15+ GK Quiz- ଏମିତି କେଉଁ କାମ ମଣିଷ ମଲା ପରେ ବି କରି ପାରିବ ? ଏହାର ଉତ୍ତର କଣ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା । 1- ଭାରତର ସବୁଠାରୁ ବଡ ସରକାରୀ କାର୍ଯ୍ୟ କଣ ଅଟେ ?

ଉତ୍ତର- IAS ଚାକିରି ।

2- ପରମାଣୁ ବୋମା ଜାପାନ ଉପରେ କେବେ ପକା ଯାଇଥିଲା ?

ଉତ୍ତର- 1945 ରେ ।

3- ମାନବ ଶରୀରର କେଉଁ ଅଙ୍ଗ ଜନ୍ମ ପରେ ଆସେ ଓ ମୃତ୍ୟୁ ପୂର୍ବରୁ ଯାଏ ?

ଉତ୍ତର- ଦାନ୍ତ ।

4- କେଉଁ ପକ୍ଷୀ ନିଜ ଶିଶୁ କୁ ନିଜ କ୍ଷୀର ଖୁଆଇଥାଏ ?

ଉତ୍ତର- ବାଦୁଡି ।

5- ମସ୍ତିସ୍କ ରେ କେତେ ହାଡ ଅଛି ?

ଉତ୍ତର- 29 ଟି ।

6- ପାକିସ୍ତାନ ର ଜାତୀୟ ପଶୁ ର ନାମ କଣ ?

ଉତ୍ତର- ମାର୍କୋର ।

7- ଦୁନିଆର ସବୁଠାରୁ ମହଙ୍ଗା ଫଳ ର ନାମ କଣ ?

ଉତ୍ତର- ୟୁବାରି ।

8- ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଙ୍କ ନାମ କଣ ?

ଉତ୍ତର- ମାଣିକ ସାର୍ମ 26 ଲକ୍ଷ ସମ୍ପତି ସହିତ ତ୍ରିପୁରା ର ମୁଖ୍ୟମନ୍ତ୍ରୀ ଥିଲେ ।

9- କେଉଁ ଜୀବ ପୁରୁଷ ରୁ ସ୍ତ୍ରୀ ରେ ପରିବର୍ତ୍ତନ ହୋଇପାରେ ?

ଉତ୍ତର- ଅକ୍ଟୋପସ ।

10- କେଉଁ ଜୀବ ଅମର ଅଟେ ?

ଉତ୍ତର- ଜେଲିଫିସ ।

11- ଆଲାଉଦ୍ଦୀନ ଖିଲଜି କେତେ ସମ୍ରାଟ ହୋଇଥିଲେ ?

ଉତ୍ତର- 1296 ରେ ।

12- ଶରୀରର କେଉଁ ଅଙ୍ଗ ଜନ୍ମ ରୁ ମୃତ୍ୟୁ ଯାଏଁ ବଢେ ନାହିଁ ?

ଉତ୍ତର- ଆଖିର କର୍ଣ୍ଣିକା ।

13- ନୀଳ ନଦୀର କେଉଁ ଦେଶ ଉପହାର ଅଟେ ?

ଉତ୍ତର- ଇଜିପ୍ଟ ।

14- ସବୁଜ ଯୋଜନା କାହା ସହିତ ସମ୍ବଧିତ ଅଟେ ?

ଉତ୍ତର- ଜଳ ସମ୍ବଧରେ ।

15- ନାବାର୍ଡ ର ମୁଖ୍ୟାଳୟ କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ମୁମ୍ବାଇ ।

16- ଶୁଖିଲା ରୋଗ କେଉଁ ଭିଟାମିନ ଅଭାବରୁ ହୋଇଥାଏ ?

ଉତ୍ତର- ଭିଟାମିନ-ଡି ।

17- ପ୍ଲାଷ୍ଟିକ ମନି କାହାକୁ କୁହାଯାଏ ?

ଉତ୍ତର- କ୍ରେଡିଟ କାର୍ଡ ।

18- ଲୁହରେ କଳଙ୍କି ଲାଗିବାରୁ ରକ୍ଷା କରିବା ପାଇଁ କଣ ପ୍ରୟୋଗ କରା ଯାଇଥାଏ ?

ଉତ୍ତର- କ୍ରୋମିୟମ ।

19- ଏମିତି କେଉଁ କାମ ମଣିଷ ମଲା ପରେ ବି କରି ପାରିବ ?

ଉତ୍ତର- ଅଙ୍ଗ ଦାନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *