ସାପଙ୍କର ପାଠଶାଳା, ଗୋଟିଏ କିମ୍ବା 2 ଟି ନୁହେଁ ବରଂ ଅନେକ ପ୍ରଜାତିର ସାପ ଏକା ସହିତ, ପ୍ରଥମ ଥର ପାଇଁ ଦେଖନ୍ତୁ ଏମିତିକା ଦୃଶ୍ୟ, ଆଗରୁ କେବେ ବି ଦେଖି ନଥିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ନିଜ ଜୀବନରେ ବିଭିନ୍ନ ପ୍ରକାରର ସାପ ଦେଖିଥିବେ । ସାଧାରଣତଃ ଆପଣ ମାନେ ଚିଡିଆ ଖାନା ଓ ଟିଭିରେ ସାପ ଦେଖିଥିବେ କିମ୍ବା ଆପଣ ମାନେ ଦେଖିଥିବେ । ହେଲେ ବେଳେବେଳେ ସାପ ମାନେ ଜଙ୍ଗଲି ଏରିଆରେ ରହୁଥିବା କିଛି ଘର କିମ୍ବା ବସ୍ତି ଭିତରକୁ ପଶି ଯାଇଥାନ୍ତି ଓ ଲୋକ ମାନଙ୍କ ପାଇଁ ଘା-ତ-କ ହୋଇଥାନ୍ତି । କାରଣ ଜଂଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି ।

କେତେବେଳେ କାହା ଘରେ ପ-ଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭୟବିତ ହୋଇ ସେମାନଂକୁ ମା-ରି ଦିଅନ୍ତି । ବନ୍ଧୁଗଣ ଏହି ସାପ ଧରାଳି ଜଣକ ହେଉଛନ୍ତି ମିର୍ଜା ଆରିଫ । ମିର୍ଜା ଆରିଫ ଏକ ପ୍ରକ୍ଷାତ ସା-ପ ଧ-ରା-ଳି ଅଟନ୍ତି ଓ ଏହି କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ମଧ୍ୟ ବହୁତ ଭଲ ରହିଛି । ସେ ବହୁତ ବର୍ଷ ହେବ ସାପ ମାନଙ୍କୁ ଜନଗହଳି ସ୍ଥାନରୁ ଉଧାର କରି ଜଙ୍ଗଲରେ ଛାଡନ୍ତି ।

ମିର୍ଜା ପ୍ରା-ଇ-ଭେ-ଟ-ରେ ଏହି କାମ କରିଲେ ମଧ୍ୟ ଫରେଷ୍ଟ ଡିପାର୍ଟ ମେଣ୍ଟର ସମସ୍ତ ନିୟମକୁ ମାନି ଥାନ୍ତି । ଯେତେବେଳେ କାହା ଘରେ ସାପ ପଶି ଯାଏ ସେତେବେଳେ ସେମାନେ ମିର୍ଜା ଆରିଫଙ୍କୁ ଫୋନ କରନ୍ତି ସୂଚନା ପାଇବାର କିଛି କ୍ଷଣ ମଧ୍ୟରେ ମିର୍ଜା ସେହି ସ୍ଥାନରେ ପହଞ୍ଚି ସାପ ଉଧାର କରନ୍ତି । ସେ କୁହନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝାଡ଼ ଫୁଙ୍କା କରିବା ।

କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ । ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ରନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ ।

ବନ୍ଧୁଗଣ ଏହି ଭିଡିଓରେ ମିର୍ଜା ଉଧାର କରିଥିବା ଅନେକ ପ୍ରଜାତି ସାପକୁ ନେଇ ଜଙ୍ଗଲକୁ ଆସିଛନ୍ତି । ସମସ୍ତ ସାପକୁ ସେ ଗୋଟେ ପରେ ଗୋଟେ ଜଙ୍ଗଲରେ ଛାଡୁ ଛନ୍ତି । ସେହି ସାପ ଗୁଡିକ ମଧ୍ୟରୁ ଅଧିକାଂଶ ନାଗ ସାପ ଅଛନ୍ତି । ବନ୍ଧୁଗଣ ଏହି ସୁନ୍ଦର ଦୃଶ୍ୟକୁ ଦେଖି ଲୋକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୃଶ୍ୟ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *