Bollywood କୁ ପଛରେ ପକାଇଦେଲା KGF 2, ରିଲିଜ ପୂର୍ବରୁ ହିଁ KGF 2 କମେଇଲା ଏତେ କୋଟି ଟଙ୍କା କି, ଜାଣି ଆପଣଙ୍କର ବି ହୋସ ଉଡିଯିବ

ବନ୍ଧୁଗଣ ଏହି କିଛି ଦିନ ହେବ ଫିଲ୍ମ ‘KGF CHAPTER 2’ର ଟିଜର ଲଞ୍ଚ ହୋଇଛି, ଯାହା ସମଗ୍ର ଦୁନିଆରେ ଧମାଲ ମଚଉଛି । ବନ୍ଧୁଗଣ ଏହି ଟିଜର ଫେସବୁକ, ୱାଟସପ୍ପ ଓ ଇନ୍ସ୍ଟାଗ୍ରାମରେ ବହୁତ ଟ୍ରେଣ୍ଡରେ ରହିଛି  । ସମସ୍ତ ଲୋକ ଏହି ଟିଜରକୁ ଦେଖି ଖୁସି ହୋଇଯାଇଛନ୍ତି । ଏହି ଫିଲ୍ମର ଟିଜର ଗତ ୭ ତାରିଖରେ ଲଞ୍ଚ କରାଯାଇଥିଲା ଓ ସେବେଠାରୁ ଏହି ଟିଜର ଟ୍ଵିଟର ରେ ଟ୍ରେଣ୍ଡ ହୋଇ ରହିଛି । ବନ୍ଧୁଗଣ ଏହି ଟିଜରଟି ଏକ ପ୍ରକାରର ୱାର୍ଲ୍ଡ ରେକାର୍ଡ କରିସାରିଛି ।

କାରଣ ବହୁତ କମ ସମୟ ମଧ୍ୟରେ ଏହି ଟିଜରକୁ ୧୦୦ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ବନ୍ଧୁଗଣ ଆଜି ପର୍ଯ୍ୟନ୍ତ ଏତେ କମ ସମୟ ମଧ୍ୟରେ ଏତେ ଥର ଲୋକମାନେ କୌଣସି ଫିଲ୍ମର ଟ୍ରେଲର ଓ ଟିଜରକୁ ଦେଖି ନାହାନ୍ତି ।

ବର୍ତ୍ତମାନ ଏହି ଟିଜରଟିକୁ ୧୫୦ରୁ ଅଧିକ ମିଲିୟନ ଲୋକ ଦେଖିସାରିଛନ୍ତି । ଏହି ଟିଜରଟି ବାହୁବଲି ପରି ବ୍ଲକବଷ୍ଟର ଟିଜରକୁ ମଧ୍ୟ ପଛକୁ କରିଦେଇଛି । ସମସ୍ତ ଲୋକ ଏହି ଟିଜରକୁ ଦେଖି ବହୁତ ଖୁସି ହୋଇଛନ୍ତି ଓ ଏହି ଟିଜରକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଟିଜର ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥାର ଖୁଲସା ହୋଇଛି, ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସରେ ଫିଲ୍ମ ରିଲିଜ ହେବା ପୂର୍ବରୁ କେବଳ ଟିଜରରେ ହିଁ ବହୁତ ଟଙ୍କା ଇନ୍କମ ହୋଇଯାଇଛି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଏହି ଫିଲ୍ମର ମେକର୍ସ ମାନେ ଏହାର ଟିଜରରୁ ବହୁତ ଟଙ୍କା ଇନ୍କମ କରିବା ସହିତ, ଏହି ଫିଲ୍ମର ସେଟଲାଇଟ ରାଇଟ୍ସକୁ ବିକ୍ରି କରି ବହୁତ ଟଙ୍କା ଇନ୍କମ କରିସାରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଏହି ଫିଲ୍ମର ହିନ୍ଦୀ ରାଇଟ୍ସ ୬୦ କୋଟି ଟଙ୍କାରେ ବିକ୍ରି କରାଯାଇଛି । ଏହା ବ୍ଯତୀତ ଫିଲ୍ମର ତେଲୁଗୁ ରାଇଟ୍ସକୁ ୩୫ କୋଟି ଟଙ୍କାରେ ବିକ୍ରି କରା ଯାଇଛି ଓ ତାମିଲି, କନ୍ନଡା ରାଇଟ୍ସକୁ ୧୦ କୋଟି ଟଙ୍କାରେ ବିକ୍ରି କରା ଯାଇଛି ।


ବନ୍ଧୁଗଣ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ମେକନେ କେବଳ ୪ଟି ଭାଷାର ରାଇଟ୍ସ ବିକ୍ରି କରି ୧୧୫ କୋଟି ଟଙ୍କା ଇନ୍କମ କରିସାରିଛନ୍ତି । ଏହି ଫିଲ୍ମର ବଜେଟ ହେଉଛି ୧୦୦ କୋଟି ଟଙ୍କା, ସେହି ଦ୍ରୁଷ୍ଟିରୁ ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରଫିଟ ମଧ୍ୟ କମାଇ ସାରିଛି । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଖବର ମିଳିଛି ଏହି ଫିଲ୍ମ ରିଲିଜ ହେବା ପରେ ୟଶ ନିଜର ଏକ ପ୍ରଡକ୍ସନ ହାଉସ ଖୋଲିବାକୁ ଯାଉଛନ୍ତି ।

ଯେଉଁଠି ସେ ନିଜର ଫିଲ୍ମ କରି ନିଜେ ଇନ୍କମ କରିବେ । ବନ୍ଧୁଗଣ ଆଉ କିଛି ଦିନର ଅପେକ୍ଷା ପରେ ଏହି ଫିଲ୍ମର ଟ୍ରେଲର ମଧ୍ୟ ଲଞ୍ଚ ହେବାକୁ ଯାଉଛି, ଆଶା ଅଛି ଯେ, ଏହାର ଟ୍ରେଲର ମଧ୍ୟ ଟିଜର ପରି ଦମଦାର ହୋଇଥିବ । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ KFG CHAPTER 2ର ଟିଜର ଭଲ ଲାଗିଛି, ତେବେ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *