ଥରେ ଏହି କରୋନା ରୋଗୀଙ୍କ କଥା ଶୁଣନ୍ତୁ, ହସି ହସି ଗଡିଯିବେ, ୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି, ଆପଣ ବି ଦେଖନ୍ତୁ ଯୁବକଙ୍କ ଏହି ଭାଇରାଲ Video

ବନ୍ଧୁଗଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ନିଜର ଭୟଙ୍କର ରୂପ ଦେଖାଇଛି । ଏହି ବର୍ଷ ବହୁତ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି ଓ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ବନ୍ଧୁଗଣ ଏହି କରୋନା କାଳ ସମୟରେ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓରେ ଏକ କରୋନା ରୋଗୀ ହସ୍ପିଟାଲ ବିଷୟରେ କିଛି ବିଶେଷ କଥା କହୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ କରୋନା ରୋଗୀ କିଛି ଆଶ୍ଚର୍ଯ୍ୟ ଜନକ କଥା କହୁଥିବାର ନଜର ଆସୁଛି । ରୋଗୀ ଜଣଙ୍କ ମତରେ-‘ ମୁ କରୋନା ଚିହ୍ନଟ ହୋଇଥିବାରୁ ଆମ ଜିଲ୍ଲାର ସବୁଠାରୁ ବଡ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଭିଡିଓରେ ଆପଣ ମୋର ଆଖ ପାଖର ସମସ୍ତ ଦୃଶ୍ୟକୁ ଦେଖି ପାରୁଥିବେ । ମୋ ବେଡର ଉପରେ ଏକ ବିଦେଶୀ ପଙ୍ଖା ଲାଗିଛି’ ।

ରୋଗୀ ଜଣକ ଆଗକୁ କହିଲେ-‘ ମୋ ବେଡ ଉପରେ ଏକ ବିଦେଶୀ ପଙ୍ଖା ଲାଗିଛି । ସେ ବହୁତ ଫନି ଅନ୍ଦାଜ ରେ କହୁଛନ୍ତି କି “କରୋନା ସେ ଡର ନେହି ଲଗତା ସାହାବ, ୟେ ପଙ୍ଖେ ସେ ଡର ଲଗତା ହେ”।  ଆପଣ ମାନେ ଭିଡିଓରେ ଦେଖିପାରୁଥିବେ ଯେ ପଙ୍ଖାଟି କିପରି ଅବସ୍ଥାରେ ବୁଲୁଛି । ପଙ୍ଖାକୁ ଦେଖି ଏମିତି ଲାଗୁଛି ଯେମିତି ପଙ୍ଖାଟି ଛିଡି ତଳେ ପଡିଯିବ । ଏହି ହସ୍ପିଟାଲର ଷ୍ଟାଫ ମାନଙ୍କୁ ବାରମ୍ବାର କହି ସାରିଛି ଯେ ପଙ୍ଖାକୁ ବଦଳାଇ ଦିଅ ନଚେତ ମୋ ବେଡକୁ ବଦଳାଇ ଦିଅ । ହେଲେ ମୋ କଥା କେହି ବି ଶୁଣୁ ନାହାନ୍ତି’ ।

ଆଗକୁ ରୋଗୀ ଜଣକ କହିଲେ-‘ ଯଦି ପଙ୍ଖାଟି ତଳେ ପଡିଯିବ ତା ହେଲେ ମୋ ଅବସ୍ଥା କଣ ହେବ ଆପଣ ମାନେ ବୁଝି ପାରୁଥିବେ । ତେଣୁ ଭାଇମାନେ ଆପଣ ମାନେ କୁହନ୍ତୁ ମୋ ବେଡ ବଦଳିବା ଦରକାର ନା ପଙ୍ଖା ବଦଳିବା । ହସ୍ପିଟାଲ ବଦଳିବା ଦରକାର ନା ସରକାର ବଦଳିବା ଦରକର । ଏହି ବିଦେଶୀ ପଙ୍ଖା କାହାର ଜୀବନ ନେବ ତାହା ଆଗକୁ ଜଣା ପଡିଯିବ’ ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ହସ୍ପିଟାଲ ଗୁଡିକର ଏହି ପରିକା ସ୍ଥିତିକୁ ଦେଖି ଲୋକମାନେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *