ଚମତ୍କାର ! ଏକା ବେଳେ 4 ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା, ଲୋକେ କହିଲେ ଇଏ ତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏକା ସାଙ୍ଗରେ ୪ ଟି ସନ୍ତାନର ଜନନୀ ହେଲେ ରାଜସ୍ଥାନର ଜଣେ ମହିଳା ! ଏହା ଶୁଣିକି ଅବାକ ଲାଗୁଥାଇ ପରେ ସତ କିନ୍ତୁ ଏହା ହେଉଛି ଏକ ନିଛକ ସତ୍ୟ ଘଟଣା ! ଯାହାକୁ ଯିଏ ବି ଶୁଣୁଛି । ସେ ମୁଣ୍ଡରେ ଦେଊଛି ହାତ । କାରଣ ଗୋଟିଏ ନୁହେଁ କି ୨ ଟି ମଧ୍ୟ ନୁହେଁ । ଏକ ସାଙ୍ଗରେ ୪ ଟି ସନ୍ତାନ ଜନ୍ମ ଦେଇଛନ୍ତି ରାଜସ୍ଥାନର ଆଜେମର ଅଞ୍ଚଳର ଏକ ମହିଳା ।

ତେବେ ସୂଚନା ମୁତାବିକ ରାଜସ୍ଥାନର ଆଜମର ଅଞ୍ଚଳର ଏକ ଦମ୍ପତ୍ତିଙ୍କର ବାହାଘର ୪ ବର୍ଷ ହୋଇଯାଇଥିଲେ । ମଧ୍ୟ ତାଙ୍କର ପିଲାପିଲି ହେବାରେ ବହୁ ଅସୁବିଧା ହେଉଥିଲା । ତେଣୁ ୪ ବର୍ଷ ପର୍ଯ୍ୟନ୍ତ ସେ ଗର୍ଭବତୀ ହୋଇପାରିନଥିଲେ । ତେବେ କଥାରେ ଅଛି ନା ଭଗବାନ ଯେତେବେଳେ କାହାକୁ କିଛି ଦିଅନ୍ତି । ସେତେବେଳେ ପୁରାପୁରୀ ଛପର ଫାଡିକି ଦେଇଥାନ୍ତି । କାରଣ ମହିଳା ଜଣଙ୍କ ଯେତେବେଳେ ବହୁ ଡାକ୍ତରଙ୍କର ପରାମର୍ଶ କରି ଭଗବାନଙ୍କ ଦୟାରୁ ଗର୍ଭବତୀ ହୋଇଗଲେ ।

ତେବେ ତାଙ୍କର ପ୍ରସାବ ଯନ୍ତ୍ରଣା ହେବ ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ତାପରେ ପ୍ରଥମେ ଏକ କନ୍ୟା ସନ୍ତାନ ମହିଳାଙ୍କର ଜନ୍ମ ହୋଇଥିଲା । ସେହି କନ୍ୟା ସନ୍ତାନ ଜନ୍ମ ହେବାର ୨୯ ମିନିଟ ପରେ ପୁଣି ଗୋଟିଏ ପରେ ଗୋଟିଏ କରି ୩ ଟି ସନ୍ତାନ ଜନ୍ମ ହୋଇଯାଇଥିଲେ । ତେବେ ସର୍ବ ଉପରେ କହିବାକୁ ଗଲେ । ୨ ଟି କନ୍ୟା ସନ୍ତାନ ଓ ୨ ଟି ପୁତ୍ର ସନ୍ତାନ ମହିଳାଙ୍କର ଜନ୍ମ ହୋଇଥିଲା ।

ମହିଳା ଜଣଙ୍କର ପ୍ରସବ ସାରିଲା ପରେ ତାଙ୍କୁ ସାଧାରଣ ୱାର୍ଡରେ ରଖା ଯାଇଛି । ମହିଳା ଜଣଙ୍କ 8 ମାସର ଗର୍ଭାବସ୍ତା ଥିବା ସମୟରେ ପ୍ରସବ କରିବାରୁ ଏହା ସହିତ ଏକାବେଳକରେ ୪ ଟି ସନ୍ତାନ ଜନ୍ମ ହୋଇଥିବାରୁ ପିଲା ମାନଙ୍କର ଓଜନ ଅଳ୍ପ ଥିବାରୁ  ତାଙ୍କୁ NIC ୱାର୍ଡରେ ରଖା ଯାଇଛି । ତାପରେ ଏହି ଖବର ଶୁଣି ପ୍ରସବ କରିଥିବା ମହିଳାଙ୍କ ଘର ପରିବାର ଲୋକେ ଖୁସିରେ ଆନନ୍ଦ ହୋଇଯାଇଥିଲେ ।

ତେବେ ଖାଲି ୪ ଟି ସନ୍ତାନ ହୋଇଥିବା ଘର ପରିବାର କାହିଁକି ? ସେହି ଗ୍ରାମରେ ମଧ୍ୟ ଏହି ଖବର ବ୍ୟାପିଲା ପରେ ଗ୍ରାମବାସୀଙ୍କର ଖୁସି କହିଲେ ନସରେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *