Interesting Gk Questions- ଏମିତି କେଉଁ ଅକ୍ଷର ଅଛି ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ?

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

୧.ଏମିତି କେଉଁ ପକ୍ଷୀ ଅଛି ଯିଏ ଦୂର ରୁ ପାଣି କୁ ଅଲଗା କରିପାରେ?
ଉତ୍ତର-ହଂସ.

୨.ସୁନା ର ମୁଦ୍ରା ପ୍ରଥମେ କିଏ ଚଳେଇଥିଲେ?
ଉତ୍ତର-କୃଷଣ ଶାସକ।

୩.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗାଁ ର ନାମ କଣ ଥିଲା?
ଉତ୍ତର-ବଡ଼ନଗର।

୪.ଦୁନିଆ ର ସବୁଠୁ ଅଧିକ ଚାନ୍ଦି ଉତ୍ପାଦକ ଦେଶ କେଉଁଟି?
ଉତ୍ତର-ମେକ୍ସିକୋ।

୫.ଭାରତ ରେ କେଉଁ ଗାୟକ ଗାୟିକା ର ଗୀତ ପ୍ରଥମେ ରେକର୍ଡ ହେଇଥିଲା?
ଉତ୍ତର-ଗୋହର ଜାନ କର।

୬.ସଂସ୍କୃତ ଭାଷା ରେ ସବୁଠୁ ପ୍ରଥମେ କେଉଁ ଚଳଚିତ୍ର ହୋଇଥିଲା?
ଉତ୍ତର-ଶଙ୍କରାଚାର୍ଯ୍ୟ।

୭.କେଉଁ ଫଳ ରେ ପୋକ ରୁହେ ନାହିଁ?
ଉତ୍ତର-କଦଳୀ।

୮.ଦୁନିଆ ରେ ସବୁଠୁ ଜୋରେ ଦୌଡୁଥିବା ମଣିଷ କିଏ?
ଉତ୍ତର-ଉସେନ ବୋଲଟ।

୯.ପୁରା ଦୁନିଆ ରେ କେତେ ପ୍ରତିଶତ ଲୋକ ଫେସବୁକ ବ୍ୟବହାର କରନ୍ତି?
ଉତ୍ତର-୨.୪୫ ବିଲିଅନ।

୧୦. ଭଗବାନ ହନୁମାନ ଙ୍କର ମା ଙ୍କର ନାମ କଣ?
ଉତ୍ତର-ଅଞ୍ଜନା।

୧୧.କେଉଁ ଦେଶ ରେ କଳା ଗୋଲାପ ମିଳେ?
ଉତ୍ତର-ତୁର୍କୀ।

୧୨.କଣ ଆମେରିକା ରେ ବି ଭିକାରୀ ଅଛନ୍ତି?
ଉତ୍ତର-ହଁ।

୧୩. ହାଡ ରୁ କଁ କଁ ଶବ୍ଦ କାହିଁକି ଆସେ?
ଉତ୍ତର-କ୍ୟାଲସିୟମ ଅଭାଵ ରୁ।

୧୪.ଜିଓ ଭାରତର ସବୁଠୁ ବଡ କମ୍ପାନୀ ଭିତରେ କେତେ
ନମ୍ବର ରେ ଆସେ?
ଉତ୍ତର-୫ ନମ୍ବର ।

୧୫.ସବୁ ସରକାରୀ କାମ ପାଇଁ ଚେକ କାହିଁକି ବ୍ୟବହାର କରାଯାଏ?
ଉତ୍ତର-ପଇସା କୁ ସୁରକ୍ଷିତ ରଖିବା ପାଇଁ।

୧୬.ଦୁନିଆ ରେ ପ୍ରଥମ ଲାପଟପ କେବେ ତିଆରି ହେଇଥିଲା?
ଉତ୍ତର-୧୯୮୧ ରେ।

୧୭.ଫାସି ଦଣ୍ଡ କେତେ ସମୟ ରେ ଦିଆହୁଏ?
ଉତ୍ତର-ସକାଳ ୪:୩୦ ରେ।

୧୮.ଉଡ଼ିବା ବେଙ୍ଗ ର ନାମ କଣ?
ଉତ୍ତର-ରାକୋ ଫୋର୍ସ।

୧୯.କେଉଁ ସହର କୁ ଲଙ୍କା ସହର କୁହାଯାଏ?
ଉତ୍ତର-ଗୁତୁର କୁ ।

୨୦.କେଉଁ ଫଳ ରେ ୨୫% ପବନ ଥାଏ?
ଉତ୍ତର-ସେଓ ରେ ।

୨୧ .ଭାରତର କେଉଁ ରାଜ୍ୟ ରେ ସବୁଠୁ କମ ଜିଲ୍ଲା ଅଛି?
ଉତ୍ତର-ସିକିମ ରାଜ୍ୟରେ ।

୨୩.ପ୍ରଧାନମନ୍ତ୍ରୀ ଙ୍କୁ କିଏ ଦରମା ଦିଅନ୍ତି ?
ଉତ୍ତର -ସଚିବ ନିଧି ।

୨୪.କେଉଁ ଜୀବ ପାଣିରେ ରୁହେ ହେଲେ ପାଣି ପିଏନି ?
ଉତ୍ତର-ବେଙ୍ଗ ।

୨୫.କେଉଁ ଦେଶର ଲୋକ ବରଫ ଘରେ ରୁହନ୍ତି ?
ଉତ୍ତର-ଦ୍ରୁବ ଦେଶ ।

୨୬. ଏମିତି କେଉଁ ଅକ୍ଷର ଅଟେ ଯାହାକୁ ଆମେ ଲେଖି ପାରିବା କିନ୍ତୁ କିନ୍ତୁ ପଢି ପାରିବା ନାହିଁ ?
ଉତ୍ତର- ନାହିଁ

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗୁଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ।

Leave a Reply

Your email address will not be published. Required fields are marked *