଞ୍ଚାୟତ ସମିତିର ଅଦକ୍ଷ ମଧ୍ୟ ହୋଇଥିଲେ ।

ବନ୍ଧୁଗଣ ଅଙ୍ଗତଙ୍କ ମତରେ, ସେ ସେତେବେଳେ ମଧ୍ୟ ଚାଷ କରୁଥିଲେ ଓ ବର୍ତ୍ତମାନ ସେ ବିଧାୟକ ଅଛନ୍ତି ହେଲେ ମଧ୍ୟ ସେ ଚାଷ କରୁଛନ୍ତି । ବନ୍ଧୁଗଣ ଏକ ବିଧାୟକ ହୋଇଥିଲେ ମଧ୍ୟ ଅନ୍ୟ ନେତାଙ୍କ ପରି ତାଙ୍କୁ ଛୁଇଁ ପାରି ନାହିଁ ଭିଆଇପି କଲଚର । ଅଙ୍ଗଦଙ୍କୁ ବର୍ତ୍ତମାନ ୫୯ ବର୍ଷ ବୟସ ହୋଇସାରିଛି ଓ ସେ ଏବେ ମଧ୍ୟ ନିଜ ଗାଁରେ ରହି ଚାଷ କରୁଛନ୍ତି ।

ଆପଣ ମାନେ ଭାବୁଥିବେ ରାଜନୀତିର ବ୍ୟସ୍ତ ବହୁଳ ଜୀବନରେ ସେ କେମିତି ଚାଷ କରିପାରୁଛନ୍ତି । ସେ ସଖାଳ ୬ ରୁ ୮ ଟା ପର୍ଯ୍ୟନ୍ତ ଜମିରେ ଚାଷ କାମ କରନ୍ତି । ଯଦି ତାଙ୍କର କେତେବେଳେ ଅନ୍ୟ କାମ ପଡେ ତା ହେଲେ ସେ ସେସବୁ କାମ ମଧ୍ୟ କରନ୍ତି ।

ଚାଷ କାମରେ କିଛି ଗାଁ ଲୋକ ତାଙ୍କର ଦୁଇ ପୁଅ ଓ ତାଙ୍କ ପତ୍ନୀ ତାଙ୍କୁ ସହାୟତା କରୁଛନ୍ତି । ତା ହେଲେ ବନ୍ଧୁଗଣ ବିଧାୟକ ଅଙ୍ଗତ କନ୍ଵାରଙ୍କ ଏହି ଜୀବନୀ ଆପଣ ମାନଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *