ଏମିତି ଝିଅ ମାନଙ୍କ ଠାରୁ ଟିକେ ରୁହନ୍ତୁ ସାବଧାନ୍, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଦେଖିଥିବେ କିଛି ଝିଅ ଅବା କିଛି ପୁଅ ମାନେ ଗୋଟିଏ ହାତରେ ବ୍ୟାଗ ଧରି ଏବଂ ଆଉ ଗୋଟିଏ ହାତରେ କିଛି ଜିନିଷ ଧରି ଯେପରି ଶାମ୍ପୁ ହେଉ କିମ୍ବା କୌଣସି କ୍ରିମ,ତେଲ ଆଦି କୁ ଧରି ଆପଣ ଙ୍କ ପାଖକୁ ବିକିବା ପାଇଁ ଆସିଥାନ୍ତି ।

ବେଳେବେଳେ ସେମାନେ ଘରେ ପଶି ଆପଣ ଙ୍କୁ ସେହି ଜିନିଷ ଗୁଡିକ ବିକ୍ରି କରିବା ପାଇଁ ଚାହିଁଥାନ୍ତି । ତେବେ ଆପଣ ମାନେ କେବେ ନୋଟିସ କରିଛନ୍ତି କି ଯେଉଁ ଜିନିଷ ବଜାର ରେ ୧୦ ଟଙ୍କା ୨୦ ଟଂକା ଆଦି ରେ ବିକ୍ରି ହେଉଛି ସେହି ଜିନିଷ କୁ ସେମାନେ ଘରକୁ ଆସି ଏବଂ ସେହି ଦର ରେ କଣ ପାଇଁ ବିକୁଛନ୍ତି । କଣ ଆପଣ ମାନେ ଜାଣିଛନ୍ତି ସେଥିରେ ସେମାନଙ୍କ ର କଣ ଫାଇଦା ବା ଲାଭ ହୁଏ ଏବଂ କଣ ଆପଣ ମାନେ ଏହା ମଧ୍ୟ ଜାଣିଛନ୍ତି କି ସେମାନେ ସେଲ ପରେ ଆପଣ ଙ୍କ ଫୋନ ନମ୍ବର କଣ ପାଇଁ ମାଗିଥାନ୍ତି ।

ତେବେ ଆଜି ଆମେ ସେହି ବିଷୟରେ ହିଁ ଆଲୋଚନା କରିବୁ ଏବଂ ଜାଣିବୁ କି ସେମାନେ ଏକ ଛୋଟ ଜିନିଷ ବିକି କିପରି ଆମକୁ ଏକ ବଡ଼ ଜା-ଲ ରେ ଫ-ସେ-ଇ-ବା ପାଇଁ ଚେଷ୍ଟା କରିଥାନ୍ତି ତେବେ ଆସନ୍ତୁ ଜାଣିନେବା । ବନ୍ଧୁଗଣ ଆପଣ ମାନେ ପ୍ରାୟତଃ ଦେଖିଥିବେ କିଛି ଲୋକ ପୁଅ କିମ୍ବା ଝିଅ ଗୋଟିଏ ହାତରେ ବ୍ୟାଗ ଧରି ଏବଂ ଅନ୍ୟ ହାତରେ ପ୍ରଡକ୍ଟ ଧରି ବିକ୍ରି କରିବା ପାଇଁ ଘର ଘର ବୁଲିଥାନ୍ତି ।

ସେହି ଜିନିଷ ଗୁଡିକ ଯେପରି ବ୍ରସ, ସାବୁନ,ସାଂଫୁ ଇତ୍ୟାଦି । ସେମାନେ ୧୦ ଟଙ୍କା ରୁ ୧୦୦ ଟଙ୍କା ମଧ୍ୟରେ ଥିବା ଜିନିଷ ଗୁଡିକ କି ବିକିବା ପାଇଁ ଆସିଥାନ୍ତି ଏବଂ ଘରକୁ ଆସି ସେମାନେ ଏହା କୁହନ୍ତି କି ସେ ଯେଉଁ କମ୍ପାନୀ ର ପ୍ରଡକ୍ଟ ଆଣିଛନ୍ତି ସେଥିରେ ବର୍ତ୍ତମାନ ଅଫର ଚାଲିଛି ତେଣୁ ୧୨ ଟଙ୍କା ର ଜିନିଷ ଆପଣ ଙ୍କୁ ୧୦ ଟଙ୍କା ରେ ପଡିବ । ଏହି ପରି ଭାବେ ସେମାନେ କହିଥାନ୍ତି । କିନ୍ତୁ ୭୦% ଲୋକ ସେଲସ ମ୍ୟାନ ର ଏହି କଥା କୁ ପୁରା ନ ଶୁଣି ସେମାନଙ୍କୁ ଘଉଡ଼ାଇ ଦେଇଥାନ୍ତି କିମ୍ବା ବିଦା କରି ଦେଇଥାନ୍ତି ।

ଏହି କାରଣ ଯୋଗୁଁ କମ୍ପାନୀ ମାନେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଂକୁ ଏହି କାମ ଅଧିକ ଦେଇଥାନ୍ତି । କାରଣ ଝିଅ ମାନଂକୁ ଦେଖିଲେ ଲୋକ ମାନଙ୍କ ର ବିଶ୍ୱାସ ଅଧିକ ବଢିଯିବ ଏଵଂ ଏହି କଥା ର ଫାଇଦା କମ୍ପାନୀ ମାନେ ଉଠାଇ ଥାଆନ୍ତି । ଯେତେବେଳେ ଏକ ଝିଅ ଟି ସେହି ୧୦ ଟଙ୍କା ପ୍ରଡକ୍ଟ ବିକ୍ରି କରିବା ପାଇଁ ଆସିଥାନ୍ତି ସେତେବେଳେ କିଛି ଲୋକ ଝିଅ କୁ ଦେଖି ସେହି ଜିନିଷ କିଣି ଦେଇଥାନ୍ତି ।

କିନ୍ତୁ ଜିନିଷ କିଣିଥିବା ଲୋକମାନେ ଜାଣି ନାହାଁନ୍ତି କି ସେମାନେ ଜା-ଲ ରେ ଫ-ସି ଯାଇଛନ୍ତି । ଜିନିଷ କିଣିବା ପରେ ସେହି ଝିଅ ମାନେ ଆପଣ ଙ୍କ ଠାରୁ ଆପଣ ଙ୍କ ଫୋନ ନମ୍ବର ମାଗି ନେଇ ଥାଆନ୍ତି । ସେମାନେ ଆପଣ ଙ୍କ ନମ୍ବର କୁ ନେଇ ଗୋଟିଏ ନମ୍ବର ରୁ ମିସକଲ କରନ୍ତି ତାପରେ ଆପଣ ଙ୍କ ଫୋନ କୁ ଏକ ଓଟିପି ଆସେ କିନ୍ତୁ ସେମାନେ ଆପଣ ଙ୍କୁ ନ ଜଣାଇ ଏବଂ ଲୁଚାଇ ସେହି ଓଟିପି କୁ ମଧ୍ୟ ନେଇ ଯାଇଥାନ୍ତି ।

ଏକ ଛୋଟ ପିଲା ମଧ୍ୟ ଜାଣିଛି ଓଟିପି ର ଅର୍ଥ ଅର୍ଥାତ ୱାନ ଟାଇମ ପାସବୋର୍ଡ ର ମୁଲ୍ୟ କଣ । ଯେତେବେଳେ ଆପଣ ଙ୍କ ଫୋନ କୁ ଆସିଥିବା ଓଟିପି କୁ ନିଅନ୍ତି ସେତେବେଳେ ଆପଣ ଙ୍କ ଫୋନ ରେ ଥିବା ସମସ୍ତ ଡାଟା, ସମସ୍ତ ଜରୁରୀ କାଳୀନ ଜିନିଷ ସେମାନଙ୍କ ପାଖକୁ ଚାଲି ଯାଏ ଏହାଛଡ଼ା କମ୍ପାନୀ ନାମ ରେ ଆସିଥିବା କିଛି ଠକୁଆ ମାନେ ସେହି ଓଟିପି କୁ ନେଇ ଆପଣ ଙ୍କ ଫୋନ କୁ ହ୍ୟା-କ ମଧ୍ୟ କରି ଦେଇଥାନ୍ତି ।

ବେଳେବେଳେ ଆପଣଙ୍କ ଫୋନ କୁ କିଛି ମେସେଜ ଇ-ମେଲ କୁ ମେସେଜ ଏବଂ ବ୍ୟଙ୍କ ର କିଛି ମେସେଜ ଆସିଥାଏ ଯାହା ବିଷୟରେ ଆପଣ ମାନେ ଜାଣି ବି ମଧ୍ୟ ନାହାନ୍ତି । ଏହା ସବୁ ଓଟିପି ମଧ୍ୟରେ ଆପଣ ଙ୍କ ଫୋନ ରେ ଥିବା ସମସ୍ତ ଡାଟା ସମସ୍ତ ଇଂଫ୍ରମେଶନ ଆଦି କୁ ନେଇଥିବା କାରଣ ଯୋଗୁଁ ଆସିଥାଏ ଏବଂ ସେମାନେ ଆପଣ ଙ୍କ ଫୋନ ରେ ଥିବା ଡାଟା କୁ ଚୋ-ରି କରି ବଡ଼ ବଡ଼ କମ୍ପାନୀ କୁ ବିକ୍ରି କରି ଦେଇଥାନ୍ତି ।

ତେଣୁ ଯଦି ଆପଣ ଙ୍କ ପାଖକୁ ଏଭଳି କେହି କୌଣସି ଜିନିଷ ବିକିବା ପାଇଁ ଆସନ୍ତି ତେବେ ଆପଣ ଜିନିଷ ରଖିବାକୁ ଚାହିଁଲେ ରଖିବେ ଏବଂ ସେମାନଙ୍କୁ ସେହି ଜିନିଷ ର ମୁଲ୍ୟ ଦେଇ ବିଦା କରିଦେବେ । ଆପଣ ଙ୍କ ଫୋନ ନମ୍ବର ମାଗିଲେ ଆପଣ ସିଧା ସଳଖ ଭାବରେ ମନା କରିଦେବେ ।

ତେବେ ସବୁ ଲୋକ ଏଭଳି ନଥାନ୍ତି ଯେଉଁ ବ୍ୟକ୍ତି ମାନେ ସତରେ ନିଜ ଜିନିଷ ବିକିବାକୁ ଆସିଥାନ୍ତି ସେମାନେ କେବେବି ଆପଣ ଙ୍କୁ ଫୋନ ନମ୍ବର ମାଗନ୍ତି ନାହିଁ ତେଣୁ ସେହି ଭଳି ଠ-କୁ-ଆ ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ । ଆପଣ ମାନେ ମଧ୍ୟ ସାବଧାନ ରୁହନ୍ତୁ ଏହି ଭଳି ଠକୁଆ ଙ୍କ ଠାରୁ । ଏହି ଲେଖାଟି କେବଳ ସଚେତନତା ପାଇଁ, କାହାର କାମକୁ ଅପମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ । ନିଜର ମତାମତ ଆମକୁ ଜଣେଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *