Majadar Jokes- 1980 ର ଚଉଠି ରାତି ପୂର୍ବରୁ ଦୁଲହନକୁ ତା’ର ସାଙ୍ଗ କୁହେ, “ଚିଲେଇବୁନି..ସେ ଯାହା କରିବେ କରିବାକୁ ଦବୁ, 2021ର ଚଉଠି ରାତି ପୂର୍ବରୁ ଦୁଲହନକୁ ତା’ର ସାଙ୍ଗ କୁହେ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

Jokes1

ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ବାହାଘର ପୂର୍ବରୁ ମୋ ଫିଗର ପୁରା କୋକୋକୋଲା ବୋତଲ ପରି ଥିଲା

ସ୍ଵାମୀ- ଆରେ ସେଇଟା ତ ଏବେ ବି ଅଛି,

ପୂର୍ବରୁ ତମ ଫିଗର ୩୦୦ ml ର ଥିଲା ଆଉ ଏବେ ଦେଢ ଲିଟରର ହୋଇଯାଇଛି ।

Jokes 2

ଗୋଟେ ବୁଢା ଛୁଆକୁ ପଚାରିଲା…

ବୁଢା-ପୁଅ କେମିତି ଅଛୁ ?

ଛୁଆ- ଠିକ ଅଛି…

ବୁଢା- ପାଠ ପଢା କେମିତି ଚାଲିଛି ?

ଛୁଆ- ବିଲକୁଲ ମୋ ଜୀବନ ପରିକା ।

ବୁଢା- ମାନେ ?

ଛୁଆ- ଭଗବାନଙ୍କ ଭରସାରେ ଚାଲିଛି ଆଉ…

Jokes 3

ସାନ୍ତା ଗାଁରେ ବୁଲୁଥିଲା ହଠାତ ଗୋଟେ ଟୋକା ଦଉଡି ଆସି କହିଲା…

ଟୋକା- ଗାଁରେ ବନ୍ୟା ଆସୁଛି, ପାଣି ତମ ଘର ଭିତରକୁ ପସିଲାଣି !!

ସାନ୍ତା ସେହି ଟୋକାକୁ ଗୋଟେ ଚା-ପୁ-ଡା ମା-ରି କହିଲା…

ସାନ୍ତା- ଆବେ ଶଳା କାହିଁକି ମିଛ କହୁଛୁ, ମୁ ତ ଘର ଚାବି ନେଇ ଆସିଛି ପାଣି କେମିତି ପଶିବ ।

Jokes4

ପୁଅ କହିଲା- ପାପା ମୋର ଜନ୍ମ କେମିତି ହେଲା ?

ପାପା କହିଲେ- ଏହା ବହୁତ ଲମ୍ବା କାହାଣୀ

ପୁଅ କହିଲା- ତଥାପି Short ରେ କୁହ ନା ?

ପାପା କହିଲେ- ପୁଅ ଥଣ୍ଡା ମୌସମ ଥିଲା ଓ

ସବୁ ମେଡିକାଲ ଷ୍ଟୋର ବନ୍ଦ ଥିଲା

Jokes5

ପତି- ଆଜି କଣ ବନେଇଛ ?

ପତ୍ନୀ- GST

ପତି- କଣ ?

ପତ୍ନୀ- ଗରମ ସେଓ ଟମାଟର ।

କୁନୁ ନିଜ ସୁନ୍ଦର ସ୍ତ୍ରୀ ସହିତ କାରରେ ବସିଥିଲା

ଡ୍ରାଇଭର ଗାଡିର କାଚକୁ ଏମିତି ସେଟ କଲା କି

ଯେମିତି କି କାଚରେ ରାଜୁର ସ୍ତ୍ରୀ ଦେଖାଯିବ

ଏହାକୁ ଦେଖି କୁନୁ ଡ୍ରାଇଭର ଉପରେ ରାଗିଯାଇ କହିଲା

ଆରେ ବଦମାସ ମୋ ସ୍ତ୍ରୀ କୁ ଦେଖୁଛୁ

ପଛ ସିଟକୁ ଆ ମୁଁ ଗାଡି ଚଲାଉଛି……

Jokes6

 

1980 ର

ଚଉଠି ରାତି ପୂର୍ବରୁ ଦୁଲହନ କୁ ତା’ର ସାଙ୍ଗ କୁହେ- “ଚିଲେଇବୁନି… ସେ ଯାହା କରିବେ କରିବାକୁ ଦବୁ

2021 ର

ଚଉଠି ରାତି ପୂର୍ବରୁ ଦୁଲହନ କୁ ତା’ର ସାଙ୍ଗ କୁହେ…

“ଜୋର ଜୋର ରେ ଚିଲେଇବୁ…ଯାହା ଦ୍ଵାରା ତାକୁ ଲାଗିବ କି ସେ ହିଁ ଓପେନିଙ୍ଗ ବ୍ୟାଟ୍ସମ୍ୟାନ ଅଟେ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *