Interesting Odia Gk- ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା 3 ଟିର ନାମ ଆସିଥାଏ ?

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ବିଶ୍ଵ ରେ ସବୁଠାରୁ ଅଧିକ ପୁସ୍ତକାଳୟ କେଉଁ ଦେଶରେ ଅଛି ?

ଉତ୍ତର- ଭାରତରେ ।

୨- ପୃଥିବୀ ସୂର୍ଯ୍ୟ ଠାରୁ ଅଧିକ ଦୂରରେ କେବେ ହୋଇଥାଏ ?

ଉତ୍ତର- ଜୁଲାଇ ୪ରେ ।

୩- କେଉଁ ଦେଶରେ ଲୋକ ଅଧିକ ପଢିଥାନ୍ତି ?

ଉତ୍ତର- କାନାଡା ।

୪- ଲାଲ ଗ୍ରହ କେଉଁଟା ଅଟେ ?

ଉତ୍ତର- ମଙ୍ଗଳ ।

୫- କଇଁଛ କାହା ସାହାଯ୍ୟରେ ନିଶ୍ଵାସ ନେଇଥାଏ ?

ଉତ୍ତର- ତ୍ଵଚା ।

୬- ବିଶ୍ଵର ସବୁଠାରୁ ଛୋଟ ମାଛର ନାମ କଣ ?

ଉତ୍ତର- ଅଥୱାର୍କ ଗୋବୀ ।

୭- କେଉଁ ଗଛର କାଠ ସୁନା ଠାରୁ ବି ଅଧିକ ମହଙ୍ଗା ହୋଇଥାଏ ?

ଉତ୍ତର- ନାଲି ଚନ୍ଦନ ।

୮- ଭିଏତ୍ନାମ ର ମୁଦ୍ରା କଣ ?

ଉତ୍ତର- ଡାଗ ।

୯- ଭାରତକୁ ପ୍ରଥମ ଆକ୍ରମଣ କରିଥିବା ୟୁରୋପବାସୀ କିଏ ?

ଉତ୍ତର- ସିକନ୍ଦର ।

୧୦- ସବୁଠାରୁ ପ୍ରାଚୀନ ବେଦର ନାମ କଣ ?

ଉତ୍ତର- ରୁକ ।

୧୧- ସବୁଠାରୁ ପ୍ରଥମେ ଅସହଯୋଗ ଆନ୍ଦୋଳନରେ କାହାକୁ ଗିରଫ କରାଯାଇଥିଲା ?

ଉତ୍ତର- ମୂହମ୍ମଦ ଅଲ୍ଲୀ ।

୧୨- ଭାରତର ଛୋଟ ତାଜମହଲର ନାମ କଣ ?

ଉତ୍ତର- ବିବି କା ମକବାରା ।

୧୩- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ସିଟ ଅଛି ?

ଉତ୍ତର- ଉତ୍ତରପ୍ରଦେଶ ।

୧୪- କେଉଁ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦେଇଥାଏ ?

ଉତ୍ତର- ଚିଲି । 

୧୫- ଭାରତରେ ସବୁଠାରୁ ଅଧିକ କେଉଁ ମୋବାଇଲ ଆପର ପ୍ରୟୋଗ ହୋଇଥାଏ ?

ଉତ୍ତର- ୱ୍ହାଟସପ ।

୧୬- ଏଣ୍ଟିଜେନର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଲେଡଷ୍ଟିନର । 

୧୭- ପ୍ରଥମ ମୁକ ଫିଲ୍ମର ନାମ କଣ ?

ଉତ୍ତର- ରାଜା ହରିଶ୍ଚନ୍ଦ୍ର । 

୧୮- ରାଷ୍ଟ୍ରୀୟ ସେୟାର ବଜାରର ମୁଖ୍ୟାଳୟ କେଉଁଠି ଅଛି ?

ଉତ୍ତର- ମୁମ୍ବାଇ ।

୧୯- ବିଶ୍ଵର ସବୁଠାରୁ ଛୋଟ ଦେଶର ନାମ କଣ ?

ଉତ୍ତର- ବେଟିକନ । 

୨୦- ନେପାଳ ଦେଶରେ କେତୋଟି ଜିଲ୍ଲା ଅଛି ?

ଉତ୍ତର- ୭୮ଟି । 

୨୧- ବିଶ୍ବରେ ସବୁଠାରୁ ଅଧିକ ପଶୁ କେଉଁଠି ଦେଖାଯାଏ ?

ଉତ୍ତର- ଭାରତରେ ।

୨୨- ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଚୀନର ମୋବାଇଲ କଣ ?

ଉତ୍ତର- ଏମଆଇ । 

୨୩- ଭାରତୀୟ ରିଜର୍ଭ ବ୍ଯାଙ୍କର ରାଷ୍ଟ୍ରିକରଣ କେବେ ହୋଇଥିଲା ?

ଉତ୍ତର- ଜାନୁଆରୀ ୧, ୧୯୪୯ରେ ।

୨୪- ଏମିତି କଣ ଅଛି ଯାହା ଛୁଇଁପାରିବା ନାହି କିନ୍ତୁ ଦେଖିପାରିବା ?

ଉତ୍ତର- ସ୍ଵପ୍ନ ।

୨୫- ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା ୩ଟି ଯାକ ଆସିଥାଏ ?

ଉତ୍ତର- ଭେଣ୍ଡି । 

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *