ପୁରୁଷ ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ଜୀବନରେ କେବେ ବି ଖାଇବେ ନାହିଁ ଧୋକା- Chanakya Niti

ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ଓ ସେ ନିଜ ନୀତି ଗୁଡିକ ଆଧାରରେ ଚନ୍ଦ୍ର ଗୁପ୍ତ ମୋର୍ଜ୍ୟଙ୍କୁ ରାଜଗଦିରେ ବସେଇ ଥିଲେ ।

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏହି ନୀତିରେ ମାନବ ସମାଜକୁ ସୁଖମୟ ଓ ସମୃଦ୍ଧିମୟ ବନେଇବା ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କୁହାଯାଇଛି । ବନ୍ଧୁଗଣ ଚାଣକ୍ୟଙ୍କ ମତରେ ମଣିଷର ଚାରୋଟି ଭୋକ କେବେହେଲେ ଶେଷ ହୋଇନଥାଏ । ତାହା ହେଉଛି ଧନ, ଜୀବନ, ବା-ସ-ନା ଓ ଭୋଜନ ।

ଏହି ଚାରୋଟି ଜିନିଷ ପାଇଁ ମଣିଷ ସବୁବେଳେ ଭୋକିଲା ରହିଥାଏ । ଏହି ସବୁ ଜିନିଷ ତାକୁ ଯେତେ ଅଧିକ ମିଳିଲେ ମଧ୍ୟ ତାର ଭୋକ ମେଣ୍ଟେ ନାହିଁ । ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ଜୀବନରେ କେବେ ନା କେବେ ନିଶ୍ଚୟ କିଛି ଖରାପ ସମୟ ଆସିଥାଏ । ତେଣୁ ପ୍ରତ୍ୟକ ମଣିଷଙ୍କୁ କିଛି ଖାସ କଥାର ଧ୍ୟାନ ନିଶ୍ଚୟ ରଖିବା ଉଚିତ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରତ୍ୟକ ମଣିଷ ମାନିବା ଉଚିତ । ଏହି ସବୁ କଥାକୁ ମାନିବା ଦ୍ଵାରା ମଣିଷ କେବେହେଲେ ହାରିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ କଥା ବିଷୟରେ । ବନ୍ଧୁଗଣ ଏହି ଦୁନିଆରେ କୌଣସି ମଣିଷକୁ ଅଧିକ ଭଲ ହୋଇ ରହିବା ଉଚିତ ନୁହେଁ ।

କାରଣ ମଣିଷର ସଚ୍ଚୋଟ ପଣିଆ ଓ ଭଲ ଗୁଣକୁ ଅନ୍ୟ ଲୋକ ମାନେ ପାଗଳାମି ଭାବି ଥାନ୍ତି ଏବଂ ଅନ୍ୟ ଲୋକମାନେ ଏହି ଲୋକ ମାନଙ୍କର ଫାଇଦା ମଧ୍ୟ ଉଠାଇ ଥାନ୍ତି । ଯେପରି ଜଙ୍ଗଲରେ ପ୍ରଥମେ ସିଧା ଥିବା ଗଛ ଗୁଡିକୁ ପ୍ରଥମ କଟା ଯାଇଥାଏ ଓ ତେଢା ଥିବା ଗଛ ଗୁଡିକୁ ଛଡା ଯାଇଥାଏ ସେହିପରି ଆପଣ ମାନେ ଅଧିକ ସିଧା ହୋଇ ରହିବା ଉଚିତ ନୁହେଁ ।

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କୁ ଇଶ୍ଵରଙ୍କ ଉପରେ ଆସ୍ତା ରଖିବା ଉଚିତ । କାରଣ ଇଶ୍ଵର ଚାହିଁଲେ ଏକ ଗରିବକୁ ଧନୀ ଓ ଏକ ଧନୀ ବ୍ୟକ୍ତିକୁ ଗରିବ ବନେଇ ପାରିବେ । ବନ୍ଧୁଗଣ ଏହି ସମଗ୍ର ଦୁନିଆରେ ବି-ବା-ଦରେ ଘେରି ହୋଇ ରହିଛି । ସମସ୍ତ ଚମକୁଥିବା ଜିନିଷ ସୁନା ହୋଇ ନଥାଏ, ସମସ୍ତ ସ୍ଥାନରେ ଭଲ ମଣିଷ ରହି ନଥାନ୍ତି, ସବୁ ପାହାଡରେ ହୀରା ନଥାଏ, ସବୁ ହାତୀରେ ମସ୍ତକରେ ମୁକ୍ତା ରହି ନଥାଏ ଓ ସମସ୍ତ ସ୍ଥାନରେ ଚନ୍ଦନ ନଥାଏ ।

ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁନିଆରେ ଅଧିକ ଭଲ ହୋଇ ରହିବାର କୌଣସି ଆବଶ୍ୟକତା ନାହିଁ । ବନ୍ଧୁଗଣ ସବୁବେଳେ ନିଜ ସଫଳତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ଓ ନିଜ ମାତା ପିତାଙ୍କର ସମ୍ମାନ ଦିଅନ୍ତୁ । ଜୀବନରେ ବଞ୍ଚିବାକୁ ହେଲେ ସବୁଠାରୁ ଅଧିକ ଧନର ଆବଶ୍ୟକତା ରହିଥାଏ । ତେଣୁ ଆପଣ ମାନେ ଧନ ଅର୍ଜନ କରିବା ପାଇଁ କଷ୍ଟ କରନ୍ତୁ ଓ ଆଜୀବନ ଆତ୍ମ ନିର୍ଭର ରୁହନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *