ବରଯାତ୍ରୀ ନାଚ ହେଲା ଜୀବନର ଶେଷ ନାଚ, ରାସ୍ତା ଉପରେ ନାଚୁ ନାଚୁ ଟଳି ପଡ଼ିଲେ ଯୁବକ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବରଯାତ୍ରୀ ନାଚ ହୋଇଗଲା ଜୀବନର ଶେଷ ନାଚ ! ସାଙ୍ଗ ବାହାଘରରେ ନାଚୁ ନାଚୁ ରାସ୍ତା ଉପରେ ଟଳିପଡିଲେ ! ତେବେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକର କୁଳମଣୀ ସାହୁଙ୍କ ପୁଅ ଦୁଃଖବନ୍ଧୁ ସାହୁ ନିଜ ସାଙ୍ଗ ବାହାଘର ହେବ ବୋଲି ବହୁତ ଖୁସିରେ ଥିଲେ । ତେବେ ଯେଉଁ ଦିନ ସାଙ୍ଗର ବାହାଘର ଥିଲା । ସେ ସେଦିନ ଖୁସି ମନରେ ସାଙ୍ଗର ବରଯାତ୍ରୀକୁ ଯିବା ପାଇଁ ଘରେ ଖୁସି ମନରେ ଖାଇ, ପିଇ ବାହାରିଥିଲେ।

ତାପରେ ସାଙ୍ଗ ମାନଙ୍କ ସହ ଡିଜେର ଗୀତର ନାଚରେ ତାଳରେ ତାଳ ଦେଇ ନାଚିବାକୁ ଲାଗିପଡିଥିଲେ । ତାପରେ ନାଚି ନାଚି ନାଚରେ ପୁରା ମଜ୍ଘୁଲ ହୋଇଯାଇଥିବା ଅବସ୍ଥାରେ ହଟାତ ରାସ୍ତା ଉପରେ ଟଳିପଡିଥିଲେ। ଆଗରୁ ମଧ୍ୟ ତାଙ୍କର ସ୍ଵାସ୍ଥ ସମ୍ବଦ୍ଧିତ କିଛି ସମସ୍ଯା ମଧ୍ୟ ନଥିଲା । ତେବେ ଯୁବକ ଜଣଙ୍କ ପୂର୍ବରୁ ମଧ୍ୟ ସଂପୂର୍ଣ୍ଣ ଭାବରେ ସୁସ୍ଥ ଥିଲେ ବୋଲି ତାଙ୍କ ସାଙ୍ଗସାଥି ମାନେ କହିଥିଲେ ।

ହେଲେ ତାପରେ ସେହିଠାରେ ହିଁ ତାଙ୍କର ହଟାତ ଭାବରେ ପ୍ରାଣବାୟୁ ଉଡିଯାଇଥିଲା । ତେବେ ଦୁଃଖମଣୀ ନାମକ ଯୁବକ କଣ ଜାଣିଥିଲେ । ଯେ ଏହି ସାଙ୍ଗର ବାହାଘରରେ ଯେଉଁ ସବୁ ସେ ହସମଜା ମସ୍ତି କରୁଛନ୍ତି । ଯାହାବି ସିଏ ନାଚ ମସ୍ତି କରୁଛନ୍ତି । ତାହା ତାଙ୍କ ଜୀବନର ଶେଷ ଆନନ୍ଦ ହୋଇଯିବ । ତେବେ କିଛି କୁଆଡୁ ନଥିବା ବେଳେ ହଟାତ ନାଚୁ ନାଚୁ ହିଁ ସେ ଟଳିପଡିବା ପରେ ତାଙ୍କର ଦେହାନ୍ତ ଘଟି ଯାଇଥିଲା ।

ସାଙ୍ଗ ମାନେ ସଙ୍ଗେ ସଙ୍ଗେ ତାଙ୍କୁ ପାଣି ପକାଇ ହୋସକୁ ଆଣିବାକୁ ବହୁତ ପ୍ରୟାସ କରିଥିଲେ । ତାପରେ ଯୁବକଙ୍କର ଚେତା ଫେରି ନଆସିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲକୁ ନେଇ ଯାଇଥିଲେ । ହେଲେ ସେଠାରେ ଦୁଃଖବନ୍ଧୁ ଆଉ ନାହାନ୍ତି ବୋଲି ଡାକ୍ତର କହିଥିଲେ । ତେବେ ନିଜର ଭେଣ୍ଡିଆ ପୁଅକୁ ହରାଇ ପୁଅର ବାପା ଓ ମାଅଙ୍କର ମନର ଅବସ୍ଥା କଣ ଯେ ଥିବ ତାହା ତ କହି ମଧ୍ୟ ହେବ ନାହିଁ ।

ଏହା ସହିତ ଦୁଃଖବନ୍ଧୁଙ୍କର ସାଙ୍ଗ ଯେଉଁ ମାନେ ତାଙ୍କ ସହ ବରଯାତ୍ରୀ ଯାଇଥିଲେ । ସେମାନେ ମଧ୍ୟ ନିଜ ସାଙ୍ଗର ଏପରି ଅବସ୍ଥା ଦେଖି ମର୍ମାହତ ହୋଇପଡିଥିଲେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *