ଏମାନଙ୍କ ଡ୍ୟାନ୍ସ ଦେଖିଲେ ହସି ହସି ପେଟ ଦରଜ ହେଇଯିବ, ଦେଖନ୍ତୁ ଏହି ମଜାଦାର ଭିଡିଓ

ବନ୍ଧୁଗଣ, ଆମ୍ଭ ଭାରତରେ ବିବାହ ହେଉ କି ଅବା ଅନ୍ୟ କିଛି ପ୍ରୋଗ୍ରାମ ପ୍ରାୟ ସବୁଥିରେ ନାଚଗୀତ ତ ହୋଇଥାଏ । ମାତ୍ର ସେହି ଜାଗାରେ କିଛି କିଛି ନମୁନା ଏଭଳି ଅନ୍ଦାଜରେ ଡ୍ୟାନ୍ସ କରିଥାନ୍ତି ଯେ ତାଙ୍କ ଡ୍ୟାନ୍ସ କୁ ଦେଖି ଏଭଳି ଲାଗିଥାଏ ଜେଭଳି ଆପଣ ହସି ହସି ଗଡିଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।୧;- ଗୋଟିଏ ଭି-ଡି-ଓ ରେ ଦେଖିବାକୁ ମିଳିଥିଲା ଯେ ମହିଳା ଜଣକ ଫେମସ ହେବା ପାଇଁ ଏକ ଡ୍ୟାନ୍ସ ଭିଡିଓ ବନାଉଥିଲେ ।

ସେ ଦେଶୀ ଅନ୍ଦାଜରେ ଏହିଭଳି ଭାବରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୨;- ବଜା ର ଶବ୍ଦ ରେ ଆପେ ଆପେ ଗୋଡ ହଲିବାକୁ ଲାଗିଥାଏ । ମାତ୍ର ସେହି ଜାଗାରେ କିଛି ଲୋକ ଗୋଡ ହଲାଇବା ଜାଗାରେ ଜଣା ନଥାଏ ଯେ ସେମାନେ କ’ଣ କ’ଣ ହଲାଇ ଦେଇଥାନ୍ତି । ଏଠାରେ ମଉସା ଜଣକ ଏଭଳି ନାଚୁଥିଲେ ଯେ ତାଙ୍କର ସଂପୂର୍ଣ୍ଣ ଶରୀର ହାଲୁଥିଲା ।

୩;- ବିବାହ ରେ ନାଗିନ ଡ୍ୟାନ୍ସ ଚାଲିଲେ ପୁଅ ମାନେ ନିଜ ଅସଲି ରୂପରେ ଆସିଯାଇଥାନ୍ତି । ତାଙ୍କୁ ଏହି ଗୀତରେ ଡ୍ୟାନ୍ସ କରିବାକୁ ଭଲ ଲାଗିଥାଏ । ମାତ୍ର ଏହି ଯୁବକ ଙ୍କର ନାଚ ଦେଖି ଲାଗୁଥିଲା ଯେ ଆଜି କିଛି ମଧ୍ୟ ହେଇଯାଉ ମାତ୍ର ସେ ନିଜ ଘରକୁ ନାଗମଣି ନେଇ ନିଶ୍ଚିତ ଭାବରେ ଯିବେ ।

୪;- ଆଉ ଏକ ପାର୍ଟି ରେ ଗୀତ ବାଜୁଥିଲା ସେଠାରେ କହିଲେ ଯେ ତୁମେ ମଉସା ମାଉସି ଙ୍କ ସହିତ ନାଚୁନ କାହିଁକି ? ଏହାପରେ ମଉସା ଜଣଙ୍କ ଚିନ୍ତା କରି ମାଉସୀ ଙ୍କୁ କାଖରେ କାଖେଇ ନାଚିବାକୁ ବାହାରିଲେ । କାରଣ ବୟସ ଅଧିକ ହେବାରୁ ମାଉସୀ ନାଚିବା ସ୍ଥିତି ରେ ନଥିଲେ । ଏହାକୁ ଦେଖି ତାଙ୍କ ର ଜଣେ ସମ୍ପର୍କୀୟ ଅଟକାଇବା ନିମନ୍ତେ ବହୁତ ପ୍ରୟାସ କରିଥିଲେ ମଧ୍ୟ ମଉସା ଚୁପ ରହି ନଥିଲେ ।

୫;- ଆଉ ଏକ ଭିଡିଓ ରେ ଏଭଳି ଏକ ଯୁବକ ନାଚୁଥିବାର ଦେଖିଲେ ଯେ ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ । ଯୁବକ ଜଣଙ୍କ ଅଷ୍ଟ୍ରବଙ୍କା ହୋଇ ନାଚିବାରେ ବ୍ୟସ୍ତ ଥିଲେ । ଏହାକୁ ଦେଖି ସମାରୋହ ରେ ଥିବା ଲୋକମାନେ ବହୁତ ହସିବାକୁ ଲାଗିଥିଲେ । କିନ୍ତୁ ଯୁବକ ଜଣଙ୍କ କିଛି ନ ଚିନ୍ତା କରି ନାଚିବାରେ ବ୍ୟସ୍ତ ଥିଲା । ତେବେ  ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *