ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମସ୍ତେ ଗାଡି ଉପରେ ହିଁ ଆଶ୍ରିତ। ତେବେ ସବୁଠାରୁ ଅଧିକ ଖତରନାକ ଗାଡି ହେଉଛି ଟ୍ରକ ଯାହାକୁ ଚଲାଇବା ଏବଂ ତାକୁ ଦେଖିବା ମଧ୍ୟ ବହୁତ ଭୟ ଲାଗିଥାଏ। ତେବେ ଆଜି ଆମେ ଆପଣ ଙ୍କୁ କିଛି ଏଭଳି ଟ୍ରକ ଡ୍ରାଇଭର ଙ୍କ ବିଷୟ ରେ କହିବୁ ଯେଉଁ ମାନେ ନିଜର ଡ୍ରାଇଭର କଳା ରେ ସମସ୍ତ ଙ୍କୁ ଚକିତ କରିଦେଇଛନ୍ତି।
୧- ତେବେ ଆପଣ ଜାଣିଥିବେ କି ଏକ ଟ୍ରାଫିକ ରେ ଫସିବା ବହୁତ କଷ୍ଟକର ହୋଇପଡି ଥାଏ ଏବଂ ଯଦି କୌଣସି ବଡ଼ ଗାଡି ଫସି ଯିବ ତେବେ ତାକୁ ବହୁତ ଅସୁବିଧା ହୋଇଥାଏ। ତେବେ ଆପଣ ଏହି ଭିଡିଓ ରେ ଦେଖି ପାରିବେ କି ଜଣେ ଟ୍ରକ ଡ୍ରାଇଭର କିପରି ଏକ ଟ୍ରାଫିକ ରୁ ଏକ ଛୋଟ ରାସ୍ତା ରେ ଏତେ ବଡ଼ ଗାଡି କୁ ଆରାମ ରେ ନେଇ ପାରିଲା। ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଲା।
୨- ତେବେ ଆପଣ ମାନେ ଜାଣିଥିବେ କି ଗୋଟିଏ ଟ୍ରକ ରେ ମାଲ ଲୋଡ଼ କରିବା ପାଇଁ ଲିଫ୍ଟର ହିଁ ଦରକାର ହୋଇଥାଏ। କିନ୍ତୁ ଯଦି ଏମିତି କିଛି ହୁଏ ଏବଂ ଆପଣଙ୍କ ପାଖରେ ଲିଫ୍ଟର ର ସୁବିଧା ନଥାଏ ତେବେ କଣ ହେବ। ତେବେ ଏହି ଭିଡିଓ ରେ ଗୋଟିଏ ଟ୍ରକ ବିନା ଲିଫ୍ଟର ର ସାହାଯ୍ୟ ରେ ନିଜେ ହିଁ ମାଲ ସବୁକୁ ନେଉଛି ତାହା ବି ନୂଆ ଅନ୍ଦାଜ ରେ।ଏହି ଦୃଶ୍ୟ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଲା।
୩- ତେବେ ଟ୍ରକ ଡ୍ରାଇଭର ଙ୍କୁ ପରଫେକଟ ଟ୍ରେନିଂ ଦିଆଯାଏ ଡ୍ରାଇଭର ଙ୍କୁ ତେବେ ସେମାନଙ୍କ ଡ୍ରାଇଭିଂ ର ତରିକା ଦେଖି ହିଁ ସେମାନଙ୍କୁ ଲାଇସେନ୍ସ ମିଳିଥାଏ। ତେବେ ବର୍ତ୍ତମାନ ଏହି ଭିଡିଓ ରେ ଡ୍ରାଇଭର ନିଜର ଡ୍ରାଇଭିଂ ଷ୍ଟାଇଲ କୁ ଖୁବ ସୁନ୍ଦର ଭାବରେ ପ୍ରଦର୍ଶିତ କରିଲା ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
୪- ତେବେ ଆମ ଭାରତରେ ଅଧିକାଂଶ ଜାଗାରେ ଆପଣ ମାନେ ଦେଖିଥିବେ ଟ୍ରକ ରେ ବହୁତ ମାଲ ଭର୍ତ୍ତି କରି ନିଆଯାଏ। ତେବେ ଯେତେବେଳେ ପାହାଡ଼ ର ଛୋଟ ରାସ୍ତାରେ ଟ୍ରନିଂ ଆସେ ସେତେବେଳେ ବହୁତ କଷ୍ଟ ହୋଇଥାଏ। ତେବେ ଏହି ଭିଡିଓ ରେ ଜଣେ ଟ୍ରକ ଡ୍ରାଇଭର ଟ୍ରନିଂ ପଏଣ୍ଟ ରେ ବହୁତ ମାଲ ଭର୍ତ୍ତି କରି ଏଭଳି ଭାବରେ ସେ ଗାଡି କୁ ନେଇ ଥିଲେ ଯେ ଆପଣ ନ ଦେଖିଲେ ବିଶ୍ୱାସ କରିବେ ନାହିଁ।
୫- ତେବେ ସେ ବଡ଼ ଗାଡି ହେଉ କିମ୍ବା ଛୋଟ ଗାଡି ପାର୍କିଂ ପାଇଁ ସବୁବେଳେ ବହୁତ କଷ୍ଟ ଏବଂ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଏକ ଭାଇରାଲ ଭିଡିଓ ରେ ଗୋଟିଏ ବହୁତ ବଡ଼ ଟ୍ରକ ଏକ ଛୋଟ ଜାଗାରେ ଏଭଳି ସୁନ୍ଦର ଭାବରେ ପାର୍କିଂ କରିଦେଇ ଥିଲା ଯେ ସମସ୍ତେ ଏକଦମ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ସ୍ଥାନରେ କେଉଁ ଛୋଟ ଗାଡି ମଧ୍ୟ ପାର୍କ କରିବା କଷ୍ଟକର ଅଟେ। ତେବେ ଏହିଭଳି ସାହାସି ଡ୍ରାଇଭର ଙ୍କ ବିଷୟ ରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।