Interesting Odia Gk- ଏମିତି କଣ ଅଛି ଯାହାକୁ ଧରି ହେବ, କିନ୍ତୁ ଫୋପାଡି ହେବ ନାହିଁ ? କହିଲେ ଦେଖି…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ । ବିଶେଷ କରି ଏହା ଛାତ୍ର ଛାତ୍ରୀ ଙ୍କ ପାଇଁ ବହୁତ ଆବଶ୍ୟକ ଅଟେ । ଯେଉଁ ମାନେ ସରକାରୀ ଚାକିରୀ ନିମନ୍ତେ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ମଣିଷ ଶରୀରର ବିଜୁଳି କାହାକୁ କୁହନ୍ତି ?

ଉତ୍ତର;- ବୁଦ୍ଧି ।

୨;- ଏମିତି କେଉଁ ଜୀବ ଅଛି ଯିଏ ୨ ମାସ ଯାଏଁ ଶୋଇଥାଏ ?

ଉତ୍ତର;- ଭାଲୁ ।

୩;- ଭାରତର ପ୍ରଥମ ଅଣ୍ଡରୱାଟର ରେଷ୍ଟୁରାଣ୍ଟ କେଉଁଠାରେ ଖୋଲା ଯାଇଥିଲା ?

ଉତ୍ତର;- ଅହମଦାବାଦରେ ।

୪;- ଏମିତି କେଉଁ ଶବ୍ଦ ଯେଉଁତିରେ ଫଳ, ଫୁଲ ଓ ମିଠା ୩ ଟି ଶବ୍ଦ ଆସିଥାଏ ?

ଉତ୍ତର;- ଗୁଲାବଜାମୁନ ।

୫;- କେଉଁ ଦେଶର ରାଷ୍ଟ୍ରୀୟ ଧ୍ଵଜ ସିଧା ବା ଓଲଟା ଏକ ସମାନ ହୋଇଥାଏ ?

ଉତ୍ତର;- ଜାପାନ ।

୬;- ଟ୍ରେନର ଆବିଷ୍କାର କିଏ କରିଥିଲେ ?

ଉତ୍ତର;- ୧୮୨୫ କୋ ଜଜ ଷ୍ଟିଫେନସନ କରିଥିଲେ ।

୭;- ଦୁନିଆର ସବୁଠାରୁ ଦୁଃଖୀ ରହୁଥିବା ପଶୁ କିଏ ?

ଉତ୍ତର;- ପୋଲର ବିୟର ।

୮;- ଦୁନିଆର ପ୍ରଥମ ସୁନାର ହୋଟେଲ କେଉଁଠି ଅଛି ?

ଉତ୍ତର;- ଭିଏତନାମର ରାଜଧାନୀ ହନୋଇ ରେ ।

୯;- exams (ପରୀକ୍ଷା) ର ସନ୍ଧାନ କିଏ କରିଥିଲେ ?

ଉତ୍ତର;- ହେନାରି ଫିସଲ ।

୧୦;- ବ୍ଲଡ଼ ଗୃପର ସନ୍ଧାନ କିଏ କରିଥିଲେ ?

ଉତ୍ତର;- karl landsteiner ।

୧୧;- ଓଡିଶା ର ଆୟତ୍ତନ ଅନୁସାରେ ବୃହତ୍ତମ ଜିଲ୍ଲା କିଏ ?

ଉତ୍ତର;- କୋରାପୁଟ ।

୧୨;- ଓଡିଶାର ବୃହତ୍ତମ ସବଡିଭିଜନର ନାମ କ’ଣ ?

ଉତ୍ତର;- ଛତ୍ରପୁର (ଲୋକସଂଖ୍ୟା ଅନୁସାରେ) ।

୧୩;- ଓଡିଶାର ପ୍ରଥମ ଓଡିଆ ସମ୍ରାଟ କିଏ ?

ଉତ୍ତର;- ଖାରବେଳ ।

୧୪;- ଓଡିଶା ର ଭଜନ ସମ୍ରାଟ କାହାକୁ କୁହାଯାଏ ?

ଉତ୍ତର;- ଭିକାରିବଳ ।

୧୫;- ଓଡିଶାର ରାଜନୀତି କ୍ଷେତ୍ରରେ ପ୍ରଥମ କ୍ୟାବିନେଟ ପାହ୍ୟମନ୍ତ୍ରୀ କିଏ ?

ଉତ୍ତର;- ଡଃ. ହରେକୃଷ୍ଣ ମହତାବ ।

୧୬;- ଏମିତି କଣ ଅଛି ଯାହାକୁ ଧରି ହେବ, କିନ୍ତୁ ଫୋପାଡି ହେବ ନାହିଁ ?

ଉତ୍ତର;- ଥଣ୍ଡା, ଏହା ସାଧାରଣତଃ ସହଜରେ ମନୁଷ୍ୟକୁ ଧରି ହୋଇଯାଇଥାଏ, ମାତ୍ର ଏହାକୁ ଫୋପାଡି ପାରି ନଥାଉ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *