ପ୍ରେଗନେଣ୍ଟ ଥିବା ମହିଳା ମାନେ ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ପିଲାର ରଙ୍ଗ କଳା ହୋଇଥାଏ…

ବନ୍ଧୁଗଣ ପ୍ରତ୍ଯେକଟି ଗର୍ଭବତୀ ମା’ ଚାହିଁଥାଏ । ତା’ ର ଗର୍ଭରେ ବଢୁଥିବା ସନ୍ତାନ ଗୋରା, ସୁନ୍ଦର ଆଉ ବୁଦ୍ଧିମାନ ହୋଇ ଜନ୍ମ ଗ୍ରହଣ କରୁ । ସେଥିପାଇଁ ମହିଳାଙ୍କୁ ନିଜର ଖାଇବା, ପିଇବ ଉପରେ ବିଶେଷ ଭାବେ ଧ୍ୟାନ ରଖିଥାଏ । ତେବେ ପିଲାର ରଙ୍ଗ ତା’ ର ବାପା, ମା’ ର ଜିନ୍ସ ଉପରେ ନିର୍ଭର କରିଥାଏ । କାରଣ ବାପା, ମା’ ଙ୍କର ରଙ୍ଗ ଯେପରି ହୋଇଥାଏ । ତାଙ୍କ ପିଲାର ରଙ୍ଗ ମଧ୍ୟ ସେହିଭଳି ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ ।

ଗର୍ଭରେ ବଢୁଥିବା ପିଲାର ରଙ୍ଗ ଶରୀରରେ ଥିବା ମେଲାନିୟନ ଉପରେ ନିର୍ଭର କରିଥାଏ । ଗର୍ଭବତୀ ମହିଳାର ଶରୀରରେ ଥିବା ଏହି ମେଲାନିୟନ ଏକ ପ୍ରକାର ପ୍ରୋଟିନ ହୋଇଥାଏ । ଯାହା ପିଲାଟିର ରଙ୍ଗ କିଭଳି ହୋଇବ ତାହା ଉପରେ ନିର୍ଭର କରିଥାଏ । ଗର୍ଭବତୀ ମହିଳାର ଶରୀରରେ ମେଳନୀୟନ ଯେତେ ଅଧିକ ରହିଥାଏ । ସେହି ମହିଳାଙ୍କ ପିଲାର ରଙ୍ଗ ସେତେ ଅଧିକ କଳା ହୋଇଥାଏ । ତେବେ ମହିଳାର ବଡିରେ ମେଲାନିୟନ ବଢିବର ମଧ୍ୟ ଅନେକ ଗୁଡିଏ କାରଣ ରହିଛି ।

1- ଯଦି ଗର୍ଭବତୀ ମହିଳା ଅଧିକ ସମୟ ଖରାରେ ରହିଥାଏ । ତେବେ ତା’ ର ବଡିରେ ମେଲାନିୟାନର ମାତ୍ରା ଅଧିକ ବଢିଯାଇଥାଏ । ତେବେ ସେଠାରେ ପିଲାର ରଙ୍ଗ ମଧ୍ୟ କଳା ହେବାର ସମ୍ଭାବନା ବଢିଯାଇଥାଏ । ତେଣୁ ଗର୍ଭବତୀ ଥିବା ମହିଳା ମାନେ କଅଁଳ ସୂର୍ଯ୍ୟ କିରଣରେ ବସନ୍ତୁ । ଅଧିକ ଟାଣ ଖରାରେ ବସିବା ଉଚିତ ହୋଇନଥାଏ ।

2- ଗର୍ଭବତୀ ମହିଳା ମାନେ ଯାହା ଖାଇଥାନ୍ତି । ତାହାର ପ୍ରଭାବ ମଧ୍ୟ ତାଙ୍କ ଗର୍ଭରେ ଥିବା ପିଲାଙ୍କ ଉପରେ ପଡିଥାଏ । ପ୍ରେଗନେଣ୍ଟ ଥିବା ମହିଳା ଆଇରନ ଯୁକ୍ତ ଖାଦ୍ୟ ଖାଇବା ବହୁତ ଆବଶ୍ୟକ ଅଟେ । କାରଣ ଏହି ଖାଦ୍ୟ ଖାଇବା ଦ୍ଵାରା ଗର୍ଭବତୀ ମହିଳାର ଶରୀରଏ ରକ୍ତର ଅଭାବ ହୋଇନଥାଏ । ଏଥିସହ ଗର୍ଭରେ ଥିବ ପିଲାର ଗ୍ରୋଥ ମଧ୍ୟ ଭଲ ଭାବେ ହୋଇଥାଏ ।

ହେଲେ ଯଦି ଗର୍ଭବତୀ ମହିଳାଙ୍କ ଶରୀରରେ ଆଇରନର ମାତ୍ରା ଅଧିକ ବଢିଯାଇଥାଏ । ତେବେ ଗର୍ଭରେ ଥିବା ପିଲାର ରଙ୍ଗ ମଧ୍ୟ କଳା ହେବାର ଅଧିକ ସମ୍ଭାବନା ରହିଥାଏ । ତେଣୁ ପ୍ରେଗନେଣ୍ଟ ମହିଳା ମାନେ ଆଇରନଯୁକ୍ତ ଖାଦ୍ୟକୁ ଲିମିଟରେ ରହି ଖାଇବା ଉଚିତ । ଅତ୍ୟଧିକ ଏହି ଖାଦ୍ୟର ସେବନ କରନ୍ତୁ ନାହିଁ ।

3- ଏଥିସହ ପ୍ରେଗନେଣ୍ଟ ମହିଳା ମାନେ ପଇଡ ପାଣି, କେଶର ପକାଇ କ୍ଷୀରର ସେବନ କରିବା ଦ୍ଵାରା ମଧ୍ୟ ତାଙ୍କ ବେବିର ରଙ୍ଗ ସଫା ହୋଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *