35 ବର୍ଷ ପୂର୍ବେ ଏକା ସହିତ ଜନ୍ମ ହୋଇଥିଲେ 3 ଭଉଣୀ, ଏବେ ଏକା ସହିତ ବି ହେଇଗଲେ ପ୍ରେଗନେଣ୍ଟ, ଜାଣନ୍ତୁ କେମିତି କରିଥିଲେ ପ୍ଲାନିଙ୍ଗ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମହିଳାଙ୍କ ପାଇଁ ମା ହେବା ଏକ ବଡ ଖୁସି ହୋଇଥାଏ । ସମସ୍ତ ମହିଳା ମା ହେବା ପାଇଁ ଇଛା କରିଥାନ୍ତି । ବେଳେବେଳେ କିଛି ମହିଳା ଏକା ସହ ଗ-ର୍ଭ-ବ-ତୀ ହୋଇଥାନ୍ତି ।

ହେଲେ ଯଦି ତିନି ଜଣ ଭଉଣୀ ଏକା ସହ ପ୍ରେଗନେଣ୍ଟ ହେବେ ତା ହେଲେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ କିଛି ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋରେ ତିନି ଜଣ ଭଉଣୀ ଏକା ସହ ଗ-ର୍ଭ-ବ-ତୀ ହୋଇଥିବାର ନଜର ଆସୁଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେହି ତିନି ଜଣ ଭଉଣୀ ଏକା ସହ ଜନ୍ମ ଗ୍ରହଣ ମଧ୍ୟ କରିଥିଲେ ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହି ତିନିଜଣ ଭଉଣୀ ଆମେରିକାର କାର୍ଲେଫୋର୍ନିଆରେ ରୁହନ୍ତି । ଏହି ତିନିଜଣ ଭଉଣୀ ଏକା ସହ ଜନ୍ମ ହୋଇଥିବାରୁ ନିଜ ଜୀବନର ସମସ୍ତ ନିସ୍ପତି ମଧ୍ୟ ଏକା ସହ ନିଅନ୍ତି । ଏହି ତିନିଜଣ ଏକା ସହ ଗୋଟିଏ ସ୍କୁଲ, କଲେଜ ଯିବା ପରେ ଏକା ସହ ଗ-ର୍ଭ-ବ-ତୀ ହୋଇଥିଲେ ଓ ଏଥିପାଇଁ ଏହି ତିନିଜଣ ବହୁତ ଅଧିକ ଖୁସି ମଧ୍ୟ ଥିଲେ ।

ଏହା ଦ୍ଵାରା ଏହି ତିନିଜଣଙ୍କ ସମ୍ପର୍କ ଆହୁରି ଅଧିକ ମଝବୁତ ହୋଇଯାଇଛି । ବର୍ତ୍ତମାନ ଏହି ତିନିଜଣ କେବଳ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଯେ, ସେମାନଙ୍କ ଛୁଆ ସୁସ୍ଥ ଅବସ୍ଥାରେ ଜନ୍ମ ଗ୍ରହଣ କରୁ । ଏକା ସହ ଜନ୍ମ ହୋଇଥିବା ଏହି ତିନି ଜଣ ଭଉଣୀଙ୍କ ନାମ ହେଉଛି ଗିନା, ନିନା ଓ ଭିକ୍ଟୋରିଆ । ଏହି ତିନିଜଣ ୩୫ ବର୍ଷ ବୟସରେ ଏକା ସହ ପ୍ରେଗନେଣ୍ଟ ହୋଇଛନ୍ତି ।

ବର୍ତ୍ତମାନର ସମୟ ଏହି ତିନିଜଣଙ୍କ ପାଇଁ ବହୁତ ରୋମାଞ୍ଚକ ରହିଛି । ନିଜ ଅନୁଭବ ବିଷୟରେ ଭିକ୍ଟୋରିଆ ଏକ ଇଣ୍ଟର୍ବ୍ୟୁରେ କହିଥିଲେ । ସେ କହିଥିଲେ ଯେ-‘ ଏହା ଆମ ତିନିଜଣଙ୍କ ପାଇଁ କୌଣସି ସ୍ଵପ୍ନ ଠାରୁ କମ ନୁହେଁ । ପ୍ରଥମେ ମୁ ଆଉ ନିନା ପ୍ରେଗନେଣ୍ଟ ହେଲୁ । ଏହାପରେ ଆମେ ଆମ ଭଉଣୀକୁ ମଧ୍ୟ ଗ-ର୍ଭ-ବ-ତୀ ହେବା ପାଇଁ କହିଥିଲୁ । ସେ ଆମ କଥାକୁ ମାନି ଥିଲା ଓ ବର୍ତ୍ତମାନ ଆମେ ତିନିଜଣ ପ୍ରେଗନେଣ୍ଟ ଅଛୁ’ ।

ଏହି ତିନିଜଣ ବହୁତ ଶୀଘ୍ର ନିଜ ଛୁଆ ମାନଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି । ଡାକ୍ତରଙ୍କ ମତରେ, ଅବଶ୍ୟ ଏହି ତିନିଜଣ ମହିଳା ଏକା ସହ ପ୍ରେଗନେଣ୍ଟ ହୋଇଗଲେ ହେଲେ ଛୁଆ ଜନ୍ମ ହେବାର ଅନ୍ତର ଦୁଇ ରୁ ତିନି ମାସ ମଧ୍ୟରେ ରହିବ । ବର୍ତ୍ତମାନ ଏହି ତିନିଜଣ ବହୁତ ଅଧିକ ଖୁସି ଅଛନ୍ତି ଓ ଏମାନଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *