‘ଏମିତି ଝିଅ ବାହା ହେବେ ଜଣଙ୍କୁ, ହେଲେ ଡ୍ରେସ୍ ଖୋଲିବେ ପ୍ରେମିକ ଆଗରେ…’ ଦେଖନ୍ତୁ କଣ କହିଲେ ଏହି ଓକିଲ ମହାଶୟ, ଆପଣ ବି କାବା ହେବେ, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଏକ ସୈଐତାନ ବୋହୁର କଳା କାର୍ଣ୍ଣମା ସାମ୍ନାକୁ ଆସିଛି । ବିବାହର ପରଦିନରେ ସ୍ଵାମୀକୁ ମନ୍ଦିର ନେବା କଥା କହି ପ୍ରଥମେ ସ୍ଵାମୀକୁ ବାଡେଇଲେ ଆଉ ତା ପରେ ନିଜ ପ୍ରେମ ସହ ଛୁ ମାରିଲେ । ଏହି ଯୁବତୀଙ୍କ କଳା କାର୍ଣ୍ଣମାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ବହୁ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାର ସୁମିତଙ୍କ ଓକିଲ ନିଜର ବୟାନ ଦେଇଛନ୍ତି ।

ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଦେଖନ୍ତୁ ଏହା ହେଉଛି ଏକ ନିନ୍ଦନୀୟ ଘଟଣା । ମୁଁ କହିବା କଥା ଯଦି ଝିଅଟି ପୂର୍ବରୁ କାହା ସହ ରିଲେସନସିପରେ ଥିଲା ତା ହେଲେ ପୂର୍ବରୁ ସେ ତା ସହ ବିବାହ କରି ପାରି ଥାନ୍ତା । ହେଲେ ସେ ଅନ୍ୟ କାହା ସହ ବିବାହ କରି ତାଙ୍କ ଘରୁ ସୁନା ଟଙ୍କା ଚୋରୀ କରି ନେଲେ ଆଉ ନିଜ ସ୍ଵାମୀ ଉପରେ ମରାଆନ୍ତକ ଆକକ୍ରମଅଣ କରିଲେ ଏଇଟା ଗୋଟେ ଅପଅରାଆଧ ।

ଆଉ ସବୁଠାରୁ ବଡ କଥା ହେଉଛି ଲିଙ୍ଗରାଜ ମନ୍ଦିର ପାଖରେ ସିସିଟିଭି ଲାଗିଛି ଆଉ ସିସିଟିଭିରେ ପ୍ରମାଣ ମଧ୍ୟ ରହିଛି ପୋଲିସ ତାଙ୍କୁ ରେସକ୍ୟୁ କରିଛି ତଥାପି ମଧ୍ୟ ପୋଲିସ ମହିଳା ଜଣଙ୍କୁ ଷ୍ଟେସନ ନେଇ ଯାଇଛି ତା ପରେ ମଧ୍ୟ ସେହି ମହିଳାକୁ ଛାଡି ଦେବା ହେଉଛି ସବୁ ଠାରୁ ନିନ୍ଦନୀୟ ଘଟଣା । ମୁଁ ସେହି ପୋଲିସ ମାନଙ୍କୁ ଗୋଟେ ପ୍ରଶ୍ନ କରୁଛି ଆପଣଙ୍କର ସମାନ ଜାଗାରେ ଯଦି ଜଣେ ପୁରୁଷଟି ଏମିତି କରିଥାନ୍ତା ତାକୁ ସେମାନେ ଛାଡି ଦେଇଥାନ୍ତେ କି ।

ଏହି ସମାଜ ତାଙ୍କୁ ଛାଡି ଦେଇଥାନ୍ତା କି, ଏ କୋର୍ଟ ତାଙ୍କୁ ଛାଡି ଦେଇଥାନ୍ତା କି ? ପୁରୁଷ ମାନଙ୍କ ପାଇଁ ଅଲଗା ପ୍ରକାର ଆଇନର ବ୍ୟବସ୍ଥା ଆଉ ମହିଳା ମାନଙ୍କ ପାଇଁ ଅଲଗା ଆଇନର ବ୍ୟବସ୍ଥା ଯଦି ବଢି ଚାଲେ ତା ହେଲେ ଏହି ସମାଜରେ ପୁରୁଷ ଆଉ ବଞ୍ଚି ପାରିବେ ତ । ପୁରୁଷ ମାନଙ୍କ ପ୍ରତି ଏତେ ଅନ୍ୟାୟ କଣ ପାଇଁ । ଥରେ ଭାବନ୍ତୁ ସେ ପୁରୁଷ ଏବେ କେଉଁ ପରିସ୍ଥିତିରେ ଥିବ ।

ଯଦି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ନଥାନ୍ତା ତା ହେଲେ ସେହି ପୁରୁଷ କଥା କେହି ବିଶ୍ଵାସ କରି ନଥାନ୍ତା ସମସ୍ତ ଲୋକ ଆଉ ଏ ସମାଜ ସେହି ପୁରୁଷକୁ ହିଁ ନିନ୍ଦା କରିଥାନ୍ତେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *